ଦିଲ୍ଲୀରେ ଲକଡାଉନ୍ ଆଉ ସପ୍ତାହେ ବଢ଼ିଲା, ୨୪ ଯାଏ ବଳବତ୍ତର
ନୂଆଦିଲ୍ଲୀ: ଲକଡାଉନ୍ ସଫଳ ହୋଇଛି । ରାଜଧାନୀ ଦିଲ୍ଲୀରେ କାବୁ ପାଉଚି କରୋନା । ଦୈନିକ ସଂକ୍ରମଣ ଖସୁଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଆଉ ସପ୍ତାହେ ଲକଡାଉନ୍ ଅବଧି ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ । ଲକଡାଉନ୍ ବୃଦ୍ଧି ନେଇ ସେ ଆଜି ଘୋଷଣା କରିଛନ୍ତି । ଫଳରେ ଆସନ୍ତା ୨୪ ତାରିଖ ଯାଏ ଦିଲ୍ଲୀରେ ବଳବତ୍ତର ରହିବ ତାଲାବନ୍ଦ । ଆସନ୍ତାକାଲି ଦିଲ୍ଲୀରେ ଶେଷ ହେଉଥିଲା ଲକଡାଉନ୍ ସମୟସୀମା । କେଜ୍ରିଓ୍ୱାଲ କହିଛନ୍ତି […]
Continue Reading
