ଆସିଲା ରାୟ ,ସୁମିତଙ୍କ ଘରେ ରହିବେ ତପସ୍ୱିନୀ
ବ୍ରହ୍ମପୁର : ବ୍ରହ୍ମପୁର ସୁମିତ୍ ଓ ତପସ୍ୱିନୀ ବିବାହ ବିବାଦ ମାମଲ।ର ଆସିଲା ରାୟ । ସୁମିତଙ୍କ ଘରେ ରହିବେ ତପସ୍ୱିନୀ । ସୁମିତଙ୍କ ସହ ବ୍ରହ୍ମାନଗର ଘରେ ରହିବେ ତପସ୍ୱିନୀ । ଏନେଇ ବ୍ରହ୍ମପୁର ଜିଲ୍ଲା ଦୌରା ଜଜ୍ ଏହି ରାୟ ଶୁଣାଇଛନ୍ତି । ମାସିକ ଡିମ୍ପଲଙ୍କୁ ଖର୍ଚ୍ଚ ବାବଦରେ ୧୭ ହଜାର ଟଙ୍କା ଦେବେ ସୁମିତ୍ । ଦୀର୍ଘ ଦିନ ହେଲା ଧାରଣାରେ ବସିଥିଲେ ତପସ୍ୱିନୀ । ଶେଷରେ କୋର୍ଟ ଆଜି ରାୟ ଶୁଣାଇଛନ୍ତି […]
Continue Reading
