ଭାରତୀୟ ଷ୍ଟକ୍ ମାର୍କେଟର ‘ବିଗ୍ ବୁଲ୍’ ରାକେଶ ଝୁଞ୍ଜୁନୱାଲାଙ୍କ ୬୨ ବର୍ଷ ବୟସରେ ଦେହାନ୍ତ

ମୁମ୍ବାଇ: ଭେଟେରାନ ନିବେଶକ ରାକେଶ ଝୁଞ୍ଜୁନୱାଲାଙ୍କର ୬୨ ବର୍ଷ ବୟସରେ ରବିବାର ସକାଳେ ଦେହାନ୍ତ ହୋଇଛି। ସେ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୨-୩ ସପ୍ତାହ ପୂର୍ବରୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା, ଭେଟେରାନ ବ୍ୟବସାୟୀ ଝୁଞ୍ଜୁନୱାଲାଙ୍କ ମୃତ୍ୟୁ ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲ ଦ୍ୱାରା ନିଶ୍ଚିତ ହୋଇଛି, ତାଙ୍କୁ ଆଜି ସକାଳ ୬.୪୫ ରେ ଡାକ୍ତରଖାନାକୁ ଅଣାଯାଇଥିଲା। ରାକେଶ ଝୁଞ୍ଜୁନୱାଲାଙ୍କୁ ଭାରତର ୱାରେନ୍ ବଫେଟ୍ କୁହାଯାଏ। ସେୟାର ମାର୍କେଟ୍ ରେ ଟଙ୍କା […]

Continue Reading

ଆସନ୍ତା ମାସରୁ ମାଗଣାରେ ମିଳିବ ବିଦ୍ୟୁତ୍! ସରକାର ନେଲେ ବଡ଼ ନିଷ୍ପତ୍ତ

ନୂଆଦିଲ୍ଲୀ: ରାଜ୍ୟବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ । ସେ କହିଛନ୍ତି ଯେ, ୧ ସେପ୍ଟେମ୍ବରରୁ ରାଜ୍ୟର ପ୍ରାୟ ୫୧ ଲକ୍ଷ ପରିବାରଙ୍କୁ ବିଦ୍ୟୁତ୍ ବିଲ୍ ଦେବାକୁ ପଡିବ ନାହିଁ । ଲୋକମାନଙ୍କ ପାଇଁ ୬୬ କିଲୋ ଭୋଲ୍ଟ ବୁଟାରୀ-ବିସ୍ ଲାଇନ ସମର୍ପିତ କରିବା ପରେ ସିଏମ୍ ଭଗୱନ୍ତ କହିଛନ୍ତି ଯେ, ରାଜ୍ୟର ଆମ୍ ଆଦମୀ ସରକାର ପ୍ରତ୍ୟେକ ବିଲରେ ମାଗଣା ୬୦୦ ୟୁନିଟ୍ ବିଦ୍ୟୁତ୍ ଯୋଗାଇ ଦେବେ । ସେ ଆହୁରି […]

Continue Reading

ପ୍ରଧାନମନ୍ତ୍ରୀ ମୋଦୀ ମନାଇଲେ ରକ୍ଷା ବନ୍ଧନ, ରାକ୍ଷୀ ବାନ୍ଧିଲେ….

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ରକ୍ଷା ବନ୍ଧନ ଅବସରରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ କାମ କରୁଥିବା କର୍ମଚାରୀଙ୍କ ପିଲାମାନଙ୍କ ହାତରୁ ରାକ୍ଷୀ ପିନ୍ଧିଛନ୍ତି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ନିୟୋଜିତ ଥିବା ସଫେଇ କର୍ମଚାରୀ, ସହାୟକ, ଡ୍ରାଇଭର ତଥ୍ୟ ଅନ୍ୟ କର୍ମଚାରୀଙ୍କ ଝିଅମାନଙ୍କ ହାତରୁ ରାକ୍ଷୀ ପିନ୍ଧିଛନ୍ତି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଅଧିକାରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନିଜ ଆବାସରେ ଏହି ପିଲାଙ୍କଠାରୁ ରାକ୍ଷୀ ବନ୍ଧାଇଛନ୍ତି । ପ୍ରଧାନମନ୍ତ୍ରୀ ନିଜେ ଟ୍ୱିଟ୍ […]

Continue Reading

ଭାଷଣ ଦେଲା ବେଳେ ଉଡ଼ିଗଲା ପ୍ରାଣବାୟୁ

ନୂଆଦିଲ୍ଲୀ: ଇଜିପ୍ଟର ରାଜଧାନୀରେ ଏକ ସମ୍ମିଳନୀକୁ ସମ୍ବୋଧିତ କରୁଥିବା ସାଉଦି ଆରବ ବ୍ୟବସାୟୀ ମହମ୍ମଦ ବିନ୍ ନାସିର ଅଲ କାହତାନୀଙ୍କ ଦେହାନ୍ତ ହୋଇଛି ଏବଂ ତାଙ୍କ ମୃତ୍ୟୁର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବ୍ୟବସାୟୀ ମହମ୍ମଦ ବିନ୍ ନାସିର ଅଲ କାହତାନୀଙ୍କ ମୃତ୍ୟୁର ଭିଡିଓ ଅତ୍ୟନ୍ତ ଭୟାନକ ଥିଲା । ସେ ପୋଡିୟମରୁ ଲୋକଙ୍କୁ ସମ୍ବୋଧିତ କରୁଥିଲେ ଏବଂ ହଲରେ କରତାଳି ମାରୁଥିଲେ, କିନ୍ତୁ ଠିକ୍ ସେହି ସମୟରେ ସେ ତଳେ […]

Continue Reading

ଭାରତର ଏହି ରାଜ୍ୟରେ ଏଣ୍ଟ୍ରି ମାରିଲା ଲମ୍ପି ଭାଇରସ୍: ୨ ପଶୁ ହେଲେ ସଂକ୍ରମିତ

ଭୋପାଳ: ଅନେକ ରାଜ୍ୟରେ ହଜାର ହଜାର ପଶୁଙ୍କ ମୃତ୍ୟୁର କାରଣ ସାଜିଥିବା ‘ଲମ୍ପି’ ଭାଇରସ୍ ଏବେ ମଧ୍ୟପ୍ରଦେଶରେ ମଧ୍ୟ ଏଣ୍ଟ୍ରି କରିଛି । ରତଲାମ ଜିଲ୍ଲାର ଦୁଇଟି ପଶୁ ଲମ୍ପି ଭାଇରସରେ ଚିହ୍ନଟ ହୋଇଥିବା ଜଣାପଡିଛି । ତେବେ ରତଲାମର ୧୧ଟି ଗାଁର ୭୩ ପଶୁଙ୍କଠାରେ ଲମ୍ପି ଭାଇରସର ଲକ୍ଷଣ ଦେଖିବାକୁ ମିଳିଛି । ଲମ୍ପି ଭାଇରସକୁ ରୋକିବା ପାଇଁ ଭୋପାଳ ରାଜ୍ୟ ପ୍ରାଣୀ ରୋଗ ଅନୁସନ୍ଧାନ ଲାବୋରେଟୋରୀରେ ଏକ କଣ୍ଟ୍ରୋଲ ରୁମ୍ କରାଯାଇଛି । ସେହିପରି […]

Continue Reading

ଡିଜିଟାଲ ଲୋନକୁ ନେଇ RBI ଜାରି କଲା ଗାଇଡଲାଇନ୍

ନୂଆଦିଲ୍ଲୀ: ଦେଶରେ ଡିଜିଟାଲ ଲୋନ୍ ସହ ଜଡିତ ଠକେଇର ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) କଡା ନିୟମ ଜାରି କରିଛି । ଏହା ଅଧୀନରେ କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ଡିଜିଟାଲ୍ ଲୋନ୍ ସିଧାସଳଖ ଲୋନ୍ ନେଇଥିବା ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବା ଉଚିତ ଏବଂ ଏଥିରେ କୌଣସି ତୃତୀୟ ପକ୍ଷର ଆବଶ୍ୟକତା ନାହିଁ । ଡିଜିଟାଲ ଲୋନରେ ବଢ଼ୁଥିବା ଅପବ୍ୟବହାରକୁ ରୋକିବା ପାଇଁ ଆରବିଆଇ ଏହି କଠୋର […]

Continue Reading

ପୁରାଣ ଓ ଇତିହାସରେ ରାକ୍ଷୀବନ୍ଧନ

ଭୁବନେଶ୍ୱର : ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଏକ ଜନପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ ଓ ଏହା ଦକ୍ଷିଣ ଏସିଆରେ ପାଳନ କରାଯାଏ । ଆଜି (ଗୁରୁବାର) ଅର୍ଥାତ ଅଗଷ୍ଟ ୧୧ ଭାଇ-ଭଉଣୀ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ପର୍ବ ହେଉଛି ରକ୍ଷା ବନ୍ଧନ । ଭଉଣୀମାନେ ଭାଇଙ୍କ ଦୀର୍ଘାୟୁ ଓ ସୁଖମୟ ଜୀବନ ପାଇଁ ପ୍ରାର୍ଥନା କରି ରାକ୍ଷୀ ବାନ୍ଧନ୍ତି ଏବଂ ଭାଇମାନେ ନିଜ ଭଉଣୀକୁ ଉପହାର ଦିଅନ୍ତି । ଏହି ପର୍ବ ଭାଇ ଓ ଭଉଣୀଙ୍କ […]

Continue Reading

ଉପରାଷ୍ଟ୍ରପତି ଭାବେ ଶପଥନେଲେ ଜଗଦୀପ ଧନଖଡ଼

ନୂଆଦିଲ୍ଲୀ: ଦେଶର ୧୪ତମ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଲେ ଜଗଦୀପ ଧନଖଡ଼ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉପରାଷ୍ଟ୍ରପତି ତାଙ୍କର ଶପଥ ପାଠ କରାଇଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ବର୍ତ୍ତମାନ ଦେଶର ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜଗଦୀପ ଧନଖଡ଼ । ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ପ୍ରାର୍ଥୀ ଜଗଦୀପ ଧନଖର ଦେଶର ୧୪ ତମ […]

Continue Reading

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା:୬୦ବର୍ଷ ଉପରେ ମହିଳାଙ୍କୁ ମାଗଣା ବସସେବା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର କହିଛନ୍ତି ଯେ ରାଜ୍ୟ ପରିବହନ ବସ୍ ୬୦ ବର୍ଷ ଉପରେ ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା କରିବାକୁ ରାଜ୍ୟ ସରକାର ବିଚାର କରୁଛନ୍ତି। ଉତ୍ତରପ୍ରଦେଶ ରାଜ୍ୟ ସଡକ ପରିବହନ ନିଗମ (ୟୁପିଏସଆରଟିସି) ର ୧୫୦ଟି ନୂଆ ଡିଜେଲ ବସ୍ ଫ୍ଲାଗ୍ କରିବା ପାଇଁ ଆୟୋଜିତ ଏକ କାର୍ୟ୍ୟକ୍ରମରେ ସେ ଏହା କହିଛନ୍ତି। ସିଏମ୍ ଯୋଗୀ କହିଛନ୍ତି, ଆଜି ଆମେ ରକ୍ଷାବନ୍ଧନ ଅବସରରେ ମହିଳାମାନଙ୍କ ପାଇଁ ୪୮ ଘଣ୍ଟା […]

Continue Reading

ଆଜିଠୁ ଯୁକ୍ତ୩ ଆବେଦନ: ୨୫ ପର୍ଯ୍ୟନ୍ତ ଚାଲିବ, ୩୧ରେ ପ୍ରଥମ ମେରିଟ ଲିଷ୍ଟ

ଭୁବନେଶ୍ୱର: ରାଜ୍ୟର ସମସ୍ତ ଡିଗ୍ରୀ କଲେଜରେ ଯୁକ୍ତ୩ ନାମଲେଖା ପାଇଁ ଗୁରୁବାରଠାରୁ ଆବେଦନ ଆରମ୍ଭ ହେବ। ସାମସ୍ ୱେବ୍‌ସାଇଟ୍‌ www.samsodisha.gov.in ରେ ଛାତ୍ରୀଛାତ୍ର ଗୁରୁବାର ପୂର୍ବାହ୍ନ ୧୧ଟାରୁ ୨୫ ତାରିଖ ରାତି ୧୧ଟା ୪୫ ମଧ୍ୟରେ ଆବେଦନ କରିପାରିବେ। ୩୧ ତାରିଖ ପୂର୍ବାହ୍ନ ୧୧ଟାରେ ପ୍ରଥମ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ଚୟନ ହୋଇଥିବା ଛାତ୍ରୀଛାତ୍ର ସେପ୍ଟେମ୍ବର ୨ରୁ ୫ (ରବିବାର ବ୍ୟତୀତ) ଅପରାହ୍ନ ୫ଟା ମଧ୍ୟରେ ନାମ ଲେଖାଇବେ। ସେପ୍ଟେମ୍ବର ୧୧ରେ ଦ୍ଵିତୀୟ ମେରିଟ୍‌ ଲିଷ୍ଟ […]

Continue Reading