ଭାରତକୁ ନିଜ ପକ୍ଷରୁ ନେବାକୁ ରୁଷ-ଆମେରିକା ମଧ୍ୟରେ ପ୍ରତିଯୋଗିତା: ଆମେରିକାର ଧମକ ପରେ କଡ଼ା ଜବାବ ଦେଲା ଭାରତ
ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ଆଜି କଠିନ ପଶାପାଲିରେ ପଡ଼ିଯାଇଛି ଭାରତ । ରୁଷର ଆକ୍ରମଣ ବିରୋଧରେ ପୂର୍ବରୁ ମିଳିତ ଜାତିସଂଘରେ ଉଠିଥିବା ପ୍ରସ୍ତାବର ଭୋଟିଂରୁ ଭାରତ ଏକାଧିକ ବାର ବିରତ ରହିଥିଲା । ଭାରତର ଉକ୍ତ ଆଭିମୁଖ୍ୟ ନେଇ ଆମେରିକା ତୀବ୍ର ବିରୋଧ କରି ଆସିଥିଲା । ତେବେ ଏହାମଧ୍ୟରେ ଭାରତ ଗସ୍ତରେ ଆସିଥିବା ଆମେରିକାର ଡେପୁଟି ଏନଏସଏ ଦଲୀପ ସିଂହ ଭାରତକୁ କଡ଼ା ଚେତାବନୀ ଦେଇଛନ୍ତି । ରୁଷ ଉପରେ ଆମେରିକା ଲଗାଇଥିବା କଟକଣାରୁ ଉଲ୍ଲଂଘନ […]
Continue Reading
