ବିରୋଧ ପରେ ଷ୍ଟାଣ୍ଡ ଅପ୍ କମେଡିଆନ୍ ବୀର ଦାସଙ୍କ ଶୋ’ ବାତିଲ
ବେଙ୍ଗାଲୁରୁ: ଷ୍ଟାଣ୍ଡ ଅପ୍ କମେଡିଆନ୍ ବୀର ଦାସଙ୍କୁ ବିରୋଧ। ଆଜି ବେଙ୍ଗାଲୁରୁରେ ହେବାକୁ ଥିବା ତାଙ୍କ କମେଡି ସୋକୁ ସେ ବାତିଲ କରିଛନ୍ତି। ଦକ୍ଷିଣପନ୍ଥୀ ସଙ୍ଗଠନର ବିରୋଧରେ ବୀର ଦାସ ଏହି ନିଷ୍ପତ୍ତି ନେଇଛନ୍ତି। ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ ଦେବା ଅଭିଯୋଗ କରି ଦକ୍ଷିଣପନ୍ଥୀ ସଙ୍ଗଠନ ଭୀର ଦାସଙ୍କୁ ଚେତାବନୀ ଦେଇଥିଲା। ଫଳରେ ଭୀର ଦାସ ନିଜ କାର୍ଯ୍ୟକ୍ରମରୁ ଓହରି ଯାଇଛନ୍ତି। ଏଥିପାଇଁ ସେ ତାଙ୍କ ଇନଷ୍ଟାଗ୍ରାମ ଅକାଉଣ୍ଟରେ ପୋଷ୍ଟ କରିଛନ୍ତି । ସେଥିରେ ସେ […]
Continue Reading
