ଆମେରିକା ଗୁଇନ୍ଦା ସଂସ୍ଥାର ନୂଆ ବୈଷୟିକ ମୁଖ୍ୟ: ଦିଲ୍ଲୀରେ କରିଛନ୍ତି ପାଠପଢା ସମ୍ପୂର୍ଣ୍ଣ
ନୂଆଦିଲ୍ଲୀ: ଆମେରିକୀୟ ଗୁଇନ୍ଦା ସଂସ୍ଥା (ସିଆଇଏ) ପକ୍ଷରୁ ଏହାର ପ୍ରଥମ ବୈଷୟିକ ମୁଖ୍ୟ ନିଯୁକ୍ତ କରାଯାଇଛି । ଭାରତୀୟ ବଂଶୋଦ୍ଭବ ନନ୍ଦ ମୁଲଚନ୍ଦାନୀଙ୍କୁ ସିଆଇଏର ପ୍ରଥମ ସିଟିଓ ଭାବରରେ ନିଯୁକ୍ତ କରାଯାଇଛି । ଆଇଟି ପ୍ରଫେସନାଲ ଭାବରେ ୨୫ ବର୍ଷର ଅଭିଜ୍ଞତା ରଖିଥିବା ନନ୍ଦଙ୍କୁ ଆମେରିକୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ ଏହାର ପ୍ରଥମ ସିଟିଓ ନିଯୁକ୍ତ କରାଯାଇଛି । ସିଲିକନ୍ ଭ୍ୟାଲିରେ ୨୫ ବର୍ଷର ଅଭିଜ୍ଞତା ରଖିଥିବା ନନ୍ଦ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବେ ବୋଲି ସିଆଇଏ […]
Continue Reading
