ପିଜ୍ଜା ଡେଲିଭରି ବୟ ସାଜିଛନ୍ତି ପୂର୍ବତନ ଆଫଗାନିସ୍ତାନ ମନ୍ତ୍ରୀ

ଭୁବନେଶ୍ୱର: ତାଲିବାନୀଙ୍କ କବଜାରେ ଆଫଗାନିସ୍ତାନ । ଖାସ କରି ରାଷ୍ଟ୍ରପତି ଅସ୍ରଫ୍ ଘନି ଦେଶ ଛାଡି ପଳାୟନ କରିବା ପରେ ଅନ୍ୟ ମନ୍ତ୍ରୀଙ୍କର ଖୋଜ ଖବର ନଥିଲା । ହେଲେ ନିକଟରେ ଆଫଗାନିସ୍ତାନର ଜଣେ ମନ୍ତ୍ରୀଙ୍କ ଖବର ଜର୍ମାନୀରୁ ମିଳିଛି । ଆଫଗାନିସ୍ତାନର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ସୟଦ ଅହମଦ ଶାହ ଶାହାଦତ । ନିକଟରେ ସୟଦଙ୍କୁ ଜର୍ମାନୀ ରାସ୍ତାରେ ଦେଖିବାକୁ ମିଳିଛି । ପ୍ରାୟ ବର୍ଷେ ପୂର୍ବରୁ ସେ ଆଫଗାନିସ୍ତାନ ଛାଡିଥିଲାବେଳେ ଜର୍ମାନୀର ଲିପ୍‌ଜିଗ୍‌ଠାରେ ପିଜା […]

Continue Reading

CISF ଯବାନ ସୋମନାଥ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଛି

ଭୁବନେଶ୍ଵର: ବଲିଉଡ୍ ଅଭିନେତା ସଲମାନ୍ ଖାନ୍‌ଙ୍କୁ ବିମାନ ବନ୍ଦରରେ ଅଟକାଇଥିବା ସିଆଇଏସ୍ଏଫ୍ ଯବାନଙ୍କୁ ଦଣ୍ଡିତ କରାଯାଇନି ବରଂ ସମ୍ମାନିତ କରାଯାଇଛି । ନିଜ ଦାୟିତ୍ୱକୁ ସଠିକ୍ ଭାବେ ତୁଲାଇଥିବାରୁ ସିଆଇଏସ୍‌ଏଫ୍ ଯବାନ ସୋମନାଥ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିବା ସିଆଇଏସ୍ଏଫ୍ ପକ୍ଷରୁ କୁହାଯାଇଛି ଓ ଦଣ୍ଡିତ ଖବରକୁ ଭୁଲ ବୋଲି କୁହାଯାଇଛି । ସୋମନାଥ ମହାନ୍ତି ଏୟାରପୋର୍ଟରେ ସଲମାନ୍‌ଙ୍କୁ ଅଟକାଇ ନିଜ ଦାୟିତ୍ୱ ପୂରା କରିଥିଲେ । ଏଣୁ ତାଙ୍କୁ ଖୁବ୍ ପ୍ରଶଂସା କରାଯାଇଥିଲା । କିନ୍ତୁ ପରେ […]

Continue Reading

ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଓଡ଼ିଶାରୁ ଦୀପଜ୍ୟୋତି ମୁଣ୍ଡ ମନୋନୀତ

ଭୁବନେଶ୍ବର : ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଅନୁମୋଦନ କ୍ରମେ ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ତେଜସ୍ବୀ ସୂର୍ଯ୍ୟା ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀଙ୍କ ନାମ ଘୋଷଣା କରିଛନ୍ତି । ଏହି ତାଲିକାରେ ଓଡ଼ିଶାରୁ ସ୍ଥାନ ପାଇଛନ୍ତି ଦୀପଜ୍ୟୋତି ମୁଣ୍ଡ । ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତାଲିକାରେ ଦୀପଜ୍ୟୋତି ମୁଣ୍ଡଙ୍କୁ ସ୍ଥାନ ଦିଆଯାଇଥିବାରୁ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ତେଜସ୍ବୀ ସୂର୍ଯ୍ୟା ଓ ରାଜ୍ୟ ସଭାପତି ସମୀର […]

Continue Reading

ନବରଙ୍ଗପୁରରେ ସ୍ବାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ପାଇଁ ପଦକ୍ଷେପ, ଏୟାର ଆମ୍ବୁଲାନ୍ସ ବ୍ୟବସ୍ଥା ନେଇ ଭିତ୍ତିଭୂମି ଯାଞ୍ଚ

ନବରଙ୍ଗପୁର : ଉପାନ୍ତ ନବରଙ୍ଗପୁର ଜିଲ୍ଲାର ସ୍ବାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ । ଏୟାର ଆମ୍ବୁଲାନ୍ସ ବ୍ୟବସ୍ଥା ନେଇ ଡିଏମଇଟି ନିର୍ଦ୍ଦେଶକଙ୍କ ନେତୃତ୍ବରେ ଏକ ଡାକ୍ତରୀ ଟିମ୍ ନବରଙ୍ଗପୁର ମେଡିକାଲ ଯାଇ ଭିତ୍ତିଭୂମିର ଯାଞ୍ଚ କରିଛନ୍ତି । ଏୟାର ଆମ୍ବୁଲାନ୍ସର ସୁବିଧା କରିବା ପାଇଁ ଆଇସିୟୁ ଓ ମେଡିକାଲର ଅନ୍ୟ ଭିତ୍ତିଭୂମିକୁ ଯାଞ୍ଚ କରାଯାଇଛି । ଆଗାମୀ ଦିନରେ ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଏୟାର ଆମ୍ବୁଲାନ୍ସ […]

Continue Reading

ପ୍ରକାଶ ପାଇଲା ମାଟ୍ରିକ୍‌ ଅଫ୍‌ଲାଇନ୍‌ ରେଜଲ୍ଟ, ପାସ୍‌ ହାର ୮୦.୮୩ ପ୍ରତିଶତ

କଟକ : ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ୍ ପରୀକ୍ଷା ଫଳ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ପାସ କରିଛନ୍ତି । ଏମାନଙ୍କ ମଧ୍ୟରୁ ୧୪୧ ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି । ସେହିପରି ମୋଟ୍ ପାସ ହାର ରହିଛି ୮୦.୮୩ % । ମୋଟ ୩୧୦୦ ପୁଅ ଓ ୨୧୩୩ ଜଣ ପାସ କରିଛନ୍ତି । A-1ରେ ୪୨, A-2ରେ ୨୫୫ ଜଣ, B-1ରେ ୩୪୮ ଜଣ, B-2ରେ ୪୫୮, C-ରେ ୫୯୯ […]

Continue Reading

ମୟୂରଭଞ୍ଜ ଚିତ୍ରଡା ଫାଣ୍ଡି ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳା ଉଦ୍ଧାର

ମୟୂରଭଞ୍ଜ: ମୟୂରଭଞ୍ଜ ଚିତ୍ରଡା ଫାଣ୍ଡି ନିକଟରେ ଅଘଟଣ। ଥାନା ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ। ମହିଳାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ପ୍ରବଳ ରକ୍ତଶ୍ରାବ ହେଉଥିଲା। ଫାଣ୍ଡି ଅଧିକାରୀ ସୁନ୍ଦର ମୋହନ ବାରିକ ଘଟଣା ସ୍ଥଳରେ ପହଁଚି ମହିଳାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କିଶାନତାଣ୍ଡି ହସ୍ପି ଟାଲକୁ ପଠାଇଛନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳା ଟିଆଁସି ଗାଁ ରୁ ପ୍ରାୟ ୫ କିଲୋମିଟର ରାସ୍ତା ଚାଲିଚାଲି […]

Continue Reading

ତାଲିବାନ ନେତା ମୁଲ୍ଲା ବରାଦରଙ୍କ ସହ ଚୁପଚାପ ସାକ୍ଷତ କଲେ ସିଆଇଏ ଡାଇରେକ୍ଟର !

କାବୁଲ: ଆଫଗାନିସ୍ତାନ ଅଶାନ୍ତ ପଛରେ ଆମେରିକାର ଭୂମିକାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି । ଆଜି ସିଆଇଏ ଡାଇରେକ୍ଟର ୱିଲିୟମ ଜେ ବର୍ଣ୍ଣସ ତାଲିବାନର ଶୀର୍ଷ ନେତା ଅବଦୁଲ ଗନୀ ବରାଦରଙ୍କ ସହ ଗୁପ୍ତ ବୈଠକ କରିଛନ୍ତି । ଫଳରେ ଆମେରିକାର ଭୂମିକା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଆଫଗାନିସ୍ତାନ କବଜା କରିବା ପରେ ତାଲିବାନ ଓ ଆମେରିକା ମଧ୍ୟରେ ଏହା ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ ଭାବେ ବିବେଚନା କରାଯାଉଛି । ତାଲିବାନ ୩୧ ଅଗଷ୍ଟ […]

Continue Reading

ମନୋସ୍କାମନା ପୂରଣ ହେବାକୁ ଶିବ ମନ୍ଦିରରେ ଜଳାଭିଷେକ କରି ଚର୍ଚ୍ଚାରେ ରେସଲର ରବି କୁମାର

ନୂଆଦିଲ୍ଲୀ: ରେସଲର ରବି କୁମାର ଦାହିୟା ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରି ସମସ୍ତ ଭାରତୀୟଙ୍କ ମନ ଜିଣି ପାରିଛନ୍ତି । ତାଙ୍କର ଏହି ମନୋସ୍କାମନା ପୂରଣ ପାଇଁ ପରିବାର ଲୋକେ ଘରେ ଅଖଣ୍ଡ ଦ୍ୱୀପ ଜାଳିଥିବା ବେଳେ ରବିକୁମାର ଜଳାଭିଷେକ କରିବେ ବୋଲି ଯାଚିଥିଲେ । ଏହା ପୂରଣ ହେବାରୁ ଆଜି ସେ ଶିବ ମନ୍ଦିରରେ ଜଳାଭିଷେକ କରିଥିଲେ । ପ୍ରଶଂସକମାନେ ତାଙ୍କୁ ରିୟଲ ବାହୁବଳୀ ବୋଲି ଆଖ୍ୟା ଦେଇଛନ୍ତି । ଏହା ବ୍ୟତୀତ […]

Continue Reading

ବାଙ୍ଗାଲୋର ଡ୍ରଗ୍ସ ସ୍କାଣ୍ଡାଲ କେସ: ଡ୍ରଗ୍ସ ସେବନ କରୁଥିଲେ ସଞ୍ଜନା, ରାଗିନୀ !

ବାଙ୍ଗାଲୋର: ବାଙ୍ଗାଲୋର ଡ୍ରଗ୍ସ ସ୍କାଣ୍ଡାଲ କେସରେ ପୋଲିସକୁ ବଡ ସଫଳତା ହାତ ଲାଗିଛି । ଏଫଏସଏଲ ରିପୋର୍ଟରେ ଅଭିନେତ୍ରୀ ସଞ୍ଜନା ଗଲରାନୀ ଓ ରାଗିନୀ ଦ୍ୱିବେଦୀ ଡ୍ରଗ୍ସ ସେବନ କରୁଥିବା ସ୍ପଷ୍ଟ ହୋଇଛି । ସେଂଟ୍ରାଲ ଫୋରେସିଂକ ସାଇଂସ ଲାବୋରେଟୋରୀ ସେମାନଙ୍କ ଚୁଟି ସାମ୍ପୁଲରୁ ଏହି ପ୍ରମାଣ ପାଇଛି । ଫଳରେ ଡ୍ରଗ୍ସ ସ୍କାଣ୍ଡାଲରେ ଫିଲ୍ମ ଇଣ୍ଡଷ୍ଟ୍ରିର କେତେକ ବ୍ୟକ୍ତି ସମ୍ପୃକ୍ତ ଥିବା ପ୍ରମାଣିତ ହୋଇପାରିଛି । ଉପରୋକ୍ତ ଦୁଇ ଅଭିନେତ୍ରୀ ଏବେ ଜାମିନରେ ଅଛନ୍ତି । […]

Continue Reading

ବଲିଉଡ୍‌‌ରେ ପ୍ରବେଶ ପୂର୍ବରୁ କୋଇଲା ଖଣିରେ କାମ କରୁଥିଲେ ବିଗ୍‌ ବି

ନୂଆଦିଲ୍ଲୀ: ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ନିଜର ପୁରୁଣା ସ୍ମୃତି ବାଣ୍ଟିଛନ୍ତି। ତାଙ୍କର ଚଳଚ୍ଚିତ୍ର ‘କାଲା ପଥର୍’କୁ ୪୨ ବର୍ଷ ପୂରିଛି। ଏହି ଅବସରରେ ଅମିତାଭ ବଚ୍ଚନ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର୍‌ କରି ବଲିଉଡ୍‌ରେ ପ୍ରବେଶ ପୂର୍ବରୁ ତାଙ୍କର ପ୍ରଥମ ଜୀବିକା ବିଷୟରେ ଖୁଲାସା କରିଥିଲେ। ଅମିତାଭ ବଚ୍ଚନ ଫିଲ୍ମ ‘କାଲା ପଥର୍‌’ର ଚିତ୍ର ସେୟାର କରି କ୍ୟାପସନରେ ଲେଖିଛନ୍ତି – କାଲା ପଥରକୁ ୪୨ ବର୍ଷ ପୂରିଛି। କିଛି ସମୟ ଅତିବାହିତ ହୋଇଛି … […]

Continue Reading