କୃଷ୍ଣ ପ୍ରସାଦ ମିଶ୍ରଙ୍କ ରଚନାରେ ଶାଶ୍ୱତ ମୂଲ୍ୟବୋଧ ପ୍ରତିଫଳିତ

ଭୁବନେଶ୍ୱର : ବିଶିଷ୍ଟ ଲେଖକ କୃଷ୍ଣ ପ୍ରସାଦ ମିଶ୍ରଙ୍କର ୨୮ତମ ସ୍ମୃତି ସଭା ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହିମାଂଶୁ ଶେଖର ମହାପାତ୍ର, ପ୍ରଫୁଲ୍ଲ କୁମାର ମହାପାତ୍ର ଏବଂ ଗଣେଶ ପ୍ରସାଦ ଦାସ ଯୋଗ ଦେଇଥିଲେ। ସ୍ୱର୍ଗତଃ ମିଶ୍ରଙ୍କ ରଚନାରେ ସାମାଜିକ ସମସ୍ୟା ସହିତ ଶାଶ୍ୱତ ମୂଲ୍ୟବୋଧ ପ୍ରତିଫଳିତ ହୋଇଥାଏ ଏବଂ ସବୁବେଳେ ସମାଜ ପ୍ରତି ଏକ ଗଠନ ମୂଳକ ବାର୍ତ୍ତା ରହିଥାଏ ବୋଲି ଅତିଥିମାନେ […]

Continue Reading

ଆଇପିଏଲ ନିଲାମ: ଓଡିଶାର ଶୁଭ୍ରାଂଶୁଙ୍କ ୨୦ ଲକ୍ଷରେ କିଣିଲା ଚେନ୍ନାଇ

ଭୁବନେଶ୍ୱର: ଓଡିଶାର ଶୁଭ୍ରାଂଶୁ ସେନାପତିଙ୍କୁ ଚଳିତ ଆଇପିଏଲ ମେଗା ନିଲାମରେ ଚେନ୍ନାଇ ସୁପର କିଙ୍ଗସ ୨୦ ଲକ୍ଷରେ କ୍ରୟ କରିଛି । ନିକଟରେ ଶୁଭ୍ରାଂଶୁ ବିଜୟ ହଜାରେ ଟ୍ରଫିରେ ଓଡିଶାର ନେତୃତ୍ୱ ନେଇଥିଲେ । ସେ ଆନ୍ଧ୍ରପ୍ରଦେଶ ବିପକ୍ଷରେ ଆକର୍ଷଣୀୟ ଶତକ ହାସଲ କରିଥିଲେ । ଡିସେମ୍ବରରେ ତାଙ୍କୁ ଚେନ୍ନାଇ ଟ୍ରାଏଲ ପାଇଁ ଡକାଇଥିଲା । ଲକ୍ଷ୍ମୀପତି ବାଲାଜୀ, ଅରୁଣ କାର୍ତିକ ଓ ଅମ୍ବାତି ରାୟୁଡୁ ଟ୍ରାଏଲରେ କେନ୍ଦୁଝରର ଉଦୀୟମାନ କ୍ରିକେଟର ଶୁଭ୍ରାଂଶୁଙ୍କ ପ୍ରଦର୍ଶନରେ ପ୍ରଭାବିତ ହୋଇଥିଲେ […]

Continue Reading

ବିଶ୍ୱ ରେଡ଼ିଓ ଦିବସ: ଏବେ ବି ରେଡ଼ିଓ ସବୁଠୁ ଆଗରେ

ଭୁବନେଶ୍ୱର: ବିଶ୍ୱ ରେଡ଼ିଓ ଦିବସ । ଆଜି ଫେବୃଆରୀ ୧୩ ତାରିଖ । ଏହି ଦିବସଟି ଦେଶବାସୀଙ୍କ ପାଇଁ ବେଶ ମହତ୍ତ୍ୱ ରଖେ । ପ୍ରତି ସମୟରେ ଲୋକମାନଙ୍କ ମନୋରଞ୍ଜନ କରୁଥିବା ରେଡ଼ିଓ ପାଇଁ ଦିନଟିଏ । ଆଜିର ଏହି ଦିନରେ ବିଶ୍ୱ ଆଜି ପାଳନ କରୁଛି ବିଶ୍ୱ ରେଡ଼ିଓ ଦିବସ । ୟୁନେସ୍କୋରେ ୨୦୧୧ ମସିହା ନଭେମ୍ବରରେ ନିଷ୍ପତ୍ତି ହୋଇଥିଲା ବିଶ୍ୱ ରେଡ଼ିଓ ଦିବସ ପାଳନ କରିବାର । ମାନବୀୟ ଜୀବନ ରେଡ଼ିଓର ପରାକାଷ୍ଠା, ରେଡିଓର […]

Continue Reading

ଗୋଟିଏ ଦିନରେ ବାପା ହେବା ସହ କୋଟିପତି ଖେଳାଳି ହେଲେ ଶିବମ ଦୁବେ

ନୂଆଦିଲ୍ଲୀ: କ୍ରିକେଟର ଶିବମ ଦୁବେଙ୍କ ପାଇଁ ଆଜିର ଦିନ ସ୍ମରଣୀୟ ହୋଇ ରହିବ । ସେ ଗୋଟିଏ ଦିନରେ କୋଟିପତି ହେବା ସହ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଆଇପିଏଲ ନିଲାମରେ ଚେନ୍ନାଇ ସୁପର କିଙ୍ଗସ ତାଙ୍କୁ ୪ କୋଟି ଟଙ୍କାରେ କ୍ରୟ କରିଛି । ଅଲରାଉଣ୍ଡର ଶୁଭମଙ୍କ ବେସ ପ୍ରାଇସ ୫୦ଲକ୍ଷ ରହିଥିଲା । ଅପରପକ୍ଷରେ ପତ୍ନୀ ଅଞ୍ଜୁମ ଖାଁ ପୁତ୍ର ସନ୍ତାନ ଜନ୍ମ କରିଛନ୍ତି । ଅବଶ୍ୟ ୨୦୧୯ ତୁଳନାରେ ଶିବମଙ୍କ […]

Continue Reading

ଭାଷା ପ୍ରତି ଆନ୍ତରିକତା ଓ ମାନବୀୟ ସମ୍ବେଦନା ହିଁ ସାହିତ୍ୟ : ମିରିନା ମହାନ୍ତି

ଭୁବନେଶ୍ୱର: ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ମିରିନା ମହାନ୍ତି । ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରିହୁଏ ଜୀବନର ଦର୍ଶନ । ଅତିସାଧାରଣ ଘଟଣା ଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ ଗଳ୍ପର ବିଭବ ପୁଣି କବିତାର ତତ୍ତ୍ୱ । ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ଶାଣିତ ଶବ୍ଦର ପ୍ରୟୋଗ ସହ ସାବଲୀଳ […]

Continue Reading

ଓଡ଼ିଶାରେ ରେଡିଓର ଜୟଯାତ୍ରା

ସୁବ୍ରତ କୁମାର ପତି ଗୋଟିଏ ସମୟରେ ମୁର୍ମୂଷୁ  ହୋଇଛି। ରେଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ “ମନ୍ କୀ ବାତ୍” କାର୍ଯ୍ୟକ୍ରମ ଆକାଶବାଣୀ ପ୍ରତି ଲୋକଙ୍କ ଆଗ୍ରହ ବଢାଇଥିବା ବେଳେ ମନୋରଞ୍ଜନ କ୍ଷେତ୍ରରେ ଘରୋଇ ରେଡିଓ ଚ୍ୟାନେଲଙ୍କ ପ୍ରବେଶ ରେଡିଓକୁ ଅଧିକ ପ୍ରାଣବନ୍ତ ଓ ସ୍ପନ୍ଦନଶୀଳ କରିଛି। ଆମ ରାଜ୍ୟରେ ବି ରେଡିଓର ବ୍ୟବହାର ବଢ଼ିଛି, ଶ୍ରୋତାଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏବେ ପୁଣି ରାଜ୍ୟବାସୀ ଖୁବ୍ ଶୀଘ୍ର ଆହୁରି କିଛି ରେଡିଓ ଷ୍ଟେସନ […]

Continue Reading

ରୁଷ ସୀମାରେ ଆମେରିକାର ଆଣବିକ କ୍ଷମତାସମ୍ପନ୍ନ ବୁଡାଜାହାଜ

ମସ୍କୋ: ୟୁକ୍ରେନ ବିବାଦ ଧିରେ ଧିରେ ତୃତୀୟ ବିଶ୍ୱଯୁଦ୍ଧ ମୁହାଁ ହେଉଛି କହିଲେ ଭୁଲ ହେବନି । ଏହା ମଧ୍ୟରେ ରବିବାର ଆମେରିକାର ଆଣବିକ କ୍ଷମତାସମ୍ପନ୍ନ ବୁଡାଜାହଜ ରୁଷ ସୀମାରେ ନିୟୋଜିତ ହୋଇଛି । ଏହା ସାମୁଦ୍ରିକ ସୀମା ଉଲ୍ଲଂଘନ କରିଥିବା ରୁଷ ଅଭିଯୋଗ କରିଥିଲେ ମଧ୍ୟ ଆମେରିକା ଏହାକୁ ଖଣ୍ଡନ କରିଛି । ରୁଷର ଯୁଦ୍ଧ ଜାହଜ ଏବଂ ନୌସେନା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ଆମେରିକା ବୁଡା ଜାହଜ ପଛଘୁଂଚା ଦେଇଥିଲା । ତେବେ […]

Continue Reading

ଡାଇନୋସରଙ୍କୁ ବି ଥଣ୍ଡା, କାଶ ହେଉଥିଲା !

ନୂଆଦିଲ୍ଲୀ: ବିଲୁପ୍ତ ପ୍ରାଣୀ ଡାଇନୋସର ନେଇ ବିଭିନ୍ନ ତଥ୍ୟ ଗବେଷକମାନେ ପ୍ରଦାନ କରିବାରେ ଲାଗିଛନ୍ତି । ପୂର୍ବରୁ ଜୀବାଶ୍ମରୁ ହାଡଜନିତ ସମସ୍ୟା ଏବଂ କର୍କଟ ରୋଗ ହେଉଥିବା ଜଣାପଡିଥିଲା । ସାଇଟିଂଫିକ ଜର୍ଣ୍ଣାଲରେ ପ୍ରକାଶିତ ଖବର ଅନୁସାରେ ଡଲି ନାମକ ଡାଇନୋସର ଥଣ୍ଡାରେ ସଂକ୍ରମିତ ହୋଇଥିଲା । ଥଣ୍ଡା, କାଶ ଏବଂ କଫରେ ସଂକ୍ରମିତ ହୋଇ ସେ ମରିଥିଲା । ୧୫ କୋଟି ବର୍ଷ ତଳର ସାରୋପୋଡସ ଜାତୀୟ ଏହି ଡାଇନୋସେର ୧୮ ମିଟର ଲମ୍ବା ଥିଲା […]

Continue Reading

ଗିରଫ ହେଲେ ସୁନ୍ଦରଗଡ଼ର କୋଟିପତି ଏଡିଏମ୍ ବିଶ୍ୱଜିତ ମହାପାତ୍ର

ସୁନ୍ଦରଗଡ଼: ଅତିରିକ୍ତ ଜିଲ୍ଲାପାଳଙ୍କୁ ମହଙ୍ଗା ପଡ଼ିଲା ଆୟଠୁ ଅଧିକ ସମ୍ପତ୍ତି ଠୁଳ । ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଦୁଇ ଦିନର ମାରାଥନ୍ ରେଡ୍ ଓ ଜେରା ପରେ ତାଙ୍କୁ ଗିରଫ କରାଯାଇଛି । କୋଟିପତି ଏଡିଏମ୍ ଓ ତାଙ୍କ ପତ୍ନୀଙ୍କ ନାଁରେ ବିପୁଳ ସମ୍ପତ୍ତି ଠାବ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ସୁନ୍ଦରଗଡ଼ ଏଡିଏମ୍ ବିଶ୍ୱଜିତ୍ ମହାପାତ୍ରଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ […]

Continue Reading

ଭାରତକୁ ଆମେରିକାର ଚେତାବନୀ, ଏଲଏସିରେ ଆକ୍ରମଣ କରିପାରେ ଚୀନ୍

ନୂଆଦିଲ୍ଲୀ : ଭାରତକୁ ଆମେରିକାର ଚେତାବନୀ । ଚୀନ ପଟୁ ମାଡି ଆସିପାରେ ବିପଦ । ଏନେଇ ଭାରତକୁ ସତର୍କ କରାଇଛି ଆମେରିକା । ବିଶେଷ କରି ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଚୀନ ନିଜର ଦବଦବା ଜାହିର କରିବା ସହ ଭାରତ ଉପରେ ଆକ୍ରମଣ କରିପାରେ ବୋଲି କହିଛି ଆମେରିକା । ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ, ଭାରତ-ପ୍ରଶାନ୍ତ ଅଞ୍ଚଳରେ ସ୍ଥିରତା ବଜାୟ ରଖିବା ଆମେରିକା ଚାହେଁ । ଦକ୍ଷିଣ ଏସିଆରେ ସ୍ଥିରତା ବଜାୟ […]

Continue Reading