ଆଗାମୀ ୨୫ ବର୍ଷରେ ଜାମ୍ମୁ କାଶ୍ମୀର ବିକାଶର ଏକ ନୂତନ କାହାଣୀ ଲେଖିବ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଜାମ୍ମୁ କାଶ୍ମୀରର ସାମ୍ବା ଜିଲ୍ଲାର ପଲ୍ଲୀ ଗ୍ରାମ ପଞ୍ଚାୟତରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଜାତୀୟ ପଞ୍ଚାୟତ ଦିବସ ଅବସରରେ ସେ ସାରା ଦେଶରେ ପଞ୍ଚାୟତକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ରାଜ୍ୟକୁ ଅନେକ ଉପହାର ଦେଇଥିଲେ। ଧାରା ୩୭୦ ରଦ୍ଦ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ କାଶ୍ମୀର ଗସ୍ତରେ ଏହା ପ୍ରଥମ ଗସ୍ତ ଥିଲା। ରାଜ୍ୟର ଯୁବକମାନଙ୍କୁ ସମ୍ବୋଧିତ କରି ସେ […]

Continue Reading

ଉତ୍କଳ ବିଶ୍ବବିଦ୍ୟାଳୟରେ ସିଭିଲି ସର୍ଭିସ କୋଚିଂ ସେଣ୍ଟର ‘ଉଡ଼ାନ’ ଉଦଘାଟିତ

ଭୁବନେଶ୍ୱର: ପ୍ରତିବର୍ଷ ଛାତ୍ରଛାତ୍ରୀଙ୍କୁ ଭାରତୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ଵାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ) ପରୀକ୍ଷା ନିମନ୍ତେ ପ୍ରସ୍ତୁତି ପାଇଁ ସ୍ବତନ୍ତ୍ର ଶିକ୍ଷା (କୋଚିଂ) ଦିଆଯିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ପ୍ରତିବର୍ଷ କିପରି ଅଧିକ ଓଡ଼ିଆ ଛାତ୍ରଛାତ୍ରୀ ଆଇଏଏସ୍ ପାଇବେ ସେଥ୍‌ନିମନ୍ତେ ସରକାରଙ୍କ ପକ୍ଷରୁ ଯୋଜନା ପ୍ରଣୟନ ହୋଇଛି। ଏଥିପାଇଁ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ପାଇଁ ପ୍ରଶିକ୍ଷଣ ଦେବାକୁ ରାଜ୍ୟ ସରକାର ବିଭିନ୍ନ ବିଶ୍ବବିଦ୍ୟାଳୟକୁ ଆର୍ଥିକ ପାଣ୍ଠି ଯୋଗାଇ ଦେଇଛନ୍ତି। ଆଶାୟୀ ଛାତ୍ରଛାତ୍ରୀଙ୍କ […]

Continue Reading

ଜମ୍ମୁ କାଶ୍ମୀର: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୁର୍ବରୁ ଆକ୍ସନରେ ସୁରକ୍ଷାକର୍ମୀ, ଏନକାଉଣ୍ଟରରେ ଦୁଇ ଆତଙ୍କୀ ନିପାତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତର ଗୋଟିଏ ଦିନ ପୁର୍ବରୁ ସୁରକ୍ଷା କର୍ମୀ ଘାଟିରେ ଆକ୍ସନରେ ନଜର ଆସିଛନ୍ତି । କୁଲଗାମ ଜିଲ୍ଲାରେ ସୁରକ୍ଷାକର୍ମୀ ଏନକାଉଣ୍ଟରରେ ଦୁଇ ଆତଙ୍କୀଙ୍କୁ ନିପାତ କରିଛନ୍ତି । ଏନେଇ କାଶ୍ମୀର ଜୋନ ପୋଲିସ ଶନିବାର ସୂଚନା ଦେଇଛନ୍ତି । ରବିବାର ପ୍ରଧାନମନ୍ତ୍ରୀ ସାମ୍ବା ଅଞ୍ଚଳରେ ପଲ୍ଲୀ ପଞ୍ଚାୟତରେ ଯୋଗ ଦେବେ । ଧାରା ୩୭୦ ହଟିବା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କାଶ୍ମୀର ଗସ୍ତ । ଏହା ପୁର୍ବରୁ ସୁରକ୍ଷାକୁ କଡ଼ାକଡ଼ି […]

Continue Reading

ଗୁଜୁରାଟ ଟାଇଟାନ୍ସର ହ୍ୟାଟ୍ରିକ୍ ବିଜୟ, ଫିକା ପଡ଼ିଲା ରାସେଲ ଜଲୱା

ମୁମ୍ବାଇ: ଚଳିତ ଆଇପିଏଲର ୩୫ତମ ମ୍ୟାଚ୍ କୋଲକାତା ନାଇଟ ରାଇଡର୍ସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇଛି । ଏହି ମ୍ୟାଚ୍ ରେ ଗୁଜୁରାଟ ଅଧିନାୟକ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ଏହି ମ୍ୟାଚ୍ ରେ ଗୁଜୁରାଟ ଟାଇଟାନ୍ସ କୋଲକାତାକୁ ୮ ରନ୍ ରେ ପରାଜୟ କରିଛି । ଚଳିତ ଆଇପିଏଲରେ ପ୍ରଥମ ଥର ପାଇଁ କୌଣସି ଅଧିନାୟକ ଟସ୍ ବିଜୟ କରି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛନ୍ତି। ପ୍ରଥମେ […]

Continue Reading

ଗ୍ରାହକଙ୍କୁ ସଚେତନ କରାଇଲା SBI: ଏହି ନମ୍ବରରୁ କଲ ଆସିଲେ ନ ଉଠାଇବାକୁ ବ୍ୟାଙ୍କର ପରାମର୍ଶ

ନୂଆଦିଲ୍ଳୀ: ଦୁଇଟି ନମ୍ବରରୁ ନିଜକୁ ଦୂରେଇ ରକିବା ପାଇଁ ଗ୍ରାହକମାନଙ୍କୁ ସତର୍କ କରିଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ । ଏହି ଦୁଇଟି ନମ୍ବରରୁ କଲ ଆସିଲେ ଏହାକୁ ରିସିଭ ନ କରିବାକୁ କୁହାଯାଇଛି । ନଚେତ ଗ୍ରାହକମାନେ ବିପଦରେ ପଡିପାରନ୍ତି ବୋଲି ସୂଚାଇ ଦେଇଛି ଏସବିଆଇ । ଏ ନେଇ ବିଭିନ୍ନ ମାଧ୍ୟମରେ ଗ୍ରାହକମାନଙ୍କୁ SBI ସତର୍କ ସୂଚନା ଦେଇଛି । ସୂଚନା ଅନୁସାରେ ବ୍ୟାଙ୍କ ନାଁରେ ଗ୍ରାହକମାନଙ୍କୁ ଠକିବା ସହ ଲୁଟ ହେଉଥିବା ଜାଣିବାକୁ […]

Continue Reading

୬-୧୨ ବର୍ଷର ପିଲାଙ୍କୁ କୋଭାକ୍ସିନ ଟୀକା ପାଇଁ ସୁପାରିଶ: ଖୁବ ଶୀଘ୍ର ଆରମ୍ଭ ହୋଇପାରେ ଟୀକାକରଣ

ନୂଆଦିଲ୍ଲୀ: ପୁଣି କିଛି ଦିନରୁ ବଢୁଛି କରୋନା କେସ । ପ୍ରତିଦିନ ଦେଶରେ ୨ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ଏହି ଟ୍ରେଣ୍ଡ ୪ ଦିନରେ ପହଞ୍ଚିଛି । ଫଳରେ କରୋନା ବିପକ୍ଷ ଟୀକାକରଣ ଉପରେ ପୁଣି ବଢିଛି ଗୁରୁତ୍ୱ । ଯବୁବର୍ଗଙ୍କୁ ଟୀକାକରଣ ଜାରି ରହିଥିବା ବେଳେ ଏବେ ଛୋଟ ପିଲାଙ୍କୁ ଟୀକା ଦେବା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଗତକାଲି ଏହି ବର୍ଗର ପିଲାମାନଙ୍କୁ କୋର୍ବାଭାକ୍ସ ଟୀକା ପ୍ରଦାନ ପାଇଁ ଅନୁମୋଦନ […]

Continue Reading

୧୦ ଜିଲ୍ଲାକୁ ମିଳିଲା ସତର୍କ ସୂଚନା: ଘୂର୍ଣ୍ଣିବଳୟ ପ୍ରଭାବରେ ଅନେକ ସ୍ଥାନରେ ହୋଇପାରେ ଝଡବର୍ଷା

ଭୁବନେଶ୍ୱର: ମଧ୍ୟପ୍ରଦେଶ ଏବଂ ତତସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ଦିନରେ ଝଡବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି । ତେବେ ଏଥିପାଇଁ ରାଜ୍ୟର ୧୦ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି । ଏହି ଜିଲ୍ଲାମାନଙ୍କରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ମୋଟ ୧୦ଟି ରାଜ୍ୟରେ ଜାରି ହୋଇଛି ଏହି ସତର୍କ ସୂଚନା । ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, ରାୟଗଡା ଜିଲ୍ଳା […]

Continue Reading

ହାର୍ଦ୍ଦିକ ପରେ କମାଲ କଲେ ରସେଲ: ଶେଷ ଓଭରରେ ୪ ଜଣଙ୍କୁ ଫେରାଇଲେ ପାଭିଲିୟନ, ଲକ୍ଷ୍ୟ ୧୫୭

ମୁମ୍ବାଇ: ମୁମ୍ବାଇର ଡିୱାଇ ପାଟଇଳ ଷ୍ଟାଡିୟମରେ ଗୁଜୁରାଟ ଟାଇଟନ୍ସ-କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଯିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଗୁଜୁରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ପ୍ରଥମେ ତାଭ୍କ ଚାଲ କୁବ ସଫଳ ପ୍ରମାଣିତ ହୋଇଥିଲା । ଦଳ ଖୁବ ସୁନ୍ଦ ବ୍ୟାଟିଂ କରିଥିଲା, କିନ୍ତୁ ଶେଷ ଓଭରରେ ବାଜି ଓଲଟାଇ ଦେଇଛନ୍ତି ଶ୍ରେୟସ ଆୟର । ଶ୍ରେୟସଙ୍କ ଚାଲରେ ଗୁଜୁରାଟ ନିରସ୍ତ୍ର ହୋଇଯାଇଛି । […]

Continue Reading

ଜାତୀୟ ରାଜମାର୍ଗ ଅବରୋଧ କରି ଜିଲ୍ଲାପାଳଙ୍କ ଗାଡ଼ିକୁ ପଥର ମାଡ଼

ମୟୂରଭଞ୍ଜ : ଜାତୀୟ ରାଜମାର୍ଗ ଅବରୋଧ କରି ଜିଲ୍ଲାପାଳଙ୍କ ଗାଡ଼ିକୁ ପଥର ମାଡ଼ ଖବର ଆସିଛି ମୟୁରଭଞ୍ଜରୁ । ଭାଗବାନପୁର ପଞ୍ଚାୟତର ପଞ୍ଚାୟତ ଗୃହ ନିର୍ମାଣ ସ୍ଥାନକୁ ସ୍ଥାନୀୟ ଅଞ୍ଚଳରେ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଅର୍ଦ୍ଧ ନିର୍ମିତ ପଞ୍ଚାୟତ ଗୃହକୁ ଭାଙ୍ଗିବା ସହିତ ଉତ୍ତେଜନା ଲାଗି ରହିଛି । ପରେ ଉତ୍ୟକ୍ତ ଗ୍ରାମବାସୀ କୁଳିଅଣା ବ୍ଲକର ସହରୀ ନିକଟରେ ଜାତୀୟ ରାଜପଥ ୧୮ ଅବୋରାଧ କରିଥିଲେ । ଏହି ସମୟରେ ଜାତୀୟ ରାଜପଥର ଉଭୟ […]

Continue Reading

ପଦାରେ ପଡିଲା ଶିକ୍ଷକ-ପ୍ରିନ୍ସିପାଲଙ୍କ ଚୋରା ପିରତୀ: ଭିଡିଓ ଭାଇରାଲ ପରେ ଜାଣନ୍ତୁ କଣ ହେଲା ଅବସ୍ଥା

ନୂଆଦିଲ୍ଲୀ: ଘଟଣାଟି ଛତିଶଗଡ ଜିଲ୍ଲା କଙ୍କର ସହରର । ସରକାରୀ ବିଦ୍ୟାଳୟର ଜଣେ ପ୍ରିନ୍ସିପାଲଙ୍କ ସହ ଜଣେ ଶିକ୍ଷକଙ୍କର ଚାଲିଥିଲା ରାସଲୀଳା । ବେଶ କିଛି ଦିନରୁ ଉଭୟଙ୍କ ଚୋରା ପିରତୀ ସ୍କୁଲ ଭିତରେ ହିଁ ରହିଥିଲା । କିନ୍ତୁ କୁହାଯାଏ ନା, ଚୋର ଘର ଯେପରି ସବୁବେଳେ ଅନ୍ଧାର ନଥାଏ । ଠିକ ସେମିତି ଏହି ଦୁଇ ପ୍ରେମ ପକ୍ଷୀଙ୍କ ପ୍ରେମ କାହାଣୀ ବି ଆଜି ପଦାରେ ପଡିଛି । କିଆଁ ଫୁଲର ବାସ ପରି […]

Continue Reading