ବ୍ରଜରାଜନଗର ଉପ-ନିର୍ବାଚନରେ BJDର ବାଜିମାତ୍: ବିପୁଳ ଭୋଟରେ ଜିତିଲେ ଅଳକା

ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନରେ ବାଜି ମାରିଛି ବିଜେଡି । ବିପୁଳ ଭୋଟରେ ବିଜୟ ହାସଲ କରିଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ପ୍ରାୟ ୬୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିଛନ୍ତି ଅଳକା । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ହରାଇ ଅଳକା ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନକୁ ଖସିଛନ୍ତି । ତେବେ ବିଜୟ ନେଇ ନିର୍ବାଚନ କମିଶନ ଘୋଷଣା କରିନାହାନ୍ତି । ଉପନିର୍ବାଚନରେ ଦ୍ୱିତୀୟ ସର୍ବାଧିକ ଭୋଟରେ […]

Continue Reading

ଅନୁଭବଙ୍କ ଘର ଛାଡ଼ିବେ ବର୍ଷା: କୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସାଂସଦ ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲାରେ ଆସିଛି ବଡ଼ ଖବର । ଅନୁଭବଙ୍କ ଘର ଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଲେ କୋର୍ଟ । ଅନୁଭବଙ୍କ ପିଟିସନକୁ ଗ୍ରହଣ କରି ବର୍ଷାଙ୍କୁ ଘର ଛାଡ଼ିବାକୁ SDJM କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷାଙ୍କ ରହଣି ପାଇଁ ବ୍ୟବସ୍ଥା କରିବେ କହିଥିଲେ ଅନୁଭବ । ଅନୁଭବଙ୍କ ପିଟିସନକୁ ଗ୍ରହଣ କରିଛନ୍ତି ଏସଡିଜେଏମ କୋର୍ଟ । ପୈତୃକ ଘର […]

Continue Reading

ପଞ୍ଚଭୂତରେ ବିଲୀନ ହେଲେ ଗାୟକ କେକେ

ମୁମ୍ବାଇ: ଗତ କିଛି ଦିନ ହେବ ମନୋରଞ୍ଜନ ଜଗତରୁ ଖରାପ ଖବର ସାମ୍ନାକୁ ଆସିୁଛି । ନିକଟରେ ହାର୍ଟ ଆଟାକ୍ ଯୋଗୁଁ ଲୋକପ୍ରିୟ ଗାୟକ କେକେଙ୍କର ଦେହାନ୍ତ ହୋଇଛି । କେକେଙ୍କ ପାର୍ଥିକ ଶରୀରକୁ ଶେଷ ଦର୍ଶନ ପାଇଁ ଅନେକ କଳାକାର ପହଞ୍ଚିଥିଲେ । ମୁମ୍ବାଇର ବୋରସଭା ଶ୍ମଶାନରେ କେକେଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ବଲିଉଡର ଲୋକପ୍ରିୟ ଗାୟକଙ୍କୁ ଅଶ୍ରୁଳ ବିଦାୟ ଦେଇଛି ସାରାଦେଶ । ମାତ୍ର ୫୩ ବର୍ଷ ବୟସରେ ସିଙ୍ଗର କେ.କେ […]

Continue Reading

ଲାଇନମ୍ୟାନ୍ ହେବେ ମିଶନ ଶକ୍ତି ମହିଳା: ୫ ବର୍ଷରେ ମହିଳାଙ୍କୁ ୫୦ ହଜାର କୋଟି ଋଣ ପ୍ରଦାନ ଲକ୍ଷ୍ୟ

ଭୁବନେଶ୍ୱର: ପଞ୍ଚାୟତିରାଜ ଜନପ୍ରତିନିଧିଙ୍କୁ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ମନ୍ତ୍ର । ସେ କହିଛନ୍ତି ଯେ, ‘ମହିଳାଙ୍କ ଲାଗି ଗଠନ ହେବ ରାଜ୍ୟସ୍ତରୀୟ ଫେଡେରେସନ । ଆସନ୍ତା ୧୨ ମାସ ମଧ୍ୟରେ ଏହି ଫେଡେରେସନ ଗଠନ ହେବ । ନିଷ୍ପତ୍ତି ନେବା ଦକ୍ଷତା ଥିବା ମହିଳାଙ୍କ ଭାଗିଦାରୀ ବୃଦ୍ଧି ମରାଯିବାର ଲକ୍ଷ୍ୟ ରଖାଯାଇଛି । ୫ ବର୍ଷରେ ମହିଳାଙ୍କୁ ୫୦ ହଜାର କୋଟି ଟଙ୍କା ଋଣ ପ୍ରଦାନ କରାଯିବାର ଲକ୍ଷ୍ୟ ରହିଛି । ୩ ବର୍ଷରେ […]

Continue Reading

UPSC CSE Prelims 2022: ୫ ରେ ହେବ ସିଭିଲ ସର୍ଭିସ୍ ପ୍ରି ପରୀକ୍ଷା, ପରୀକ୍ଷାର୍ଥୀ ନେଇପାରିବେ ଏହି ଜିନିଷ

ନୂଆଦିଲ୍ଲୀ: ୟୁନିୟନ ପବ୍ଲିକ ସର୍ଭିସ କମିଶନ(ୟୁପିଏସସି) ର ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା ରବିବାର ୫ ଜୁନ୍ ରେ ଆୟୋଜିତ ହେବ । ପ୍ରିଲିମ୍ସ ପରୀକ୍ଷା ଅଫଲାଇନ ଆୟୋଜିତ କରିବା ପାଇଁ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରର ଯାଞ୍ଚ କରାଯାଉଛି । ଯେଉଁ ଆଶାୟୀ ପରୀକ୍ଷା ଦେବାକୁ ଯାଉଛନ୍ତି, ସେମାନେ ନିଜର ଆଡମିଟ୍ କାର୍ଡର ପ୍ରିଣ୍ଟସହ ଜରୁରୀ ଜିନିଷ ନେଇ ପରୀକ୍ଷ ସେଣ୍ଟରରେ ଉପସ୍ଥିତ ରହିବେ । ପରୀକ୍ଷା ସାମିଲ ହେବା ପାଇଁ ପରୀକ୍ଷାର୍ଥୀଙ୍କୁ ଓଏମଆର ଏବଂ ଆଟେଣ୍ଡାସ […]

Continue Reading

ବଢ଼ିଲା ଚିନ୍ତା: ଯମୁନା ନଦୀରେ ପୁଣି ଦେଖାଗଲା ବିଷାକ୍ତ ଧଳା ଫେଣ

ନୂଆଦିଲ୍ଲୀ : ଦିନକୁ ଦିନ ଯମୁନା ନଦୀ ଅଧିକ ପ୍ରଦୂଷିତ ହେବାରେ ଲାଗିଛି । ଗୋଟିଏ ପରେ ଜଳସ୍ତର କମି ପାଣିର ଅଭାବ ଦେଖାଯାଉଥିବା ବେଳେ ବର୍ତ୍ତମାନ ଏଥିରେ ପ୍ରଦୂଷଣ କାରଣରୁ ଦେଖାଯାଉଥିବା ବିଷାକ୍ତ ଧଳା ଫେଣ ଚିନ୍ତାର ବିଷୟ ପାଲଟିଛି । ଯମୁନା ନଦୀର ଏକ ଭିଡିଓ ସମ୍ନାକୁ ଆସିଛି ଯେଉଁଥିରେ ପାଣିରେ ଟକ୍ସିକର ପରିମାଣ ଏତେ ଅଧିକ ହୋଇଯାଇଛି ଯେ ନଦୀ ଜଳରେ ଏକ ଧଳା ଫେଣର ଆସ୍ତରଣ ଦେଖିବାକୁ ମିଳିଛି । ଯମୁନା […]

Continue Reading

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଆଜି ଶୁଣାଣି ହୋଇଛି । ଉଭୟ ପକ୍ଷରୁ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । ତେବେ ଆସନ୍ତାକାଲି ଯାଏଁ ସୁପ୍ରିମକୋର୍ଟ ରାୟକୁ ସଂରକ୍ଷିତ ରଖିଥିବା ଜଣାପଡିଛି । ନିର୍ମାଣକୁ ବିରୋଧ କରି ୨ଟି ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଦାୟର ହୋଇଥିଲା । ତେବେ ଆଜିର ଶୁଣାଣିରେ ନିର୍ମାଣ ବିରୋଧରେ ଯୁକ୍ତି କରିଥିଲେ ବରିଷ୍ଠ ଆଇନଜୀବୀ ମହାଲକ୍ଷ୍ମୀ ପାଭାନୀ । ସେ କହିଥିଲେ ଯେ, ‘ […]

Continue Reading

ଆଜିଠୁ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଆରମ୍ଭ

ଭୁବନେଶ୍ବର: ଆଜିଠୁ ଯୁକ୍ତ୨ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଆରମ୍ଭ ହୋଇଛି । ୨ଟି ପର୍ଯ୍ୟାୟରେ +୨ ଖାତାଦେଖା ହେବ । ଜୁନ୍ ୨ରୁ ଜୁନ୍ ୧୨ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଓ ଜୁନ୍ ୧୩ରୁ ୨୨ ଯାଏଁ ୨ୟ ପର୍ଯ୍ୟାୟ ମୂଲ୍ୟାୟନ ହେବ । ତେବେ ଆଜିଠାରୁ ଜୁନ ୧୨ ତାରିଖ ପର୍ଯ୍ୟନ୍ତ ହେବ ଖାତାଦେଖା ଚାଲିବ । ପ୍ରଥମ ପର୍ଯ୍ୟାୟରେ କଳା, ବାଣିଜ୍ୟ ଓ ବିଜ୍ଞାନର ୫ଟି ବିଷୟର ଖାତା ଦେଖା ଆରମ୍ଭ ହେବ । […]

Continue Reading

ମେଡିକାଲରେ ପହଞ୍ଚିବା ପୂର୍ବରୁ ହୋଟେଲ ଲବିରେ ‘ସୁସ୍ଥ’ ନଜର ଆସିଥିଲେ କେକେ, ସାମ୍ନାକୁ ଆସିଲା CCTV ଫୁଟେଜ୍

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଗାୟକ କେକେ ମଙ୍ଗଳବାର ରାତିରେ ଦୁନିଆକୁ ଅଲବିଦା କହିଛନ୍ତି । ଦକ୍ଷିଣ କୋଲକାତାର ନଜରୁଲ ମଞ୍ଚରେ କଲେଜ ଦ୍ୱାରା ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା, ଯେଉଁଠାରେ ପ୍ରାୟ ଏକ ଘଣ୍ଟା ଗୀତ ଗାଇବା ପରେ କେକେ ତାଙ୍କ ହୋଟେଲକୁ ଫେରିଆସିଥିଲେ ଓ ଅସୁସ୍ଥ ଅନୁଭବ କରୁଥିଲେ । ଡାକ୍ତରଖାନା ନିଆଯିବା ପରେ ସେଠାେରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏହି ସମୟରେ ହୋଟେଲର ଏକ ସିସିଟିଭି ଫୁଟେଜ ସାମ୍ନାକୁ […]

Continue Reading

ଓଡ଼ିଶା ପୋଲିସ ପାଇଁ ପ୍ରଥମ: ଦୁଇ ଓଡ଼ିଆଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଓଡ଼ିଶା ପାଇଁ ଏକ ଗର୍ବର କଥା । ଦୁଇ ଜଣ ଓଡ଼ିଆ ପୁଅଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ର ପୁରସ୍କାର ପ୍ରଦାନ କରାଯାଇଛି । ସହିଦ କମାଣ୍ଡର ଦେବାଶିଷ ସେଠୀ ଓ ସୁଧୀର ଟୁଡୁ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଠାରୁ ଏହି ଦୁଇ ବୀରଙ୍କ ପରିବାରବର୍ଗ ଉକ୍ତ ସମ୍ମାନ ଗ୍ରହଣ କରିଛନ୍ତି । ପ୍ରଥମ ଥର ପାଇଁ ଓଡ଼ିଶା ପୋଲିସର ଦୁଇଜଣ ବୀରଙ୍କୁ ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯାଇଛି […]

Continue Reading