ସରକାର ଚଳାଇବା ବେଳେ ମୋଦୀଙ୍କ ଭରସାଯୋଗ୍ୟ ଓଡ଼ିଆ
ଭୁବନେଶ୍ୱର: ଏକଦା ରାଜ୍ୟ ବାହାରେ ଓଡ଼ିଶା କଥା କହିଲେ ଭୋକ ଉପାସ, ଶିଶୁ ବିକ୍ରି ଏବଂ କ୍ଷୁଧା କଥା ଚର୍ଚ୍ଚାରେ ରହୁଥିଲା। କିନ୍ତୁ ସମୟ ବଦଳିବା ସହିତ ବଦଳିଛି ଓଡ଼ିଆଙ୍କ ହାବଭାବ। ମୁଖ୍ୟତଃ ଦେଶ ସ୍ୱାଧୀନ ହେବା ପରଠୁ ନରେନ୍ଦ୍ର ମୋଦୀଙ୍କ ଶାସନରେ ଦିଲ୍ଲୀରେ ଓଡ଼ିଆଙ୍କ ପତିଆରା ବଢିଛି । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିଜର ଭରସାଯୋଗ୍ୟ ଅଫିସର ଭାବେ ଓଡ଼ିଆ ଅଫିସରଙ୍କୁ ରଖିଛନ୍ତି। ପ୍ରମୁଖ ବିଭାଗର ପଦବୀ ହେଉ କି ନିଜ ମନ୍ତ୍ରିମଣ୍ଡଳ […]
Continue Reading
