ଦେବାଶିଷଙ୍କ କଟା ଘା’ରେ ଚୂନ ମାରିଲେ ଦାମ ରାଉତ
ଭୁବନେଶ୍ୱର: କଟକ ବାରାବାଟିର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ପାରାଦୀପ ବିଧାନସଭା ଆସନରେ ନିର୍ବାଚନ ଲଢିବାକୁ ଇଚ୍ଛା ରଖିଛନ୍ତି ବୋଲି ଏକ ସଭାରେ କହିବା ପରେ ଜବାବ ରଖିଛନ୍ତି ପାରାଦୀପର ପୂର୍ବତନ ବିଧାୟକ ତଥା ଏବେର ବିଧାୟକ ସମ୍ବିତ ରାଉତରାୟଙ୍କ ବାପା ଦାମୋଦର ରାଉତ । ସେ କହିଛନ୍ତି ପାରାଦୀପର ମା ମାନେ କାନ୍ଦନ୍ତି ନାହିଁ, ତେଣୁ ଏମାନଙ୍କ ଲୁହ ପୋଛିବା କଥା ଭୁଲିଯାଆନ୍ତୁ ଦେବାଶିଷ। ସେ ନିଜ ନିର୍ବାଚନ ମଣ୍ଡଳୀର ମା’ଙ୍କ ଲୁହ ପୋଛି ପାରିଲେନି […]
Continue Reading
