କୋଭିଡ ମୃତ୍ୟୁ ଗଣିବାକୁ WHO କୁ ରୋକୁଛି ଭାରତ; ୫ ଲକ୍ଷ ନୁହେଁ ୪୦ ଲକ୍ଷ ମୃତ୍ୟୁ ହୋଇଛି
ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣରେ ୫ ଲକ୍ଷ ନୁହେଁ ବରଂ ୪୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟରରେ ଏହି ତଥ୍ୟ ଲେଖିଛନ୍ତି । ନ୍ୟୁୟର୍କ ଟାଇମ୍ସର ଏକ ନ୍ୟୁଜ ର ସ୍କ୍ରିନସଟ୍ ଟ୍ୱିଟ୍ କରି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ମୋଦି କହନ୍ତିନି କି କାହାକୁ କହିବାକୁ ଦିଅନ୍ତିନି । ସିଏ ତ ଏବେ ବି କହୁଛନ୍ତି ଯେ, ଅମ୍ଲଜାନ ଅଭାବରୁ […]
Continue Reading
