ଓମିକ୍ରନକୁ ନେଇ ସତର୍କ କଲେ ମୁଖ୍ୟମନ୍ତ୍ରୀ, ଆବଶ୍ୟକ ନଥିଲେ ଭିଡ଼କୁ ନ ଯିବାକୁ ପରାମର୍ଶ

ଭୁବନେଶ୍ୱର: ଓମିକ୍ରନ ଭ୍ୟାରିଆଣ୍ଟ ରାଜ୍ୟରେ ଚିହ୍ନଟ ପରେ ଲୋକଙ୍କୁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓମିକ୍ରନକୁ ନେଇ ସତର୍କ କରିବା ସହ ମୁଖ୍ୟମନ୍ତ୍ରୀ କହିଲେ, ବର୍ତ୍ତମାନ ଓମିକ୍ରନ ତାର କାୟା ବିସ୍ତାର କରୁଛି । ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ । ପ୍ରତିଟି ଜୀବନ ମୂଲ୍ୟବାନ । ଜନସାଧାରଣଙ୍କ ସହଯୋଗରେ କୋଭିଡ଼ର ପ୍ରଥମ ଓ ଦ୍ୱିତୀୟ ଲହରୀକୁ ଓଡ଼ିଶା ସଫଳ ମୁକାବିଲା କରିପାରିଛି । ଏଥିପାଇଁ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, […]

Continue Reading

‘BSKY’ କାର୍ଡ଼କୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର : ରାଷ୍ଟ୍ରୀୟ ଜୀବିକା ମିଶନ ଅର୍ଥକୁ ହଡପ କରି ଚଞ୍ଚକତା କରି ବର୍ତମାନ ଭୋଟ ଆପଣାଆଇବା ପାଇଁ ଦଳ ଭିତରେ ଟଙ୍କା ବାଣ୍ଟୁଛନ୍ତି ରାଜ୍ୟ ସରକାର । ରାଜସ୍ୱ ଅର୍ଥରେ ବ୍ୟୟବହୁଳ ଜିଲ୍ଲାକୁ ଗସ୍ତ କରି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କଲେ । ଉଭୟ ବିଏସକେୱାଇ ଯୋଜନା ଏବଂ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ କେବଳ ଧୂଆଁ ବାଣ । ହେଲେ ବାସ୍ତବରେ ଏହି ଯୋଜନାରେ କୌଣସି ଗରିବ ଲୋକ ଲାଭାନ୍ୱିତ ହେବେନାହିଁ ବରଂ […]

Continue Reading

ଆହୁରି ବଢ଼ିବ ଶୀତ, ୭ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଶୀତରେ ଥରୁଛି ସାରା ଓଡ଼ିଶା । ଆଗାମୀ ଦୁଇ ତିନ ଦିନ ଯାଏଁ ରାଜ୍ୟରେ ଶୀତର ଲହରି ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ କ୍ରମାଗତଭାବେ ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବେଶ କରୁଛି । ଏହାର ପ୍ରଭାବରେ ପ୍ରବଳ ଶୀତ ଅନୁଭୂତ ହେବା ସହ ଆଗାମୀ ୩ ଦିନ ଯାଏଁ ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଜିଲ୍ଲାର କିଛି ଅଂଶରେ ଅଧିକ ଥଣ୍ଡା ଅନୁଭୂତ […]

Continue Reading

ଡ୍ରଗ୍ସ କେସରେ ଫସିଲେ ଅକାଳୀ ନେତା ବିକ୍ରମ ମାଜିଥିଆ, ମାମଲା ରୁଜୁ

ଚଣ୍ଡୀଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଡ୍ରଗ୍ସ କାରୋବାର କରିବା ଅଭିଯୋଗରେ ଅକାଳୀ ଦଳର ନେତା ବିକ୍ରମ ମାଜିଥିଆ ଫସିଛନ୍ତି । ଏହା ଅକାଳୀକୁ ବ୍ୟାକଫୁଟକୁ ଠେଲି ଦେଇଛି । ତାଙ୍କ ନାମରେ ମଙ୍ଗଳବାର ୧୯୮୫ ଧାରା ୨୫, ୨୭ଏ ଓ ୨୯ ଅନୁଯାୟୀ ଏଫଆଇଆର ରୁଜୁ କରାଯାଇଛି । ପୂର୍ବରୁ ବିଭିନ୍ନ ରାଜନୈତିକ ପାର୍ଟି ଏ ନେଇ ଦାବୀ କରି ଆସୁଥିଲେ । ରାଜ୍ୟର ମୁଖ୍ୟ ଇନଭେଷ୍ଟିଗେସନ ଅଧିକାରୀ ଏଫଆଇଆର ରୁଜୁ କରିବା […]

Continue Reading

ରାଜଧାନୀରେ ନାବାଳିକାଙ୍କୁ ଧରି ଚମ୍ପଟ୍ ଟ୍ୟୁସନ୍ ମାଷ୍ଟର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ ଖେଳାଇଲା ନାବାଳିକାଙ୍କ ଉଭାନ ମାମଲା । ଦୁଇ ନାବାଳିକାଙ୍କୁ ଧରି ଜଣେ ଟ୍ୟୁସନ ମାଷ୍ଟର ଚମ୍ପଟ୍ ମାରିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି । ବଡ଼ଗଡ଼ ଥାନା ଅନ୍ତର୍ଗତ ମଝିସାହିରେ ସାମ୍ନାକୁ ଆସିଛି ଏପରି ଅଭାବନୀୟ ଘଟଣା । ଜଣେ ଟ୍ୟୁସନ ମାଷ୍ଟର ଗୁରୁ ଭଳି ପବିତ୍ର ସଂପର୍କକୁ କଳୁଷିତ କରିବା ସହ ଗୁରୁଶିଷ୍ୟ ସମ୍ପର୍କରେ ଲଗାଇଛନ୍ତି କଳଙ୍କର ଛିଟା । ଟ୍ୟୁସନ ମାଷ୍ଟର ଜଣକ ଗଞ୍ଜାମ ଜିଲ୍ଲାର ଗୋପାଳକୃଷ୍ଣ ବଡ଼ଟିଆ ବୋଲି […]

Continue Reading

ସଂସଦରେ ପଂହଚିଲା କରୋନା

ନୂଆଦିଲ୍ଲୀ: ଓମିକ୍ରନ ବିପଦ ମଧ୍ୟରେ ମଙ୍ଗଳବାର ସଂସଦରେ ପଂହଚିଛି କରୋନା । କଡା ସୁରକ୍ଷା ଏବଂ ଟେଷ୍ଟ ସତ୍ୱେ ବିଏସପି ଏମପି କୁଂଓର ଦାନିଶ ଅଲୀ କରୋନା ସଂକ୍ରମିତ ହେବା ପରେ ଚିନ୍ତା ବଢ଼ିଛି । ଦାନିଶ ଟୁଇଟ କରି ଏ ସମ୍ପର୍କରେ ଜଣାଇଛନ୍ତି । ସେ ଏବେ ଏକାନ୍ତବାସରେ ରହିଛନ୍ତି । ସୋମବାର ପର୍ଯ୍ୟନ୍ତ ଦାନିଶ ସଂସଦରେ ଉପସ୍ଥିତ ଥିଲେ । ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ କୋଭିଡ ଟେଷ୍ଟ କରାଇ ନିଅନ୍ତୁ ବୋଲି […]

Continue Reading

ବିଜେପି ଉପରେ ଭୀଷଣ ବର୍ଷିଲେ ଜୟା

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନ ଆଜି ବିଜେପି ଉପରେ ଭୀଷଣ ବର୍ଷିଛନ୍ତି। ସେ କହିଛନ୍ତି ଯେ ଦିନେ କେବଳ ‘ଲାଲ ଟୋପି’ ହିଁ ତାଙ୍କୁ କୋର୍ଟକୁ ଟାଣିବ। ଆଗାମୀ ୟୁପି ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ଭୟଭୀତ ହୋଇଥିବାରୁ ବିରୋଧୀ ଦଳ ବିରୋଧରେ ବିଜେପି ଆକ୍ରମଣ କରୁଛି। ପାନାମା ପେପର ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ଦ୍ୱାରା ତାଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ ସେ ନିଜ ଏବଂ ପରିବାର […]

Continue Reading

ଜେଲରୁ ମୁକୁଳିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ ମିଳିଲା ଜାମିନ। ୧୪ ମାସ ଜେଲ୍‌ରେ ରହିବା ପରେ ମୁକୁଳିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ। କୋର୍ଟଙ୍କ ସର୍ତ୍ତମୂଳକ ଜାମିନ ପାଇବା ପରେ ସୋମବାର ସନ୍ଧ୍ୟାରେ ସେ ବାହାରକୁ ବାହାରିଛନ୍ତି। ନିର୍ଯାତନା ମାମଲାରେ ଜାମିନ ମିଳିବା ପରେ ଚୋରାଚାଲାଣ, ଆତଙ୍କବାଦ ତଥା ଜନ ଅସନ୍ତୋଷ ଅଭିଯୋଗରେ ଗତ ବର୍ଷ ଅକ୍ଟୋବରରେ କମିଶନରେଟ ପୋଲିସ ଦ୍ବାରା ରାଜା ଆଚାର୍ଯ୍ୟଙ୍କୁ ଏନଏସଏ ଅଧୀନରେ ବୁକ୍ କରାଯାଇଥିଲା। ବିଭିନ୍ନ ପୋଲିସ ଷ୍ଟେସନରେ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ୪୦ ରୁ […]

Continue Reading

ଆମେରିକାକୁ ଚୀନ୍‌ର ଧମକ; ମୁକାବିଲାକୁ ଭୟ ନାହିଁ; ଶେଷ ଯାଏ ଲଢିବୁ

ନୂଆଦିଲ୍ଲୀ: ଚୀନ୍ ଏବଂ ଆମେରିକା ମଧ୍ୟରେ ତିକ୍ତତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବର୍ତ୍ତମାନ ଚୀନ୍‌ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି ଯେ ଆମେରିକା ସହ ସିଧାସଳଖ ମୁହାଁମୁହିଁ ହେବାକୁ ଆମେ ଭୟ କରୁନାହୁଁ। ଉଭୟ ପକ୍ଷ ସମାନ ଭାବରେ ଲାଭବାନ ହେଲେ ଆମେ ସହଯୋଗ କରିବୁ ବୋଲି ସେ କହିଛନ୍ତି। ୱାଙ୍ଗ ୟି କହିଛନ୍ତି ଯେ ଆମେରିକା ଦ୍ବାରା ରଣନୈତିକ ଭୁଲ ନିଷ୍ପତ୍ତି ହେତୁ ଆମେରିକା-ଚୀନ୍ ସମ୍ପର୍କର ସମସ୍ୟା ହ୍ରାସ ପାଇଛି। କିନ୍ତୁ ଯଦି […]

Continue Reading

ଓଡ଼ିଶାରେ ପଶିଲା ଓମିକ୍ରନ; ଚିହ୍ନଟ ହେଲେ ୨ ଆକ୍ରାନ୍ତ

ଭୁବନେଶ୍ୱର: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦେଶରେ ହଇଚଇ ସୃଷ୍ଟି କରୁଥିବା ବେଳେ ଏହା ଓଡ଼ିଶାକୁ ପ୍ରବେଶ କରିଛି । ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି ଓମିକ୍ରନ ଆକ୍ରାନ୍ତ । ଓଡ଼ିଶାରୁ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ୨ ଜଣ ସଂକ୍ରମିତ କଟକ ଓ ଜଗତସିଂହପୁରର ବୋଲି ଜଣାପଡିଛି ।୨ ଜଣଙ୍କଠାରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ନେଇ ILS ପକ୍ଷରୁ ସୂଚନା […]

Continue Reading