ଅଗଷ୍ଟ ସୁଦ୍ଧା କୋଭିଶିଲ୍ଡର ମାସିକ ଉତ୍ପାଦନ ୧୦ କୋଟି ଛୁଇଁବ ଏବଂ କୋଭାକ୍ସିନର ୭.୮ କୋଟି

ନୂଆଦିଲ୍ଲୀ: ଏବେ ସମଗ୍ର ଦେଶରେ ଟିକାର ଅଭାବର ଦୃଶ୍ୟ ଦେଖିବାକୁ ମିଳୁଛି। ଗୋଟିଏ ଡୋଜ୍‌ ନେଲା ପରେ ଆଉ ଗୋଟିଏ ଡୋଜ୍‌ ପାଇଁ ଲୋକଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି। ତେବେ ଏହା ଭିତରେ ସେରମ୍ ଇନଷ୍ଟିଚ୍ୟୁଟ୍ ଏବଂ ଭରତ ବାୟୋଟେକ୍ ଆସନ୍ତା ଚାରିମାସ ପାଇଁ କେନ୍ଦ୍ରକୁ ସେମାନଙ୍କ ଉତ୍ପାଦନ ଯୋଜନା ଦାଖଲ କରିଛନ୍ତି ଏବଂ ସୂଚନା ଦେଇଛନ୍ତି ଯେ ସେମାନେ  ଆସନ୍ତା ଅଗଷ୍ଟ ସୁଦ୍ଧା କାଭିଶିଲ୍ଡ ଏବଂ କୋଭାକ୍ସିନର ଯଥାକ୍ରମେ ୧୦ କୋଟି ଏବଂ ୭.୮ କୋଟି […]

Continue Reading

ମିଲାଗ୍ରୋର ପ୍ରତିଷ୍ଠାତା ରାଜୀବ କରୱାଲଙ୍କ ପରଲୋକ

ନୂଆଦିଲ୍ଲୀ: ମିଲାଗ୍ରୋ ରୋବଟ୍ସର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ରାଜୀବ କରୱାଲଙ୍କ ପରଲୋକ। କରୋନାରେ ରାଜୀବଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରାୟ ଏକ ସପ୍ତାହ ଭେଣ୍ଟିଲେଟରରେ ରହିବା ପରେ ବୁଧବାର ସକାଳେ ରାଜୀବଙ୍କ ଦେହାନ୍ତ ହୋଇଛି। ଭାରତୀୟ ଇଲେକ୍ଟ୍ରୋନିକ୍ସ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଅବଦାନ ପାଇଁ କରୱାଲ ବେଶ୍‌ ଜଣାଶୁଣା। ସେ ୨୦୦୭ରେ ମିଲାଗ୍ରୋ ପ୍ରତିଷ୍ଠା କରିବା ପୂର୍ବରୁ ଏକ ବର୍ଷ ପାଇଁ ରିଲାଏନ୍ସ ଡିଜିଟାଲର ସଭାପତି ତଥା ସିଇଓ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। […]

Continue Reading

ଟିମ୍ ଇଣ୍ଡିଆକୁ ବିସିସିଆଇର କଡ଼ା ଚେତାବନୀ

ଦିଲ୍ଲୀ:ଟିମ୍ ଇଣ୍ଡିଆକୁ ବିସିସିଆଇର କଡ଼ା ଚେତାବନୀ । ଯଦି କରୋନା ପଜିଟିଭ ବାହାରିବ ତେବେ ଜୁନ୍ ୨ରେ ଥିବା ଇଂଲଣ୍ଡ ଗସ୍ତରୁ ବିଦା ହୋଇଯିବ । ଦିନକୁ ଦିନ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ସବୁଥିରେ ଲାଗିଛି ରୋକ୍ । ଆଉ ଏନେଇ ବିସିସିଆଇ ପକ୍ଷରୁ ମଧ୍ୟ କଡା ପଦକ୍ଷେପ ନିଆଯାଇଛି । ଖେଳାଳି ମାନଙ୍କୁ କହି ଦିଆଯାଇଛି କରୋନା ପଜିଟିଭ ବାହାରିଲେ ଦଳରୁ ବହିଷ୍କୃତ ହେବା ଥୟ । ଇଂଲଣ୍ଡ ଗସ୍ତ ପାଇଁ ମନୋନୀତ ହୋଇଥିବା […]

Continue Reading

ଓଡ଼ିଶା ସମେତ ୮ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ବଢୁଛି । ଧିମା ପଡ଼ିଛି ଟିକାକରଣ । ଏଭଳି ସ୍ଥିତିରେ ଆଜି ଓଡ଼ିଶା ସମେତ ୮ଟି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । କୋଭିଡ୍ ଟିକାକରଣ ଓ କରୋନା ମୁକାବିଲା ନେଇ ବିଚାରବିମର୍ଶ କରିବେ । ରାଜ୍ୟଗୁଡ଼ିକର ମତାମତ ନେବେ ସ୍ୱାସ୍ଥ୍ୟମନ୍ତ୍ରୀ । ଓଡ଼ିଶା ସମେତ ଜମ୍ମୁ କଶ୍ମୀର, ଉତ୍ତରାଖଣ୍ଡ, ହରିୟାଣା, ପଞ୍ଜାବ, ବିହାର, ଝାଡଖଣ୍ଡ, ଓ ତେଲେଙ୍ଗାନା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ […]

Continue Reading

କେନ୍ଦୁଝର ଜେଲରେ କରୋନା, ୯ କଏଦୀ ସଂକ୍ରମିତ

କେନ୍ଦୁଝର: ଜେଲରେ ପଶିଲାଣି କରୋନା । କଏଦୀ ସଂକ୍ରମିତ ହେଉଛନ୍ତି । କେନ୍ଦୁଝର ଜିଲ୍ଲା କାରାଗାରରୁ୯ ଜଣ କଏଦୀ ପଜିଟିଭ୍ ବାହାରିଛନ୍ତି । ସମସ୍ତଙ୍କୁ ଜେଲ୍ ପରିସରରେ ଥିବା ଆଇସୋଲେସନ୍ ଓ୍ୱାର୍ଡରେ ରଖି ଚିକିତ୍ସା କରାଯାଉଛି । ଗତ ମାସ ୨୮ ତାରିଖରେ ଚୋରି ମାମଲାରେ ତିନି ଜଣଙ୍କୁ ଗିରଫ ପରେ କୋର୍ଟ ତାଙ୍କୁ ଜେଲକୁ ପଠାଇ ଦେଇଥିଲେ । ସେମାନଙ୍କ ପାଖରେ କରୋନା ଲକ୍ଷଣ ଦେଖାଯିବା ପରେ ନମୁନା ପରୀକ୍ଷା କରାଯାଇଥିଲା । କୋଭିଡ୍ ରିପୋର୍ଟ ପଜିଟିଭ୍ […]

Continue Reading

ସୁସ୍ଥ ହେବା ପରେ ପିଲାମାନଙ୍କୁ ଦେଖି ଭାବ ପ୍ରବଣ ହୋଇଗଲେ ଅଲୁ ଅର୍ଜୁନ

ମାଡ୍ରାସ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲୁ ଅର୍ଜୁନ ବୁଧବାର ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ପରେ ପ୍ରଥମେ ନିଜ ପିଲାମାନଙ୍କୁ ଭେଟିଥିଲେ । କରୋନା ସଂକ୍ରମିତ ହେବା ପରେ ସେ ନଜ ଘରର ଉପର ମହଲାରେ ଆଇସୋଲେଶନରେ ରହୁଥିଲେ । ଆଜି ତାଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ସେ ପରିବାରଲୋକଙ୍କୁ ଭେଟି ଭାବପ୍ରବଣ ହୋଇ ପଡିଥିଲେ । ଏ ନେଇ ସେ ସୋସିଆଲ ସାଇଟରେ ସୂଚନା ଦେଇଛନ୍ତି । ମୋ ସୁସ୍ଥ ହେବା […]

Continue Reading

ହୁ’ର ଭୁଲ ନିଷ୍ପତି ଯୋଗୁ କରୋନା ମହାମାରୀ ବିଶ୍ୱରେ ବ୍ୟାପିଲା: ଆଇପିପିପିଆର

ନୂଆଦିଲ୍ଲୀ: ମହାମାରୀ ପ୍ରସ୍ତୁତି ଓ ମୁକାବିଲା ସମ୍ପର୍କୀତ ସ୍ୱତନ୍ତ୍ର ସଂଗଠନ (ଦି ଇଣ୍ଡିପେଣ୍ଡାଲ ପ୍ୟାନେଲ ଫର ପ୍ୟାଣ୍ଡେମିକ ପ୍ରିପେୟାରେଡନେସ ଆଣ୍ଡ ରେସପନ୍ସ) ବୁଧବାର ତାର ରିପୋର୍ଟ ପ୍ରଦାନ କରିଛି । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଠିକ୍ ସମୟରେ ଏ ନେଇ ସତର୍କ ସୂଚନା ଜାରୀ କରିଥାନ୍ତା ତାହେଲେ ବିଶ୍ୱରେ ଏହି ମହାମାରୀ ଏତେ ମାତ୍ରାରେ କ୍ଷତି କରି ନ ଥାନ୍ତା । ହୁର କେତେକ ଭୁଲ ନିଷ୍ପତି ଯୋଗୁ […]

Continue Reading

କରୋନାରେ ପୂର୍ବତନ ଟେବୁଲ୍ ଟେନିସ୍ ଚାମ୍ପିଅନ୍ ଭି ଚନ୍ଦ୍ରଶେଖରଙ୍କ ପରଲୋକ

ଚେନ୍ନାଇ: ଜାତୀୟ ଟେବୁଲ୍ ଟେନିସ୍ ଚାମ୍ପିଅନ୍ ତଥା ପୂର୍ବତନ ଅନ୍ତର୍ଜାତୀୟ ପ୍ୟାଡଲର ଭି ଚନ୍ଦ୍ରଶେଖରଙ୍କ କରୋନାରେ ଦେହାନ୍ତ ହୋଇଛି। ସେ ୩ଥର ଜାତୀୟ ଟେବୁଲ୍ ଟେନିସ୍ ଚାମ୍ପିଅନ୍ ହୋଇଥିଲେ। ସେ କରୋନା ସଂକ୍ରମିତ ହେବା ପରେ ଏବଂ ତାଙ୍କୁ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କରୋନା ଆକ୍ରାନ୍ତ ହୋଇଥିବା ଯୋଗୁ ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିଲା। ଅନେକ ଉଚ୍ଚ ସ୍ତରୀୟ ଖେଳାଳି ଯେପରିକି ଏସ୍ ରମଣ, ଅରୁଲ ସେଲଭି, ଚେତନ ବାବୁର, ଏନଆର୍‌ ଇନ୍ଦୁ, ଏମ୍‌ଏସ୍‌ ମୈଥିଲୀ, […]

Continue Reading

ଓଡ଼ିଶାରେ ୧ ନମ୍ବର ସ୍ଥାନ ହାସଲ କରିବାରେ ସଫଳ ହୋଇଛି ଜିଓ

ଭୁବନେଶ୍ୱର: ଓଡ଼ିଶାରେ ୧ ନମ୍ବର ସ୍ଥାନ ହାସଲ କରିଛି ଜିଓ। ରାଜ୍ୟରେ ନିଜ ସ୍ଥାନକୁ ଅଧିକ ସୁଦୃଢ କରି ରିଲାଏନ୍ସ ଜିଓ ୨୦୨୧ ଫେବ୍ରୁଆରୀ ମାସରେ ୧.୯ ଲକ୍ଷରୁ ଅଧିକ ଗ୍ରାହକ ସଂଗ୍ରହ କରିଛି। ଏ ନେଇ (ଟ୍ରାଇ) ଦ୍ୱାରା ସଦ୍ୟ ପ୍ରକାଶିତ ତଥ୍ୟରୁ ଜଣାଯାଇଛି । ଏଥିସହିତ ଜିଓ ରାଜ୍ୟରେ ସର୍ବାଧିକ ୧.୪ କୋଟି ମୋବାଇଲ ଗ୍ରାହକ ଏବଂ ଏହି କ୍ଷେତ୍ରରେ ୪୧ ପ୍ରତିଶତରୁ ଉର୍ଦ୍ଧ୍ୱ ବଜାର ଅଂଶ ସହିତ ଓଡିଶା ଟେଲିକମ୍ ବଜାରରେ ଏହାର […]

Continue Reading

କାଳବୈଶାଖୀ ପ୍ରଭାବରେ ତାତିରୁ ମିଳିଲା ଆଶ୍ବସ୍ତି

ଭୁବନେଶ୍ବର : ରାଜ୍ୟରେ କାଳବୈଶାଖୀ ଆଣିଦେଲା ଆଶ୍ବସ୍ତି । ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିବା ବେଳେ, ଆଶ୍ବସ୍ତି ଅନୁଭୁବ କରିଛନ୍ତି ଲୋକେ । ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ତାତି କମିଥିବା ବେଳେ, ସମସ୍ତ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ତଳକୁ ହ୍ରାସ ପାଇଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଆଜି ବାଲେଶ୍ବରରେ ତାପମାତ୍ରା ୩୪.୭ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୫.୪, କଟକରେ […]

Continue Reading