ଇଂଲଣ୍ଡରେ କରୋନା କଟକଣା ହଟାଇଲେ ସରକାର

ଇଂଲଣ୍ଡ : ଇଂଲଣ୍ଡରେ ହଟିଲା କରୋନା କଟକଣା । ମୁହଁରେ ମାସ୍କ ପିନ୍ଧିବା ମଧ୍ୟ ବାଧ୍ୟତାମୂଳକ ନୁହେଁ ବୋଲି ଇଂଲଣ୍ଡ ସରକାର କହିଛନ୍ତି । ଇଂଲଣ୍ଡରେ କୋରନା ସଂକ୍ରମଣ ହ୍ରାସ ଘଟିଛି । ଏଥିପାଇଁ ବିଭିନ୍ନ ଭ୍ୟାକ୍ସିନ ମଧ୍ୟ ଦିଆଯାଉଛି ।ହସ୍ପିଟାଲାଇସେନ ହାର ମଧ୍ୟ କମ ରହିଛି ତେଣୁ ବ୍ରିଟେନ ସରକାର କଟକଣା ହ୍ରାସ କରିଛନ୍ତି । କରୋନା କଟକଣାକୁ ଦେଶରୁ ସମ୍ପୁର୍ଣ୍ଣ ନିଷେଧ କରିଛନ୍ତି । ନାଇଟ କ୍ଲବ ,ରେଷ୍ଟୁରାଣ୍ଟ, ମଲ ଗୁଡିକରେ ଭ୍ୟାକ୍ସିନେସନ ରିପୋର୍ଟ […]

Continue Reading

ସ୍ପଞ୍ଜ ଆଇରନ କାରଖାନାରେ ବିସ୍ଫୋରଣ: ଜଣେ ମୃତ ଓ ୩ ଗୁରୁତର

ଝାରସୁଗୁଡ଼ା: ସ୍ପଞ୍ଜ ଆଇରନ କାରଖାନାରେ ବିସ୍ଫୋରଣ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଛନ୍ତି । ଝାରସୁଗୁଡ଼ା କୋଲାବିରା ଥାନା ରଘୁନାଥପାଲି କପାଗୁଡ଼ାଠାରେ ଥିବା ସ୍ପଞ୍ଜ ଆଇରନ କାରଖାନା ଜୟ ହନୁମାନ ଉଦ୍ୟୋଗ ଲିମିଟେଡ଼ରେ ଏହି ବିସ୍ଫୋରଣ ଘଟିଛି । ୱେଲଡ଼ିଂ ଗ୍ୟାସ ଟାଙ୍କି ବିସ୍ଫୋରଣରେ ଏହିଭଳି ଦୁର୍ଘଟଣା ହୋଇଛି । ଏଥିରେ କାର୍ଯ୍ୟରତ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତି ୩ଟାରେ […]

Continue Reading

ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଲେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନନ ଲଢିବି ନାହିଁ କି କଂଗ୍ରେସ ଛାଡ଼ିବି ନାହିଁ । ମୁଁ କଂଗ୍ରେସର ପ୍ରଚାର ପ୍ରସାର କରିବି । ବିଜେପି କି ବିଜେଡିକୁ ଯିବିନାହିଁ। ଅନ୍ୟ ଦଳକୁ ଯିବା ନେଇ ମୋ ବିଷୟରେ ଯେଉଁ ଚର୍ଚ୍ଚା ହେଉଛି ତାହା ମିଥ୍ୟା ପ୍ରଚାର । ମୁଁ ବେପାରୀ ନୁହେଁ ଯେ, ଡିଲ୍ କରିବି । ମୋ ପାଖରେ ଖଣି ନାହିଁ, କାଗଜ ନାହିଁ କି ଟିଭି ନାହିଁ କହି ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଲେ […]

Continue Reading

5G ନେଟୱାର୍କିଂ ମାମଲାରେ ଜୁହିଙ୍କୁ ଆଶ୍ୱସ୍ତି, ୨୦ ଲକ୍ଷ ଟଙ୍କା ଜରିମାନାକୁ ୨ ଲକ୍ଷ କଲେ ହାଇକୋର୍ଟ

ଦିଲ୍ଲୀ :୫ଜି ନେଟୱାର୍କିଂ ମାମଲାରେ ଜୁହିଙ୍କୁ ଆଶ୍ୱସ୍ତି ।୫ ଜି ନେଟୱାର୍କିଂ ମାମଲାରେ ଅଭିନେତ୍ରୀ ଜୁହି ଚାୱଲାଙ୍କ ଉପରେ କରାଯାଇଥିବା ୨୦ ଲକ୍ଷ ଟଙ୍କା ଜରିମାନାକୁ ହ୍ରାସ କରିଛନ୍ତି ହାଇକୋର୍ଟ । ଏହି ଜରମାନାକୁ ଦିଲ୍ଲୀ ହାଇକୋର୍ଟ ୨ ଲକ୍ଷ ଟଙ୍କାକୁ ହ୍ରାସ କରିଛନ୍ତି । ଏହା ସହିତ କିଛି ସର୍ତ୍ତ ରଖିଛନ୍ତି ଦିଲ୍ଲୀ ହାଇକୋର୍ଟ । ଜୁହା ଚାୱଲାଙ୍କ ଓଳିଲ ବରିଷ୍ଠ ଆଇନଜୀବୀ ସଲମାନ ଖୁରସିଦି କୋର୍ଟରେ ଏନେଇ ଆଗରୁ ଅପିଲ କରିଥିଲେ । ଜରମାନାକୁ […]

Continue Reading

ଅରୁଣାଚଳ ଯୁବକଙ୍କୁ ଫେରାଇଲା ଚୀନ ସେନା

ନୂଆଦିଲ୍ଲୀ: ଭାରତ ଚାପରେ ଶେଷରେ ମୁଣ୍ଡ ନୁଆଁଇଲା ଚୀନ ସେନା । ଅରୁଣାଚଳ ପ୍ରଦେଶର ଯୁବକ ମିରାମ ଟାରୋନଙ୍କୁ ଗୁରୁବାର ସକାଳେ ୱାଚା ଦାମାଇ ସୀମା ନିକଟରେ ହସ୍ତାନ୍ତର କରିଥିଲା । ଅରୁଣାଚଳ ପ୍ରଦେଶର ଏସପି ତାପିର ଗାଓ ଏହି ସୂଚନା ଦେଇଛନ୍ତି । ଭାରତୀୟ ସେନାର ଉଦ୍ୟମ ଯୋଗୁ ମିରାମ ଘରକୁ ଫେରି ପାରିଛନ୍ତି ବୋଲି ସେ କହିଛନ୍ତି । ପୂର୍ବରୁ ଅରୁଣାଚଳ ପ୍ରଦେଶର ଏମପି ଯୁବକଜଣଙ୍କ ନିଖୋଜ ହେବା କଥା ଟୁଇଟ କରିଥିଲେ । […]

Continue Reading

ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପୁରୀରେ କଂଗ୍ରେସର ରଣନୀତି ଆରମ୍ଭ

ପୁରୀ : ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କଲାଣି । ପୁରୀ ଇନ୍ଦିରା କଂଗ୍ରେସ ଭବନ ଠାରେ ଜିଲ୍ଲା କଂଗ୍ରେସ ତରଫରୁ ‘ମୁଁ ନୁହେଁ ଆମେ ସଙ୍ଗଠିତ’ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଆସନ୍ତା ୧୬ ତାରିଖରେ ପୁରୀ ଜିଲ୍ଲାରେ ୫ ଟି ପର୍ଯ୍ୟାୟରେ ଭୋଟଦାନ ଅନୁଷ୍ଠିତ ହେବ । ଏନେଇ ଲୋକଙ୍କୁ ମନକୁ ଜିଣିବା ପାଇଁ କଂଗ୍ରେସ ଏବେଠାରୁ ପ୍ରୟାସ ଆରମ୍ଭ କଲାଣି । ଭୋଟର ମାନଙ୍କୁ ଆକୃଷ୍ଟ […]

Continue Reading

ଚୋରା ଚାଲାଣବେଳେ ଜବତ ହେଲା ଗଞ୍ଜେଇ, ଜଣେ ଗିରଫ

ଯାଜପୁର: ପୁଣି ଜବତ ହେଲା ଗଞ୍ଜେଇ । ଫୁଲବାଣୀରୁ କୋଲକାତା ଚାଲାଣ ହେଉଥିବାବେଳେ ଜବତ ହୋଇଛି ଗଞ୍ଜେଇ । ଅବକାରୀ ଗୁଇନ୍ଦା ବିଭାଗ ହାତରେ ଧରାପଡ଼ିଲା ୧ କୁଇଣ୍ଟାଲ ୨୫କିଲେ ଗଞ୍ଜେଇ । ଏହାସହ ଜଣଙ୍କୁ ଗିରଫ କରାଯାଇଛି । ଅବକାରୀ ବିଭାଗର କର୍ମଚାରୀମାନେ ଯାଜପୁର ଜିଲ୍ଲାର ଜାରକା ଓଭରବ୍ରିଜ ଉପରେ ଚଢ଼ାଉ କରିଥିଲେ । ସୂଚନା ଅନୁସାରେ, ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର କମିଶନର ଆଶିଷ ସିଂ ସୂଚନା […]

Continue Reading

ଅପରେସନ୍‌ ତ୍ରିବେଣୀ’ରେ ସାହସ ପ୍ରଦର୍ଶନ ପାଇଁ ଓଡ଼ିଆ ପୁଅ ଚିନ୍ମୟ ପାତ୍ରଙ୍କୁ ‘ବାୟୁସେନା ପଦକ’

ନୂଆଦିଲ୍ଲୀ: ଓଡ଼ିଆ ପୁଅ ଚିନ୍ମୟ ପାତ୍ରଙ୍କୁ ‘ବାୟୁସେନା ପଦକ’ ମିଳିବ ।  ଅପରେସନ୍‌ ତ୍ରିବେଣୀ’ରେ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ରେ ଅସାମାନ୍ୟ ସାହସ ପ୍ରଦର୍ଶନ କରିଥିବା ହେତୁ ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର୍‌ ଚିନ୍ମୟ ପାତ୍ରଙ୍କୁ ‘ବାୟୁସେନା ପଦକ’ ପ୍ରଦାନ କରାଯିବ। ଆସନ୍ତା ଅକ୍ଟୋବର ୮ ବାୟୁସେନା ଦିବସ ପ୍ୟାରେଡ଼ ରେ ତାଙ୍କୁ ଚିଫ ଅଫ ଏୟାର ଷ୍ଟାଫ ଏହି ସମ୍ମାନ ଜନକ ପଦକ ପ୍ରଦାନ କରିବେ। ଭାରତୀୟ ବାୟୁସେନା ର ଏମ୍‌ଆଇ-୧୭-ଭି୫ ହେଲିକପ୍ଟର୍‌ ୟୁନିଟ୍‌ରେ ସମ୍ପ୍ରତି […]

Continue Reading

କରୋନା ସଂକ୍ରମିତ ସାଉଥ ସୁପରଷ୍ଟାର ଚିରଞ୍ଜୀବୀ , ଟ୍ୱିଟ କରି ଦେଲେ ସୂଚନା

ନୂଆଦିଲ୍ଲୀ : କରୋନା ସଂକ୍ରମିତ ହୋଇଛନ୍ତି ସାଉଥ୍ ସୁପରଷ୍ଟାର ଚିରଞ୍ଜୀବୀ । ମଙ୍ଗଳବାର ଦିନ ଚିରଞ୍ଜୀବ କୋଭିଡ ଟେଷ୍ଟ କରିଥିଲେ । ଆଜି ସେ କରୋନା ସଂକ୍ରମିତ ଅଛନ୍ତି ବୋଲି ଟ୍ୱିଟ କରି ସୂଚନା ଦେଇଛନ୍ତି । ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହେବା ପରେ ସେ ଟେଷ୍ଟ କରିଥିଲେ ଓ ପଜିଟିଭ୍ ହୋଇଥିଲେ ବୋଲି କହିଛନ୍ତି । ସେ ସୁସ୍ଥ ଅଛନ୍ତି ବୋଲି ତାଙ୍କ ପ୍ରଶଂସକ ମାନଙ୍କୁ ଜଣାଇଛନ୍ତି ।ଏହି କିଛି ଦିନ ଭିତରେ ତାଙ୍କ ସଂସ୍ପର୍ଶରେ […]

Continue Reading

ଗୁଣୁପୁର ପ୍ରେସ ୟୁନିଅନର ପ୍ରଥମ ପ୍ରତିଷ୍ଠା ଦିବସ ଓ ରକ୍ତଦାନ ଶିବିର

ଗୁଣୁପୁର: ଆଜି ୭୩ତମ ସାଧାରଣତନ୍ତ୍ର ଦିବସ । ଗୁଣୁପୁର ପ୍ରେସ ୟୁନିୟନ ପକ୍ଷରୁ ପ୍ରେସ ୟୁନିଅନର ପ୍ରଥମ ପ୍ରତିଷ୍ଠା ଦିବସ ଏବଂ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଦର ହସ୍ପିଟାଲର ବ୍ଲଡ଼ ବ୍ୟାଙ୍କରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥିଭାବେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଯୋଗଦେଇଥିଲେ । ଅତିଥିଭାବେ ଗୁଣୁପୁର ଉପଜିଲ୍ଲାପାଳ ଜେ.ସୋନାଲ, ଡ଼କ୍ଟର ଚନ୍ଦ୍ରଧ୍ୱଜ ପଣ୍ଡା, ଡ଼ାକ୍ତର ରମେଶ ଚନ୍ଦ୍ର ସାହୁ, ବରିଷ୍ଠ ଆଇନଜୀବୀ ବ୍ରହ୍ମାନନ୍ଦ ପଟ୍ଟନାୟକ, ତ୍ରିନାଥ ଖାଡ଼ଙ୍ଗା, ଉପଖଣ୍ଡ ସୂଚନା ଲୋକସମ୍ପର୍କ ଅଧିକାରୀ […]

Continue Reading