ମମିତା ମେହେର ହତ୍ୟାକାଣ୍ଡ ମାମଲା ,ଗୋବିନ୍ଦ ସାହୁର ହ୍ୟାଣ୍ଡରାଇଟିଂ ଯାଞ୍ଚ ଆବେଦନ ଶୁଣାଣି ଘୁଞ୍ଚିଲା

କଳାହାଣ୍ଡି : କଳାହାଣ୍ଡି ମହାଲିଙ୍ଗ ସ୍କୁଲ୍ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି ।ଏହି ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଦସ୍ତଖତ ପରୀକ୍ଷା ଲାଗି ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଆଦେବନ କରାଯାଇଥିଲା ।ଏହାର ଶୁଣାଣି ପାଇଁ ଜେଏମଏଫସି କୋର୍ଟ ୨୪ ତାରିଖକୁ ଧାର୍ଯ୍ୟ କରିଛନ୍ତି । କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନସାଇନ ପବ୍ଲିକ ସ୍କୁଲର ଗୋବିନ୍ଦ ସାହୁ ବଲାଙ୍ଗୀର ପୋଲିସ ବଙ୍ଗୋମୁଣ୍ଡା […]

Continue Reading

ଭାରତ-ପାକ ସୀମାରୁ ମିଳିଲା ୩.୧୫ କୋଟି ଟଙ୍କାର ହେରୋଇନ

ଅଟାରୀ: ଭାରତ-ପାକିସ୍ତାନ ଅଟାରୀ ଇଂଟିଗ୍ରେଟେଡ ଚେକପୋଷ୍ଟ ନିକଟରେ ୩.୧୫ କୋଟି ଟଙ୍କାର ହେରୋଇନ ଜବତ ହୋଇଛି । ନିୟମିତ ଚେକିଂ ବେଳେ ସ୍ନିଫର କୁକୁର ଏକ କଳା ପ୍ୟାକେଟ ପାଇଥିଲା । ଏହାକୁ ଶୁଂଘିବା ପରେ ସେ ତାର ହ୍ୟାଣ୍ଡଲରକୁ ଦେଖି ଭୁକିବାକୁ ଲାଗିଥିଲା । ସିନିୟର ଅଧିକାରୀମାନେ ଆସି ଏହାର ତଦନ୍ତ କରିବା ପରେ ହେରୋଇନ ଥିବା ଜଣାପଡିଥିଲା । ଆଇସିପି ପରି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ କିପରି ଏହି ପ୍ୟାକେଟ ଆସିଲା ସେ ନେଇ ତନଘନା […]

Continue Reading

ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନ୍‌ଏସ୍‌ ବିଶାଖାପାଟନମ୍

ବିଶାଖାପାଟଣା : ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନ୍‌ଏସ୍‌ ବିଶାଖାପାଟନମ୍ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ଦେଶବାସୀଙ୍କୁ ସମର୍ପିତ କରିଛନ୍ତି । ମୁମ୍ବାଇସ୍ଥିତ ନୌସେନା ଡକ୍ୟାର୍ଡରେ ଆଇଏନ୍‌ଏସ୍‌ ସାମିଲ କରାଯିବ । ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ ମଧ୍ୟ ଉପସ୍ଥିତ ଥିଲେ । ଆଇଏନଏସ ବିଶାଖାପାଟାଣମ୍ ନୌସେନାରେ ସାମିଲ ହେବା ପରେ ରକ୍ଷା କ୍ଷେତ୍ରରେ ଏକ ନୂଆ କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି ହୋଇଛି । […]

Continue Reading

୪ ବଲରେ ୪ ଉଇକେଟ ନେଲେ ନାଲକାଣ୍ଡେ

ନୂଆଦିଲ୍ଲୀ: ସୟେଦ ମୁସ୍ତାକ ଅଲି ଟି୨୦ କ୍ରିକେଟ ଟୁର୍ଣ୍ଣାମେଂଟରେ ବିଦର୍ଭ ପେସ ବୋଲର ଦର୍ଶନ ନାଲକାଣ୍ଡେ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ସେମିଫାଇନାଲରେ କର୍ଣ୍ଣାଟକ ବିପକ୍ଷରେ ନାଲକାଣ୍ଡେ ୨୦ ତମ ଓଭରରେ କ୍ରମାଗତ ୪ଟି ବଲରେ ଅନିରୁଦ୍ଧ ଯୋଶୀ, ବି.ଶରଥ. ଜେ ସୁଚିଥ ଓ ଅଭିନବ ମନୋହରଙ୍କ ଉଇକେଟ ନେଇଥିଲେ । ଟି୨୦ରେ ଏହା ତାଙ୍କର ଦ୍ୱିତୀୟ ହ୍ୟାଟ୍ରିକ । ଅଭିମନ୍ୟୁ ମିଥୁନଙ୍କ ପରେ ୪ଟି ବଲରେ ୪ଟି ଉଇକେଟ ନେବାରେ ସେ ଭାରତର ଦ୍ୱିତୀୟ […]

Continue Reading

ଟାଇମ୍ସ ରାଙ୍କିଙ୍ଗ : ପୂର୍ବ ଭାରତରେ ସମ୍ ହସପିଟାଲ ତୃତୀୟ, ଭୁବନେଶ୍ବରରେ ଶ୍ରେଷ୍ଠ

ଭୁବନେଶ୍ବର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଶୁକ୍ରବାର ପ୍ରକାଶିତ ଟାଇମ୍‌ସ ଅଲ୍ ଇଣ୍ଡିଆ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ୍ ରାଙ୍କିଙ୍ଗ୍‌ରେ ପୂର୍ବାଞ୍ଚଳରେ ତୃତୀୟ ସ୍ଥାନରେ ସ୍ଥାନୀତ ହୋଇଛି । ଏହି ରାଙ୍କିଙ୍ଗରେ ଭୁବନେଶ୍ୱରର ହସ୍ପିଟାଲ୍‌ଗୁଡ଼ିକ ମଧ୍ୟରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ପୂର୍ବାଂଚଳରେ ସମ୍ ହସ୍ପିଟାଲ୍ ଉପରେ କୋଲକାତାର ଆପୋଲୋ ଗ୍ଲିନିଆଗଲସ୍ ହସ୍ପିଟାଲ୍ ଏବଂ ଫୋର୍ଟିସ୍ ହସ୍ପିଟାଲ୍ ଯଥାକ୍ରମେ […]

Continue Reading

୨ଟି ନୂତନ ଟିମ ସହ ୨୦୨୨ ଆଇପିଏଲ ଭାରତରେ ହେବ

ମୁମ୍ବାଇ: ଆଇପିଏଲର ୧୫ତମ ସଂସ୍କରଣ ଭାରତରେ ହେବ ବୋଲି ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସେକ୍ରେଟାରୀ ସଚିବ ଜୟ ଶାହା କହିଛନ୍ତି । ୨ଟି ନୂଆ ଟିମ ସହ ରୋମାଂଚଭରା ଆଇପିଏଲ ଭାରତୀୟ ଦର୍ଶକ ଘରୋଇ ପରିବେଶରେ ଏଥର ଉପଭୋଗ କରିବେ ବୋଲି ସେ ଦି ଚାମ୍ପିୟନ୍ସ କଲ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି । ଆଗକୁ ନିଲାମ ପ୍ରକ୍ରିୟା ମଧ୍ୟ ବଡ ଧରଣର ହେବ ବୋଲି ଶାହ କହିଛନ୍ତି । ସୂଚନାଯୋଗ୍ୟ, ୨୦୨୧ ସଂସ୍କରଣ କରୋନା […]

Continue Reading

ଆସନ୍ତାକାଲି ରାଜସ୍ଥାନ ସରକାରର ହେବ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ରାଜସ୍ଥାନ : ଆସନ୍ତାକାଲି ରାଜସ୍ଥାନ ସରକାରର ହେବ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ । ଅପରାହ୍ନରେ ରାଜଭବନରେ ଶପଥ ନେବେ ନୂଆ ମନ୍ତ୍ରୀ । ମନ୍ତ୍ରିମଣ୍ଡଳରେ ସଚିନ ପାଇଲଟଙ୍କୁ ମିଳିପାରେ ଗୁରୁତ୍ବପୂର୍ଣ୍ଣ ପଦ । ଏହାସହ ପାଇଲଟଙ୍କ ଗୋଷ୍ଠୀର କିଛି ବିଧାୟକଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ । ଏହା ପୂର୍ବରୁ ସଚିନ ପାଇଲଟ ସୋନିଆ ଗାନ୍ଧିଙ୍କୁ ଭେଟିବା ପରେ ସରଗରମ ହୋଇଥିଲା ରାଜନୀତି । ଅନ୍ୟପଟେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଇସ୍ତଫା ଦେଇଛନ୍ତି ରାଜସ୍ଥାନର ୩ ବରିଷ୍ଠ ମନ୍ତ୍ରୀ […]

Continue Reading

୨୦୨ ଦିନ ସଂଘର୍ଷ ପରେ କରୋନାକୁ ହରାଇଲେ ୪୫ ବର୍ଷୀୟା ମହିଳା

ସୁରଟ: ଗୁଜରାଟର ଗୀତା ଧାର୍ମିକ ନାମକ ଜଣେ ୪୫ ବର୍ଷୀୟା ମହିଳା ୨୦୨ ଦିନ ଧରି କରୋନା ସହ ସଂଘର୍ଷ କରିବା ପରେ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧ ମେ’ରେ ସେ କରୋନା ସଂକ୍ରମିତ ହୋଇଥିଲେ । ତାଙ୍କୁ ଦାହେଦା ରେଲୱେ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ସେ ଚିକିତ୍ସିତ ହେଉଥିଲେ । ତାଙ୍କ ପତି ତ୍ରିଲୋକ ଧାର୍ମିକ ରେଲୱେ ଚାକିରୀ କରିନ୍ତି । ଚିକିତ୍ସା ସମୟରେ ଗୀତା […]

Continue Reading

ଆନ୍ଧ୍ରପ୍ରଦେଶରେ ପ୍ରଳୟ ରଚୁଛି ବନ୍ୟା, ୨୪ ମୃତ, ଶତାଧିକ ନିଖୋଜ

ତିରୁପତି : ଆନ୍ଧ୍ରପ୍ରଦେଶରେ ପ୍ରଳୟ ରଚୁଛି ବନ୍ୟା । କ୍ରମାଗତ ବର୍ଷା ଯୋଗୁ ଅଧିକାଂଶ ନଦୀରେ ବନ୍ୟା ଆସିଛି । ବନ୍ୟାର ୨୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଭାସିଯାଇଥିବା ଆଶଙ୍କା କରାଯାଉଛି । ତିରୁପତିରେ ସ୍ଥିତି ଜଟିଳ ହୋଇଛି । ଶହ ଶହ ଶ୍ରଦ୍ଧାଳୁ ବିଭିନ୍ନ ସ୍ଥାନରେ ଫସିଛନ୍ତି । ତିରୁମାଲା ପର୍ବତକୁ ଯାଇଥିବା ଘାଟି ରାସ୍ତା ଓ ବିଭିନ୍ନ ପଥକୁ ବନ୍ଦ କରି ଦିଆଯାଇଛି । ତିରୁପତି ଅନ୍ତର୍ଗତ ସ୍ବର୍ଣ୍ଣମୁଖୀ […]

Continue Reading

ହିତାଧିକାରୀଙ୍କୁ ବିଡିଏ ଓ ହାଉସିଂ ବୋର୍ଡ ପକ୍ଷରୁ ଦିଆଗଲା ଲିଜ୍‌ ଦଲିଲ

ଭୁବନେଶ୍ବର : ଲିଜ୍‌ ଦଲିଲ ପାଇଲେ ହିତାଧିକାରୀ । ବିଡିଏ ଏବଂ ହାଉସିଂ ବୋର୍ଡ ଦ୍ଵାରା ବିଭିନ୍ନ ସମୟରେ ଆବଣ୍ଟିତ ଘର ଓ ଜମିର ଆଜି ଲିଜ୍ ଦଲିଲ ହସ୍ତାନ୍ତରର ଶୁଭାରମ୍ଭ ହୋଇଛି । ଆଚାର୍ଯ୍ୟବିହାର, ଉଦୟଗିରି ବିହାର, କଳିଙ୍ଗନଗର, ଅନନ୍ତ ବିହାର, ପୋଖରୀପୁଟ, ଚନ୍ଦ୍ରଶେଖରପୁର, ପଟିଆ, କପିଳପ୍ରସାଦ, ଆଇଗିଣିଆ, ଜୟଦେବ ବିହାର ଏବଂ ଡୁମୁଡୁମା ଅଞ୍ଚଳରେ ଦୀର୍ଘ ୨୦ ବର୍ଷ ତଳେ ବିଡିଏ ଓ ହାଉସିଂ ବୋର୍ଡ ପକ୍ଷରୁ ସୁଲଭ ମୂଲ୍ୟରେ ଲୋକଙ୍କୁ ଘର ଯୋଗାଇ […]

Continue Reading