ବାପା ଫଳ ଓ ପରିବା ବିକି ପରିବାର ଚଳାଉଥିଲେ, ପୁଅ ସଂଘର୍ଷ କରି ଆଇପିଏଲରେ ଦେଖାଇଲା ବୋଲିଂର ଯାଦୁ
ନୂଆଦିଲ୍ଲୀ: କୁହାଯାଏ ପାଖରେ ପ୍ରତିଭା ଥିଲେ ଅର୍ଥ ବାଧକ ସାଜିବ ନାହିଁ । ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କି ଦାରିଦ୍ର୍ୟର କଷାଘାତରେ ସଂଘର୍ଷ କରି ନିଜକୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଛନ୍ତି । ସେପରି ଏକ ବିରଳ ଉଦାହରଣ ହେଉଛନ୍ତି ଆଇପିଏଲର ସନରାଇଜର୍ସ ହାଇଦ୍ରାବାଦ ଟିମ୍ ପକ୍ଷରୁ ଖେଳୁଥିବା ଉମରାନ ମଲିକ । ଉମ୍ରାନ ଚଳିତ ଆଇପିଏଲ ସିଜିରେ ନିଜର ଶାନଦାର ପ୍ରଦର୍ଶନ ବଳରେ କ୍ରୀଡ଼ାପ୍ରେମୀଙ୍କ ମନ ଜିଣି ନେଇଛନ୍ତି । ତେଣୁ ଏସିଆ କପ୍ […]
Continue Reading
