ଲୋକପ୍ରିୟ ଗାୟିକା ଜଗଜିତ୍ କୌରଙ୍କ ପରଲୋକ
ମୁମ୍ବାଇ: ଭେଟେରାନ ଗାୟିକା ତଥା ସ୍ୱର୍ଗତ ସଂଗୀତ ରଚୟତା ଖୟାମଙ୍କ ପତ୍ନୀ ଜଗଜିତ୍ କୌରଙ୍କ ପରଲୋକ ଆଜି ହୋଇଛି। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁ ରବିବାର ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ସେ ଅନେକ ଲୋକପ୍ରିୟ ଗୀତ ଗାଇଛନ୍ତି। ସେଥିମଧ୍ୟରୁ ଖାୟାମଙ୍କ ଦ୍ୱାରା ରଚିତ ତଥା ବାଜାର୍ ଚଳଚ୍ଚିତ୍ରର ଗୀତ ‘ଦେଖ୍ଲୋ ଆଜ୍ ହମ୍କୋ’ ଅନ୍ୟତମ। ଏହି ଫିଲ୍ମଟି ୧୯୮୨ ମସିହାରେ ରିଲିଜ ହୋଇଥିଲା। ଏଥିରେ ସୁପ୍ରିୟା […]
Continue Reading
