ଡିସେମ୍ବର ପହିଲାରୁ ବିଧାନସଭା ଶୀତ ଅଧିବେଶନ, ୨୬ଟି କାର୍ଯ୍ୟ ଦିବସ

ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ବିଧାନସଭାର ଶୀତକାଳୀନ ଅଧିବେଶନ । ଡିସେମ୍ବର ୧ ତାରିଖରୁ ୩୧ ତାରଖ ପର୍ଯ୍ୟନ୍ତ ଚାଲିବ ଶୀତକାଳୀନ ଅଧିବେଶନ  । ଚଳିତ ଅଧିବେସନରେ ମୋଟ ୩୧ଟି ଦିବସ ଥିବାବେଳେ ସେଥିମଧ୍ୟରୁ ୫ଟି ଛୁଟି ଦିବସ ରହିଛି  । ସେହିପରି ମୋଟ ୨୬ଟି କାର୍ଯ୍ୟ ଦିବସ ରହିଛି  । ଏନେଇ ଆଜି ବିଧାନସଭା ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି  । ଯେଉଁଥିରେ ସମ୍ପୂର୍ଣ୍ଣ ଶୀତ ଅଧିବେଶନର କାର୍ଯ୍ୟ ଦିବସ ସମ୍ପର୍କରେ ସୂଚନା ଦିଆଯାଇଛି  । […]

Continue Reading

ଖୋଲିଲା ସ୍କୁଲ, ବ୍ୟାଣ୍ଡ ବାଜା ଧରି ପହଂଚିଗଲେ ଅଭିଭାବକ

ନୂଆଦିଲ୍ଲୀ: କରୋନା ମହାମାରୀରେ ଲୋକେ ଭୟଭୀତ ହୋଇପଡିଥିଲେ । ହେଲେ ଏବେ ଧୀରେଧୀରେ ସାଧାରଣ ସ୍ଥିତିକୁ ଫେରୁଛି ଲୋକଙ୍କ ମାନସିକତା । ପାଖାପାଖି ୨୦ ମାସ ପରେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଫେରିଛନ୍ତି । ଏହି ଖୁସୀରେ ଅଭିଭାବକମାନେ ବ୍ୟାଣ୍ଡ ବାଜା ବଜାଇ ସେମାନଙ୍କୁ ପିଲାମାନଙ୍କୁ ସ୍କୁଲ ଛାଡିବାକୁ ପହଂଚିଥିଲେ । ନୂଆଦିଲ୍ଲୀର ଧୌଲା କୁଆଁ ସ୍ଥିତ ସ୍ପ୍ରିଙ୍ଗଡେଲ୍ସ ସ୍କୁଲ ସମ୍ମୁଖରୁ ସାମ୍ନାକୁ ଆସିଛି ଏପରି ଦୃଶ୍ୟ । ଏକ ପରିବାର ବ୍ୟାଣ୍ଡ ବାଜା ସହ ନିଜ ପିଲାମାନଙ୍କୁ […]

Continue Reading

୫ ବର୍ଷ ଯାଏ ବଢିପାରିବ ସିବିଆଇ ଓ ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବର୍ତ୍ତମାନ ୫ ବର୍ଷ ବୃଦ୍ଧି କରାଯାଇପାରିବ। ଏଥିପାଇଁ କେନ୍ଦ୍ର ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ମୁଖ୍ୟଙ୍କ କାର୍ଯ୍ୟକାଳ ୨ ବର୍ଷ ରହିଥାଏ। ବର୍ତ୍ତମାନ ପର୍ଯ୍ୟନ୍ତ, ଉଭୟ କେନ୍ଦ୍ରୀୟ ଏଜେନ୍ସିଗୁଡିକର ନିର୍ଦ୍ଦେଶନାମା ୨ ବର୍ଷ ପାଇଁ ସ୍ଥିର ହୋଇଛି। ସେମାନଙ୍କ ଅବଧି ଶେଷ ହେବା ପୂର୍ବରୁ ସେମାନଙ୍କୁ ହଟାଯାଇପାରିବ ନାହିଁ। ସରକାର କାର୍ଯ୍ୟକାଳକୁ ଏକ ବର୍ଷ ପାଇଁ […]

Continue Reading

ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଘଟଣାରେ ୬ଗିରଫ

ବ୍ରହ୍ମପୁର : ପୂର୍ବତନ ସରପଞ୍ଚ ହତ୍ୟାକାଣ୍ଡ ଘଟଣା । ଏହି ମାମଲାରେ ୬ଜଣଙ୍କୁ ଗିରଫ କରିଛି ପୋଲିସ । ଘଟଣାରେ ୩ଟି ଖଣ୍ଡା ଜବତ କରାଯାଇଛି । ବ୍ରହ୍ମପୁର ଉପକଣ୍ଠ ସୁକୁଣ୍ଡା ଫାଣି ଫ୍ୟାକ୍ଟ୍ରି ନିକଟରେ ଗତ ୫ତାରିଖରେ ଅନନ୍ତେଇର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ଦୁର୍ବୃତ୍ତ ଅତି ନିର୍ମମ ଭାବେ ବିଚ୍‌ ରାସ୍ତାରେ ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡରେ ଏବେ ୬ଜଣଙ୍କୁ ଗିରଫ କରିଛି ପୋଲିସ । ଘଟଣାରେ ୩ ଟି ଖଣ୍ଡା , […]

Continue Reading

ଖାଦ୍ୟ ଅଭାବ ଯୋଗୁ ମୃତ୍ୟୁମୁଖରେ ପଡ଼ିପାରନ୍ତି ୧୦ ଲକ୍ଷରୁ ଅଧିକ ଶିଶୁ; ‘ହୁ’ର ଚେତାବନୀ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନର କ୍ଷମତାକୁ ଆସିବା ପରେ ଯେଉଁ ସଙ୍କଟ ଦେଖାଦେଇଛି, ତାହା ଅଧିକ ବିଗିଡିବାରେ ଲାଗିଛି। ଆଫଗାନିସ୍ତାନ ନାଗରିକମାନଙ୍କୁ ବୈଦେଶିକ ସହାୟତା ନ ମିଳିବା ହେତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏକ ବଡ଼ ଅର୍ଥନୈତିକ ସଙ୍କଟ ଆଶଙ୍କା ପ୍ରକାଶ କରିଛି। ଏଥି ସହିତ, ଏହି ସଙ୍କଟ ମଧ୍ୟରେ, ମରୁଡ଼ି ପ୍ରଭାବିତ ଆଫଗାନିସ୍ତାନରେ ସ୍ଥିତିରେ ଉନ୍ନତି ନହେବା ନେଇ ଏକ ଗୁରୁତର ଚେତାବନୀ ଦିଆଯାଇଛି। WHO କହିଛି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ମରୁଡ଼ି […]

Continue Reading

ସୋନୀପତରେ ସନ୍ଦିଗ୍ଧ ଅବସ୍ଥାରେ ମିଳିଲା ମହିଳା ବକ୍ସରଙ୍କ ଶବ

ସୋନୀପତ: ସୋନୀପତର ଖରଖୌଦା ଅଂଚଳରେ ଜଣେ ଉଦୀୟମାନ ମହିଳା ବକ୍ସରଙ୍କ ଶବ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି । ଉତରପ୍ରଦେଶର ବାଗପତ ଗ୍ରାମର ୨୧ ବର୍ଷୀୟ ଭାବନା ଖରଖୌଦା ବକ୍ସିଂ ଏକାଡେମୀରେ ପ୍ରଶିକ୍ଷଣ ନେଉଥିଲେ । କର୍ମବୀର ନାମକ ଜଣଙ୍କ ଘରେ ସାଙ୍ଗମାନଙ୍କ ସହ ସେ ଭଡା ରହୁଥିଲେ । ସେ ବାଥରୁମ ଯିବା ପରେ ଦୀର୍ଘ ସମୟ ଧରି ନ ଆସିବାରୁ ସାଙ୍ଗମାନେ କବାଟ ବାଡେଇ ନିରାଶ ହେବା ପରେ ଘର ମାଲିକଙ୍କୁ ଡାକିଥିଲେ । […]

Continue Reading

ପ୍ରମୋଦ ଭଗତଙ୍କୁ ଖେଳରତ୍ନ ସମ୍ମାନ ଦଲେ ରାଷ୍ଟ୍ରପତି

ଦିଲ୍ଲୀ : ଓଡିଆ ପାରା ଅଲିମ୍ପିଆନ ପ୍ରମୋଦ ଭଗତଙ୍କୁ ମିଳିଲା ଖେଳରତ୍ନ ସମ୍ମାନ । ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଖେଳରତ୍ନ ସମ୍ମାନ ଗ୍ରହଣ କରିଛନ୍ତି ପ୍ରମୋଦ ଭଗତ। ଶନିବାର ରାଷ୍ଟ୍ରପତି  ନୂଆଦିଲ୍ଲୀ ଭବନରେ ଖେଳାଳୀ ମାନଙ୍କୁ ପୁରଷ୍କାର ପ୍ରଦାନ କରିଛନ୍ତି । ଟୋକିଓ ପାରାଅଲିମ୍ପିକ୍ସ ୨୦୨୦ରେ ଭାରତ ପାଇଁ ଗୋଲ୍ଡ ମେଡାଲ ଜିତିଥିବା ନୀରଜ ଚୋପ୍ରାଙ୍କ ସମେତ ମୋଟ ୧୨ ଜଣ ଖେଳାଳିଙ୍କୁ ଖେଳରତ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି।ଏହି ଅବସରେ ବିଭିନ୍ନ ରାଜ୍ୟର ଖେଳାଳି […]

Continue Reading

୧୦୦ କୋଟିରେ ସୂର୍ଯ୍ୟବଂଶୀର ଡିଜିଟାଲ ରାଇଟ୍ସ କିଣିଲା ନେଟଫ୍ଲିକ୍ସ

ମୁମ୍ବାଇ: ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ ଅଭିନୀତ ସୁପରହିଟ ଫିଲ୍ମ ସୂର୍ଯ୍ୟବଂଶୀର ଡିଜିଟାଲ ରାଇଟ୍ସ ନେଟଫ୍ଲିକ୍ସ ୧୦୦ କୋଟିରେ କ୍ରୟ କରିଛି । ଡିସେମ୍ବର ପ୍ରଥମ ସପ୍ତାହରେ ଏହା ଓଟିଟି ଫ୍ଲାଟଫର୍ମରେ ରିଲିଜ ହେବ । ଥିଏଟରରେ ଏହା ରିଲିଜ ହେବା ପରଠାରୁ ୧୦୦ କୋଟିରୁ ଊର୍ଦ୍ଧ୍ୱ ବ୍ୟବସାୟ କରିସାରିଛି । ପୂର୍ବରୁ କଙ୍ଗନା ରାନାୱତ ଅଭିନୀତ ଥାଲାଇଭିର ଡିଜିଟାଲ ରାଇଟ୍ସ ୫୫ କୋଟିରେ ବିକ୍ରି ହୋଇଥିଲା । ରୋହିତ ଶେଟ୍ଟୀ ନିର୍ଦ୍ଦେଶିତ ଏହି ବହୁ […]

Continue Reading

ଦେଶରେ ଷ୍ଟ୍ରୋକ୍‌ ପୀଡିତଙ୍କ ମାମଲାରେ ଶୀର୍ଷରେ ଓଡିଶାର କଟକ

ଭୁବନେଶ୍ୱର: ଦେଶରେ ଷ୍ଟ୍ରୋକ୍ ଜନିତ ମାମଲାରେ କଟକ ଜିଲ୍ଲା ଶୀର୍ଷରେ ରହିଛି। ଏ ନେଇ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏକ ସର୍ଭେରୁ ଜଣାପଡିଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ର ଅଧ୍ୟୟନ ଅନୁଯାୟୀ, କଟକ ଜିଲ୍ଲାର ପ୍ରତ୍ୟେକ ଏକ ଲକ୍ଷ ଜନସଂଖ୍ୟାରେ ୧୮୭ ଜଣ ବ୍ୟକ୍ତି ପ୍ରତିବର୍ଷ ଷ୍ଟ୍ରୋକରେ ପୀଡିତ। ଆସାମର କାଚର ଜିଲ୍ଲାରେ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୯୬ଟି ଷ୍ଟ୍ରୋକ୍ ମାମଲା ରିପୋର୍ଟ ହୋଇଛି। ଷ୍ଟ୍ରୋକ୍ ହେବାର ୨୮ ଦିନ ମଧ୍ୟରେ ମୃତ୍ୟୁ […]

Continue Reading

ମନୁଷ୍ୟର ଆଗାମୀ ଭବିଷ୍ୟତ; ଜନ୍ମ ମହାକାଶରେ, ଭ୍ରମଣ ପୃଥିବୀରେ

ନୂଆଦିଲ୍ଲୀ: ଆଗାମୀ ସମୟରେ ମନୁଷ୍ୟ ମହାକାଶରେ ଜନ୍ମ ହେବ ଏବଂ ପୃଥିବୀକୁ ଛୁଟିଦିନ ଭ୍ରମଣରେ ଆସିବ। ଏଭଳି ଏକ ଅଦ୍ଭୁତ ଆକଳନ ଇ-କମର୍ସ କମ୍ପାନୀ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସଙ୍କଠାରୁ ଆସିଛି। ଜେଫ୍ ବେଜୋସ୍ ଏକ କାର୍ଯ୍ୟକ୍ରମରେ ଭବିଷ୍ୟତ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଜେଫ୍ ବେଜୋସ୍ କହିଛନ୍ତି ଯେ ଯେପରି ଜଣେ ବ୍ୟକ୍ତି ଛୁଟିଦିନ ପାଇଁ ଏକ ଭିନ୍ନ ଦେଶ କିମ୍ବା ସ୍ଥାନକୁ ଯାଆନ୍ତି, ସେହିଭଳି ମହାକାଶରେ ଜନ୍ମିତ ବ୍ୟକ୍ତି ମଧ୍ୟ ପୃଥିବୀକୁ ବୁଲିବାକୁ […]

Continue Reading