ଭୁବନେଶ୍ୱରରେ ଯୁବତୀଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ
ଭୁବନେଶ୍ୱର : ଭୁବନେଶ୍ୱରରେ ଯୁବତୀଙ୍କୁ ବଳାତ୍କାର ମାମଲାରେ ରାୟ ଶୁଣାଣି । ସ୍ଥାନୀୟ ଅତିରିକ୍ତ ଦୌରାନ୍ୟାୟାଧୀଶ ଅଦଲତରେ ଗୁରୁବାର ଏହି ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି । ଅତିରିକ୍ତ ଦୌରା ନ୍ୟାୟଧୀଶ ମିନାକ୍ଷୀ ଦାଶ ଅଭିଯୁକ୍ତ ଟୁଡୁ ଓରଫ ସୌମେନ୍ଦ୍ର ନାରାୟଣ ଦାସକୁ ୧୦ ବର୍ଷ କାରାଦଣ୍ଡ ଦେବା ସହ ୩୦ ହଜାର ଟଙ୍କା ଜରିମାନା କରିଛନ୍ତି ।ସୂଚନା ଅନୁସାରେ ପୀଡିତା ଜଣକ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଅଞ୍ଚଳର । ସେ ଚାକିରି ଖୋଜିବା ପାଇଁ […]
Continue Reading
