ଜାପାନର ଦୁର୍ଲଭ ମଦ ପାଇଁ କିଣିବା ୪ କୋଟି ଟଙ୍କା ଖର୍ଚ୍ଚ କଲେ ଚୀନ ନାଗରିକ

ଇସ୍ତାନବୁଲ: ତୁର୍କୀର ଇସ୍ତାନବୁଲ ବିମାନବନ୍ଦରରେ ଚୀନର ଜଣେ ନାଗରିକ ଜାପାନର ଏକ ଦୁର୍ଲଭ ମଦ ବୋତଲ କିଣିବା ପାଇଁ ୪ କୋଟି ଟଙ୍କା ଖର୍ଚ୍ଚ କରି ଦେଇଥିଲେ । ଚୀନ ନାଗରିକ ଯେତେବେଳେ ବିମାନବନ୍ଦରରେ ଡ୍ୟୁଟି ଫ୍ରି ଶପରେ ଏହି ମଦ ବୋତଲକୁ ଦେଖିଲେ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏହାର ମୂଲ୍ୟ ୪.୧୪ କୋଟି ଟଙ୍କା ରଖା ଯାଇଥିଲା । ୫୫ ବର୍ଷ ତଳର ୟାମାଜାକିନାମକ ଏହି ମଦ ସେ ସମୟରେ ବହୁତ […]

Continue Reading

୧୩ ଜଣ ଛୁଆଙ୍କୁ ଅପହରଣ ଓ ୯ ଜଣଙ୍କ ହତ୍ୟାକାରୀ ୨ ଭଉଣୀଙ୍କୁ ମିଳିଲାନି ମୃତ୍ୟୁଦଣ୍ଡ

ମୁମ୍ବାଇ: ଦଶନ୍ଧି ପୁରୁଣା ଅପହରଣ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୨ ଭଉଣୀ ରେଣୁକା ସିନ୍ଦେ ଏବଂ ସୀମା ଗବିତଙ୍କ ମୃତ୍ୟୁଦଣ୍ଡକୁ ବମ୍ବେ ହାଇକୋର୍ଟ ଆଜୀବନ କାରାଦଣ୍ଡରେ ପରିଣତ କରିଛନ୍ତି। ମୃତ୍ୟୁଦଣ୍ଡ ଶୁଣାଣି ପରେ ଉଭୟ ଭଉଣୀଙ୍କ ଦୟା ଆବେଦନ ରାଜ୍ୟ ସରକାରଙ୍କ ନିକଟରେ ପ୍ରାୟ ଆଠ ବର୍ଷ ବିଚାରାଧୀନ ଥିଲା। ଏହାକୁ ଆଧାର କରି କୋର୍ଟ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିଛନ୍ତି। ରେଣୁକା ଓ ସୀମା ୧୯୯୦ ରୁ ୧୯୯୬ ମଧ୍ୟରେ […]

Continue Reading

୧୮ରେ ରିଲିଜ କରିବ ‘ବଚ୍ଚନ ପାଣ୍ଡେ’

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ସାଜିଦ୍ ନାଦିଆଡୱାଲାଙ୍କ ପ୍ରଡକ୍ସନ୍ ହାଉସ୍ ଏହାର ଆଗାମୀ ଚଳଚ୍ଚିତ୍ର ‘ବଚ୍ଚନ ପାଣ୍ଡେ’ର ରିଲିଜ୍ ତାରିଖ ଘୋଷଣା କରିଛି। ଫିଲ୍ମ ୨୦୨୨ ମାର୍ଚ୍ଚ ୧୮ରେ ମୁକ୍ତିଲାଭ କରିବ। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅକ୍ଷୟ କୁମାର ଓ କ୍ରିତି ସାନନ୍‌ ଓ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌। ଏହାପୂର୍ବରୁ ବଚ୍ଚନ ପାଣ୍ଡେ ମାର୍ଚ୍ଚ ୪ରେ ମୁକ୍ତିଲାଭ କରିବାର ଥିଲା।

Continue Reading

ଗ୍ୟାସ ହେଉଥିଲେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ: ହୋଇ ଥାଇପାରେ GASTRITIS , ଜାଣନ୍ତୁ କାରଣ ଓ ନିଦାନ

ନୂଆଦିଲ୍ଲୀ: ପାକସ୍ଥଳୀର ଧାରରେ ଥିବା ଝିଲ୍ଲୀରେ କୌଣସି ପ୍ରକାର ଆଘାତ ବା ବାଧା ଘଟିଲେ କିମ୍ବା କୌଣସି କାରଣରୁ ସଂକ୍ରମଣ ହେଲେ ପାକସ୍ଥଳୀ ଟି ଫୁଲିଯାଏ ।ଏହି ରୋଗଟି ହଠାତ ଆକ୍ରମଣ କରିପାରେ କିଛି ଖେତ୍ରରେ ଏହା ଦିର୍ଘଦିନ ଧରି ରହି ବଡ ଆକାର ଧାରଣ କରେ ଯାହାକୁ Chronic gastritis କହୁ । କାରଣ : ଏହି ରୋଗର କାରଣ ଜୀବନଶୈଳୀ ଉପରେ ବହୁତ ନିର୍ଭର କରେ । ସମ୍ଭ୍ରାନ୍ତ ଶ୍ରେଣୀ ଲୋକମାନଙ୍କୁ ଏହା ବେଶୀ ଦେଖାଦେଇଥାଏ […]

Continue Reading

ପ୍ରଧାନମନ୍ତ୍ରୀ ଇ- ଶ୍ରମ କାର୍ଡ ଜରିଆରେ ମିଳିବ ପ୍ରଥମ କିସ୍ତି ଟଙ୍କା: ଏମିତି କରନ୍ତୁ ଚେକ୍

ନୂଆଦିଲ୍ଲୀ: ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଇ ଶ୍ରମ କାର୍ଡ ପ୍ରଚଳନ କରାଯାଇଥିଲା। ଏହି କାର୍ଡ ଜରିଆରେ ବର୍ତ୍ତମାନ ଶ୍ରମିକ ମାନଙ୍କୁ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରାଯିବ। ପ୍ରତି କିସ୍ତିରେ ୫୦୦ ଟଙ୍କା ପ୍ରଦାନ କରାଯିବ ବୋଲି ନିୟମ ରହିଛି। ତେବେ ଏକା ସାଥିରେ ଜାନୁଆରୀ ଓ ଫେବୃୟାରୀ ମାସର କିସ୍ତି ସରକାର ଏକ ସାଙ୍ଗରେ ପ୍ରଦାନ କରୁଛନ୍ତି। https://eshram.gov.in/home ୱେବସାଇଟ ମାଧ୍ୟମରେ ପଞ୍ଜିକରଣ କରିଥିଲେ ଏହି ସୁବିଧା […]

Continue Reading

ଗଣତନ୍ତ୍ର ଦିବସ ପାଇଁ ଜାରି ହେଲା କଟକଣା: ସାମିଲ୍ ହେବେନି ଛାତ୍ରଛାତ୍ରୀ

ଭୁବନେଶ୍ୱର: ଗଣତନ୍ତ୍ର ଦିବସ ପାଳନ ଉପରେ ସରକାରଙ୍କ କଟକଣା । ସକାଳ ସାଢ଼େ ୮ଟା ପରେ ହେବ ପତାକା ଉତ୍ତୋଳନ । ତେବେ ଏଥର କେବଳ ପୋଲିସ କର୍ମଚାରୀ ଉତ୍ସବରେ ସାମିଲ ହୋଇପାରିବେ, ଛାତ୍ରଛାତ୍ରୀ ତଥା ଏନସିସି କ୍ୟାଡେଟ୍ସ ଅଂଶଗ୍ରହଣ କରିବେ ନାହିଁ । ଅଳ୍ପସଂଖ୍ୟକ ସମ୍ମୁଖ ଯୋଦ୍ଧାଙ୍କୁ ସାମିଲ୍ ପାଇଁ ମିଳିବ ଅନୁମତି । ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଗୃହ ବିଭାଗର ନିର୍ଦ୍ଦେଶ । ସୂଚନାଯୋଗ୍ୟ, ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ […]

Continue Reading

ବିଏସଏନଏଲର ଓଡିଶା ସର୍କଲ ସିଜିଏମ୍ ଭାବେ ଦାୟିତ୍ୱ ନେଲେ ହରିଶ୍ଚନ୍ଦ୍ର ମହାନ୍ତି

ଭୁବନେଶ୍ୱର : ବିଏସଏନଏଲର ଓଡିଶା ସର୍କଲର ସିଜିଏମ୍ ଭାବେ ଦାୟିତ୍ୱ ନେଲେ ଶ୍ରୀ ହରିଶ୍ଚନ୍ଦ୍ର ମହାନ୍ତି ଆଇ. ଟି.ଏସ୍ । ଏହି ଅବସରରେ ଶ୍ରୀ ମହାନ୍ତି ଗ୍ରାହକ ମାନଙ୍କୁ ନବବର୍ଷ ଓ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି । ସରକାରୀ ରାଷ୍ଟ୍ରାୟତ୍ତ ସଂସ୍ଥା ବିଏସଏନଏଲ ବନ୍ୟା , ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଭଳି ପରିସ୍ଥିତିରେ ଦେଶ ତଥା ରାଜ୍ୟର ସମସ୍ତ ଭାଗରେ ଟେଲି ଯୋଗାଯୋଗ ସେବା ନିରବଚ୍ଛିନ୍ନ ଭାବେ ଯୋଗାଇ ଆସୁଛି । ଆଗାମୀ […]

Continue Reading

ମିହିର ଦାସଙ୍କୁ ଦିଆଯିବ ‘ଗାର୍ଡ ଅଫ୍‌ ଅନର୍‌’

ଭୁବନେଶ୍ବର : ଆଉ ନାହାନ୍ତି ବରିଷ୍ଠ ସିନେ ଅଭିନେତା ମିହିର ଦାସ । ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ମିହିର ଦାସଙ୍କ ପରଲୋକ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ତାଙ୍କ ଅକାଳ ବିୟୋଗରେ ଓଡ଼ିଆ ସିନେ ଜଗତରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଆସନ୍ତାକାଲି ମିହିର ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ […]

Continue Reading

କରୋନା ମୁକାବିଲା ପାଇଁ ବିଏମସିର ପଦକ୍ଷେପ, ରାସ୍ତାରେ ବସିବ ହାଟ

ଭୁବନେଶ୍ବର : ଧିରେ ଧିରେ ମୁଣ୍ଡ ଟେକି ଚାଲିଲାଣି ମହାମାରୀ କରୋନା । ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ସଜାଗ ହେଲାଣି ପ୍ରଶାସନ । ଖାସ କରି ରାଜଧାନୀ ଭୁବନେଶ୍ବରରେ ସଂକ୍ରମଣ ବଢ଼ିଥିବାରୁ ପଦକ୍ଷେପ ନେଇଛି ବିଏମସି । ବିଭିନ୍ନ ସ୍ଥାନରେ କଣ୍ଟେନମେଣ୍ଟ କଟକଣା ଲଗାଇଛି ବିଏମସି । ଆଉ ଏବେ କରୋନା ମୁକାବିଲା ପାଇଁ ଭିଡ଼ କମାଇବାକୁ ପୁଣି ବିକେନ୍ଦ୍ରୀକରଣ ହେବ ହାଟ ଓ ବଜାର । ଭୁବନେଶ୍ବର ମହାନଗର ନିଗମ- ବିଏମସି ଅଧୀନ ସମସ୍ତ ଜନଗହଳିପୂର୍ଣ୍ଣ […]

Continue Reading

ପାୱାରଙ୍କ ବଡ ଘୋଷଣା : ସମାଜବାଦୀ ପାର୍ଟି ସହ ମିଶି ୟୁପି ନିର୍ବାଚନ ଲଢ଼ିବ ଏନସିପି

ଲକ୍ଷ୍ନୌ: ଏନସିପି ମୁଖ୍ୟ ଶରଦ ପାୱାର ଉତରପ୍ରଦେଶ ନିର୍ବାଚନରେ ସମାଜବାଦୀ ପାର୍ଟି ସହ ମିଶି ଲଢ଼ିବେ ବୋଲି ଘୋଷଣା କରିଛନ୍ତି । ଅଖିଳେଶ ଯାଦବଙ୍କ ପାର୍ଟି ସହ ଗଠବନ୍ଧନ କରି ଆମେ ରାଜ୍ୟରୁ ବିଜେପିକୁ ହଟାଇବୁ ବୋଲି ସେ କହିଛନ୍ତି । ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବିଜେପି ଛାଡି ଏସପିରେ ଯୋଗ ଦେବା ପରେ ପାୱାର ଏହି ଘୋଷଣା ୟୁପି ନିର୍ବାଚନକୁ ସରଗରମ କରିଛି । ଏପରିକି ଆହୁରି ୧୩ ବିଧାୟକ ବିଜେପି ଛାଡିବେ ବୋଲି ପାୱାର […]

Continue Reading