ମାମଲା ଗଡୁଛି କୋର୍ଟରେ, ଛାତ ପଡ଼ି ଚାଲିଛି ନିଷିଦ୍ଧାଞ୍ଚଳରେ
ପୁରୀ: ଐତିହ୍ୟ ପ୍ରକଳ୍ପ ମାମଲା ହାଇକୋର୍ଟ ବିଚାରଧୀନ ରହିଛି। ଏଏସଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି କହିଛି, ୧୦୦ ମିଟିର ପରିଧି ଭିତରେ ଖନନ କରିବାକୁ ଏଏସଆଇ ଅନୁମତି ଦେଇନାହିଁ । ଅନ୍ୟପଟେ ନିଷିଦ୍ଧାଞ୍ଚଳରେ ଛାତ ପଡ଼ି ଚାଲିଛି । ବିରୋଧୀ ଏବଂ ବୁଦ୍ଧୀଜୀବୀ ଯେତେବେଳେ ବେଆଇନ କାମକୁ ନେଇ ପ୍ରଶ୍ନ ଉଠାଇଥିଲେ ସେତେବେଳେ ପୁରୀ ସାଂସଦ ପିନାକୀ ମିଶ୍ର ଏବଂ ପ୍ରଶାସନ କହିଥିଲା ସେଠାରେ କେବଳ ଚାରୋଟି ଶୌଚାଳୟ ତିଆରି ହେଉଛି। କୌଣସି ବଡ ଖନନ […]
Continue Reading
