ଆରଡ଼ି ଆଖଣ୍ଡଳମଣିଙ୍କ ପୀଠରେ ମାନିଲେନି ଶ୍ରାବଣ କଟକଣା
ଭଦ୍ରକ : ଆରଡ଼ି ଆଖଣ୍ଡଳମଣିଙ୍କ ପୀଠରେ ଶ୍ରାବଣଯାତ୍ରା କଟକଣା ଫୁ । ନିୟମକୁ ନମାନି ଜଳାଭିଷେକ କଲେ ଶତାଧିକ ଭକ୍ତ । ମହାମାରୀ କରୋନାର ଭୟାଭୟତାକୁ ଦେଖି ସରକାର ବନ୍ଦ କରିଥିଲେ ଆଖଣ୍ଡମଣୀଙ୍କ ଶ୍ରାବଣୀ ମେଳା । କୌଣସି ଶିବାଳୟରେ କାଉଡ଼ିଆ ଜଳଲାଗି କରିବେ ନାହିଁ ବୋଲି ସମସ୍ତ ମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ ସରକାର । କିନ୍ତୁ ଆଜି ଏହି କଟକଣାର ପୂରାପୂରି ବେଖାତିର କରିଥିଲେ ଭକ୍ତ । କଟକଣା ଅନୁସାରେ, […]
Continue Reading
