ଧାର୍ମିକ ପର୍ଯ୍ୟଟନସ୍ଥଳୀର ପ୍ରୋତ୍ସାହନ ପ।ଇଁ ଆରମ୍ଭ ହେଲା ଶ୍ରୀ ରାମାୟଣ ରେଳଯାତ୍ରା

ଦିଲ୍ଲୀ: ଦେଶର ଧାର୍ମିକ ପର୍ଯ୍ୟଟନସ୍ଥଳୀକୁ ପ୍ରୋତ୍ସାହିତ କରିବା ପାଇଁ ଆଇଆରସିଟିସି ଆରମ୍ଭ କରିଛନ୍ତି ପ୍ରଥମ ସ୍ୱତନ୍ତ୍ର ଶ୍ରୀ ରାମାୟଣ ରେଳଯାତ୍ରା । ଏହି ଟ୍ରେନ ଆଜି ଦିଲ୍ଲୀର ସଫଦରଜଙ୍ଗ ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ ହୋଇଛି। ୧୭ଦିନିଆ ଏହି ଯାତ୍ରାରେ ଅଯୋଧ୍ୟା, ସୀତାମଢ଼ୀ ଏବଂ ଚିତ୍ରକୁଟ ସହିତ ଅନେକ ପ୍ରମୁଖ ସ୍ଥାନ ସାମିଲ ରହିଛି।ସୁରକ୍ଷା ସୁରକ୍ଷା ଦୃଷ୍ଟିକୋଣରୁ ପ୍ରତ୍ୟେକ କୋଚରେ ସିସିଟିଭି କ୍ୟାମେରା ଏବଂ ସୁରକ୍ଷା ଗାର୍ଡ଼ ମଧ୍ୟ ରହିଛନ୍ତି। ଟ୍ରେନରେ ଦୁଇଟି ଭଲ ରେଷ୍ଟୁରାଣ୍ଟ ରହିଛି। […]

Continue Reading

ଗାଡ଼ି ଚଳାନ୍ତୁ ବା କାର୍, ସାଙ୍ଗରେ ନେଇଯାଆନ୍ତୁ ଏହି ସାର୍ଟିଫିକେଟ୍; ନହେଲେ ଗଣିବେ ୧୦,୦୦୦ ଟଙ୍କାର ଜୋରିମାନା

ନୂଆଦିଲ୍ଲୀ: ଦୀପାବଳି ପରେ ଦିଲ୍ଲୀ, ଏନସିଆରର ଅବସ୍ଥା ବିପଦଜ୍ଜନକ ସ୍ଥିତିକୁ ଆସିଛି । ଦୀପାବଳିରେ ବାଣ ଫୁଟାଇବା ବ୍ୟାନ୍ ହେବା ପରେ ବି ଲୋକମାନେ ଅଧିକ ବାଣ ଫୁଟାଇଲେ, ଫଳରେ ଦିଲ୍ଲୀ-ଏନସିଆର ଧୂଆଁମୟ ହୋଇ ଏକ କଳା ପରସ୍ତ ଜମା ହୋଇଛି । ଲୋକଙ୍କ ଆଖି ଜଳିବା ଓ ନିଶ୍ୱାସ ନେବାରେ ଅସୁବିଧା ଆଦି ସମସ୍ୟା ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଶନିବାର ଦିନ ପାଣିପାଗରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହି ସମସ୍ୟା […]

Continue Reading

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ିକୁ ଅଣ୍ଡାମାଡ଼, ସାଙ୍ଗରେ ଥିଲେ ବିଜେଡି ସାଙ୍ଗଠନିକ ସମ୍ପାଦକ

ଜୁନାଗଡ଼: କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ରାଜନୀତି ତୀବ୍ର ହେବାରେ ଲାଗିଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଉପରେ ଟାର୍ଗେଟ କରାଯାଉଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ଘଟଣା । ଜୁନାଗଡ଼ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରାଯାଇଛି । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ଦାସଙ୍କ ସହିତ ଯିବା ବେଳେ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି । ଉଭୟେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ […]

Continue Reading

୭୦ ବର୍ଷ ହେଲା ଏଠାରେ ହୋଇନି କାହାର ବି ମୃତ୍ୟୁ, ଜାଣନ୍ତୁ ଏହା ପଛରେ କଣ ରହିଛି ସତ୍ୟତା

 ନୂଆଦିଲ୍ଳୀ: ଦୁନିଆରେ ଅନେକ ପ୍ରକାର ରହସ୍ୟମୟୀ ସ୍ଥାନ ଓ କଥା ରହିଛି । ଯାହା ସମ୍ପର୍କରେ ଜାଣିବା ପରେ କେହି ବି ସହଜରେ ବିଶ୍ୱାସ କରିପାରନ୍ତି ନାହିଁ । ଏହି ଆଧାରରେ ଏପରି ଏକ ସ୍ଥାନ ରହିଛଇ ଯାହା ସମ୍ପର୍କରେ କହିବା ପରେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ଆଜି ଆମେ ଏପରି ଏକ ସ୍ଥାନ ସମ୍ପର୍କରେ କହିବାକୁ ଯାଉଛୁ ଯେଉଁଠାରେ ୭୦ ବର୍ଷ ହେଲା କାହାର ବି ମୃତ୍ୟୁ ହୋଇନାହିଁ । ଏଠାରେ […]

Continue Reading

ସରକାରୀ କର୍ମଚାରୀଙ୍କୁ ମିଳୁଥିବା ଏହି ସୁବିଧା କାଲିଠୁ ବନ୍ଦ, ଜାଣନ୍ତୁ ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ କଟକଣା ମଧ୍ୟ ଢ଼ିଲା ହୋଇଛି । କୋଭିଡ ସମୟରେ ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ସୁବିଧା ଏବେ ବନ୍ଦ ହେବାକୁ ଯାଉଛି । ଏହି ସୁବିଧାଗୁଡ଼ିକ ୮ ନଭେମ୍ବର ଅର୍ଥାତ୍ କାଲିଠାରୁ ବନ୍ଦ ହୋଇଯିବ । ଏଣିକି ସରକାରୀ କର୍ମଚାରୀମାନେ ଅଫିସରେ ପୂର୍ଣ୍ଣ ଡ୍ୟୁଟି ସମୟର ଉପସ୍ଥିତି ରେଜିଷ୍ଟର କରିବେ । ଉପସ୍ଥିତି ରେଜିଷ୍ଟର କରିବା ପାଇଁ କାଲିଠାରୁ ପୁଣି ବାୟୋମେଟ୍ରିକ ଆଟେଣ୍ଡାଣ୍ଟ ସିଷ୍ଟମ କାର୍ଯ୍ୟକାରୀ ହେବ । ବାୟୋମେଟ୍ରିକ […]

Continue Reading

ପୁରୀରେ ଲୋକାର୍ପିତ ହେଲା ସ୍ୱର୍ଗରଥ

ପୁରୀ: ପୁରୀରେ ଆଜି ଲୋକାର୍ପିତ ହେଲା ସ୍ୱର୍ଗରଥ । ସ୍ୱର୍ଗରଥକୁ ଲୋକାର୍ପିତ କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ପୁରୀ ପୌରାଞ୍ଚଳ ଓ ପୌରାଞ୍ଚଳ ସୀମାର ୧୦କିଲୋମିଟର ମଧ୍ୟରେ ଏହି ସେବା ଉପଲବ୍ଧ ହେବ। ମୃତଦେହକୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ଆଣିବା ନିମନ୍ତେ ଏହା ବାହାକଭାବେ କାର୍ଯ୍ୟ କରିବ। ପୌରାଞ୍ଚଳ ମଧ୍ୟରେ ସାତ ଶହ ଓ ପୌରାଞ୍ଚଳ ସୀମାର ୧୦ କିଲୋମିଟର ମଧ୍ୟରେ ୧୨ଶହ ଟଙ୍କା ଦେବାକୁ ହେବ। ଏଥିନିମନ୍ତେ ୦୬୭୫୨-୨୯୧୨୯୧ନମ୍ବରକୁ ଫୋନ୍ କରି ଏହି ସେବା ପାଇପାରିବେ। ଓଏମସି […]

Continue Reading

LPG ଦର ହ୍ରାସ ନେଇ କେନ୍ଦ୍ର ସରକାରଙ୍କୁ ଆନ୍ଦୋଳନର ଚେତାବନୀ ଦେଲେ ବିଜେଡି

ଭୁବନେଶ୍ୱର : ପେଟ୍ରୋଲ ଡିଜେଲ ଦର ହ୍ରାସ ପରେ ବିଜେଡି ରନ୍ଧନ ଗ୍ୟାସ ଦର ହ୍ରାସ କରିବା ପାଇଁ ଦାବି କରିଛି। ଏଥିପାଇଁ ବିଜେଡି କେନ୍ଦ୍ର ସରକାରଙ୍କୁ ୧୦ ଦିନ ସମୟ ଦେଇଛି । ୧୦ ଦିନ ମଧ୍ୟରେ ଏଲପିଜି ରେଟ୍ ହ୍ରାସ ନକଲେ ଆନ୍ଦୋଳନ କରାଯିବ ବୋଲି ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି।  ଯୁବ ବିଜେଡି ସଭାପତି ବ୍ୟାମକେଶ ରାୟ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି । ଦୀର୍ଘ ଦିନର ବ୍ୟବଧାନ […]

Continue Reading

କବିତା : ଦୀପାବଳି ୨୦୨୧

ଅଜିତ ମହାନ୍ତି  ଦୀପାବଳି ଏକ ଉଦାସ ସମୟର,ସମୟ, ଅନ୍ଧାରକୁ ଉଜେଇଁବାର,ବିଷାଦଚିରି ଜଙ୍ଗଲରେ ଆଶାଟିଏ ଥାପିବାରସମୟ ଅନ୍ତରକୁ ଚାହିଁବାର, ସମ୍ବେଦନାର, ସମୟ ଘେରା ବୁକୁଥରା ଯନ୍ତ୍ରଣାର।ସମୟ ସଂଯମର, ସମୟ ପ୍ରାୟଶ୍ଚିତ୍ତର,ସମୟ ସବୁଜ ଅଦେଖା ବିସ୍ଫୋଟକର,ବିବେକକୁ ଘାରୁଥିବା ନିଃଶବ୍ଦ ଆଲୋକର,ବଡବଡିଆଙ୍କୁ ଦେବାନାହିଁ କାଉଁରିଆ ଜାଳ, ଏକାନ୍ତରେ ଅନ୍ତରର ଦୀପଟିଏ ଜାଳିବା ସମୟ।ଖୁସିର ଦୀପାବଳି!!!ଅନ୍ତରରେ ଭରୁ ଚିରନ୍ତନସୁଖ ଓ ପ୍ରେମର ଆଲୋକ।

Continue Reading

ବାଣ ଭିଡ଼ୁଥିବାବେଳେ ହାତରେ ଫାଟିଲା ବାଣ, ଯୁବକ ଗୁରୁତର

ଢ଼େଙ୍କାନାଳ: ଦୀପାବଳିରେ ଅଘଟଣ। ହାତରେ ଫାଟିଲା ବାଣ। ଏହିଭଳି ଅଘଟଣ ଘଟିଛି ଢ଼େଙ୍କାନାଳ ଜିଲ୍ଲା ଯୋରନ୍ଦା ଅଞ୍ଚଳରେ। ଆହତ ଯୁବକ ଜଣକ ହେଲେ ଯୋରନ୍ଦା ଅଞ୍ଚଳର ଦିଗନ୍ତ ପ୍ରଧାନ। ସୂଚନା ଅନୁସାରେ, ଆଜି ସକାଳେ ଦିଗନ୍ତ ବାଣ ଭିଡ଼ୁଥିଲେ। ଏହି ସମୟରେ ବାଣ ତାଙ୍କ ହାତରେ ଫାଟିଯାଇଥିଲା। ଏଥିରେ ଦିଗନ୍ତଙ୍କ ମୁହଁ ଓ ହାତରେ ଗଭୀର ଆଘାତ ଲାଗିଛି। ଦିଗନ୍ତକୁ ଗୁରୁତର ଅବସ୍ଥାରେ ଢ଼େଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ […]

Continue Reading

ଅନୁବାଦ କବିତା : ଚିଲିକାରେ ସକାଳ

ମୂଳ ବଙ୍ଗଳା : ବୁଦ୍ଧଦେବ ବସୁ  ଆଜିର ଏଇ ସକାଳଏତେ ଭଲ ଲାଗୁଛି ଯେକହିବାକୁ ଭାଷା ନାହିଁ ମୋର ! ଆକାଶଟା କେତେ ନୀଳ ଓ ନିର୍ମଳକେତେ ପୁଣି ଅପୂର୍ବ ସୁନ୍ଦରମନେ ହୁଏ କେଉଁ ଏକ ଓସ୍ତାଦ କଣ୍ଠରଅବାଧ ଉନ୍ମୁକ୍ତ ସ୍ୱରଦିଗନ୍ତରୁ ଆଦିଗନ୍ତ ହୋଇଛି ବିସ୍ତାର। ଏଇ ଆକାଶର ବୁକୁକୁ ଅନାଇଁକେତେ ଭଲ ଲାଗୁଛି ସତରେଚାରିଦିଗର ଏଇ ସବୁଜ ପାହାଡ଼ଅଙ୍କା ବଙ୍କା କୁହୁଡ଼ିର ଧୂଆଁଆଉ ତା ମଝିରେ ଝିଲମିଲଏଇ ଚିଲିକାର ଜଳ। ତୁମେ ପାଖକୁ ଆସିଲଅଳ୍ପ ସମୟ […]

Continue Reading