ଦିଦିଙ୍କୁ ଝଟକା, ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତୃଣମୂଳ କଂଗ୍ରେସକୁ ଆଜି ଶକ୍ତ ଧକ୍କା ଲାଗିଛି । ନିର୍ବାଚନ ପରବର୍ତୀ ହିଂସାକାଣ୍ଡର ତଦନ୍ତ ସିବିଆଇକୁ ଦେବା ପାଇଁ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ଏସଆଇଟି ଗଠନ କରିବା ସହ ୬ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋଲକାତା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରାଜେଶ ବିଦଲଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର […]

Continue Reading

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ, ଶୁଭାରମ୍ଭ ହେବ ବିଜୁ କଲ୍ୟାଣ ସ୍ୱାସ୍ଥ୍ୟ ଯୋଜନା

ମାଲକାନଗିରି: ପ୍ରଥମେ ମାଲକାନଗିରି ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ସ୍ମାର୍ଟ କାର୍ଡ ବଣ୍ଟନ ହେବ । ଏଥିପାଇଁ ଆସନ୍ତକାଲି ମାଲକାନଗିରି ଗସ୍ତ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହା ପୂର୍ବରୁ ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଥିଲାବେଳେ ଭିଡ ଜମାଇଛନ୍ତି ବହୁ ହେଭିୱେଟ୍ ନେତା । ଜିଲ୍ଲାର ସଂସ୍କୃତି ଭବନରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭ଟି ବ୍ଲକ ଓ ୨ଟି ପୌରାଂଚଳରେ ରାଜ୍ୟର […]

Continue Reading

ସ୍ୱାମୀଙ୍କ ବଡ ବୟାନ, ଘାନିଙ୍କୁ ଭାରତ ଶରଣ ଦେବାର ଥିଲା !

ନୂଆଦିଲ୍ଲୀ: ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ତାଲିବାନ ଘଟଣାରେ ଭାରତର ପଦକ୍ଷେପ ନେଇ ମୁହଁ ଖୋଲିଛନ୍ତି । ତାଲିବାନ ଆଫଗାନିସ୍ତାନକୁ କବଜା କରିବା ପୂର୍ବରୁ ଭାରତ ରାଷ୍ଟ୍ରପତି ଅଶ୍ରଫ ଘନିଙ୍କୁ ନିମନ୍ତ୍ରଣ ଦେଇ ଶରଣ ଦେଇଥିଲେ ବୁଦ୍ଧିମାନର କାମ ହୋଇଥାନ୍ତା । ଆଗାମୀ ଦିନରେ ପିଓକେରେ ପାକିସ୍ତାନ ସହ ତାଲିବାନ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ ଉଚ୍ଚଶିକ୍ଷତ ଘନିଙ୍କ ଅଭିଜ୍ଞତା ଆମ କାମରେ ଲାଗିଥାନ୍ତା । ମୋଦି ସରକାର ଏ ନେଇ ଚିନ୍ତା କରିବା ଉଚିତ ବୋଲି […]

Continue Reading

ସ୍ଵାଭିମାନ ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ଲାଗିଲା ମାଓ ବିରୋଧୀ ପୋଷ୍ଟର। ଆନ୍ଧ୍ର କ୍ୟାଡର ମାଓନେତାଙ୍କ ଅତ୍ୟାଚାରକୁ ବିରୋଧ କରି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି । ବିଶେଷ କରି ସ୍ୱାଭିମାନ ଅଞ୍ଚଳରେ ସରକାରଙ୍କ ପକ୍ଷରୁ ଉନ୍ନୟନମୂଳକ କାର୍ଯ୍ୟ ଚାଲୁଥିବା ବେଳେ ମାଓବାଦୀମାନେ ଏହାକୁ ବିରୋଧ କରୁଥିବା ନଜିର ରହିଛି । ବହୁ ସମୟରେ ବିକାଶମୂୂୂଳକ କାମ ବାଧାପ୍ରାପ୍ତ ହେଉଛି। ଏଥିସହ ମାଓ ସଂଗଠନରେ ଅଣ ଓଡ଼ିଆ ମାଓ […]

Continue Reading

ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ରାଉରକେଲା : ରାଉରକେଲାରେ ବିଭିନ୍ନ ଉନ୍ନୟନୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭି.କେ ପାଣ୍ଡିଆନ୍ । ଗସ୍ତ ଅବସରରେ ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ, ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ, ଫୁଟବଲ‌୍‍ ଖେଳ ସହ ଆଥ‌୍‍ଲେଟିକ୍ସ ପାଇଁ ନିର୍ମାଣାଧୀନ ବିର୍ସା ମୁଣ୍ଡା ଷ୍ଟାଡିୟମ ସହିତ ସାଇନ୍ସ ପାର୍କ ଏବଂ ପ୍ଲାନେଟାରିୟମ‌୍‍ କାର୍ଯ୍ୟ ବୁଲି ଦେଖିଛନ୍ତି ମୁଖ୍ୟ ଶାସନ ସଚିବ ଓ 5T ସଚିବ […]

Continue Reading

ପଞ୍ଜଶେରରେ ଏକତ୍ର ହେଉଛନ୍ତି ତାଲିବାନ ବିରୋଧୀ, ହାତମୁଠାକୁ ନେଲେ ଚାରିକାର

ପଞ୍ଜଶିରା: ଆଫଗାନିସ୍ତାନକୁ ତାଲିବାନ ଅକ୍ତିଆର କରିଥିଲେ ମଧ୍ୟ ଏବେ ପଞ୍ଜଶେରକୁ ନେଇ ଆଲୋଚନା ଜୋର ଧରିଛି । ପୂର୍ବ ରାଷ୍ଟ୍ରପତି ଅମରୁହ୍ଲା ସାଲେହ ନିଜକୁ ରାଷ୍ଟ୍ରପତି ଘୋଷଣା କରିବା ପରେ ତାଙ୍କ ସମର୍ଥନ ବୃଦ୍ଧି ପାଇଛି । ସାଲେହଙ୍କ ବ୍ୟତୀତ ଆଫଗାନିସ୍ତାନ ୱାର ଲଡ କୁହାଯାଉଥିବା ଜେନରାଲ ଅବଦୁଲ ରଶିଦ ଦୋସ୍ତମ, ଅତାର ମହମ୍ମଦ ନୁରଙ୍କ ସୈନିକ ଓ ଅହମ୍ମଦ ମସୁଦଙ୍କ ସୈନ୍ୟ ଏଥିରେ ସାମିଲ ହୋଇ ସାରିଛନ୍ତି । ପଞ୍ଜଶେରରେ ମିଳିତ ଭାବେ ସେମାନେ ନଦର୍ଣ୍ଣ […]

Continue Reading

ବ୍ରହ୍ମପୁରରେ ଟଙ୍କା ଗାଡି ଅପହରଣ, ୨୪ ଲକ୍ଷ ଟଙ୍କା ଲୁଟ୍

ବ୍ରହ୍ମପୁର : ବ୍ରହ୍ମପୁରରେ ଡ୍ରାଇଭରକୁ ନିଶା ନେଇ ଟଙ୍କା ଭର୍ତ୍ତି ଗାଡି ନେଇଗଲେ ଲୁଟେରା । ବଡବଜାର ଥାନା ନିକଟସ୍ଥ ଏଟିଏମରେ ଟଙ୍କା ଭର୍ତ୍ତି ସମୟରେ ଗାଡି ଧରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ଗାଡିକୁ ପୋଲିସ ଠାବ କରିଥିବା ବେଳେ, ଗାଡିରୁ ୨୪ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି । ଆଜି ଏଟିଏମରେ ଟଙ୍କା ଭରିବାକୁ ଏଜିଏସ ସଂସ୍ଥା ଯାଇଥିଲା । ଗାଡିରେ ୨୬ ଲକ୍ଷ ଟଙ୍କା ଥିଲା । ଡ୍ରାଇଭର ସହ ସିକ୍ୟୁରିଟି ଗାର୍ଡ […]

Continue Reading

ସ୍ୱରାଙ୍କ ସ୍ୱର ପୁଣି ବିଗିଡିଲା, ଟ୍ରେଣ୍ଡ ହେଲା ଆରେଷ୍ଟ ସ୍ୱରା ଭାସ୍କର

ନୂଆଦିଲ୍ଲୀ: ବିବାଦୀୟ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ସ୍ୱର ଆଜି ପୁଣି ବିଗିଡିଛି । ତାଲିବାନଙ୍କୁ ହିନ୍ଦୁତ୍ୱ ସହ ତୁଳନା କରି ସେ ଏବେ ସୋସିଆଲ ସାଇଟରେ ଟ୍ରୋଲ ହେଉଛନ୍ତି । ଏପରିକି ଆରେଷ୍ଟ ସ୍ୱରା ଭାସ୍କର ଏବେ ଟ୍ରେଣ୍ଡ କରିବାରେ ଲାଗିଛି । ଆଫଗାନିସ୍ତାନର ବର୍ତମାନ ପରିସ୍ଥିତି ନେଇ ସେ ଟୁଇଟ କରିଥିଲେ ଯେ, ଆମେ ହିନ୍ଦୁତ୍ୱ ଆତଙ୍କ ସହିତ ଠିକ ଭାବେ ରହି ପାରୁ ନାହିଁ । ଅଥଚ ତାଲିବାନ ଆତଙ୍କ ନେଇ ଆଶ୍ଚର୍ଯ୍ୟଚକିତ […]

Continue Reading

ସିଙ୍ଗଲ୍‌ ଡୋଜ ଟିକା କୋଭିଡ ସଂକ୍ରମଣରୁ ସାମାନ୍ୟ ସୁରକ୍ଷା ଦେଇଥାଏ; ରିପୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ଗଙ୍ଗା ରାମ ହସପିଟାଲ ଦ୍ବାରା କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ ଡେଲଟା ଭାରିଆଣ୍ଟ ବୃଦ୍ଧି ସମୟରେ ସିଙ୍ଗଲ୍‌ ଡୋଜ ଟିକା କରୋନାରୁ ସୁରକ୍ଷା ପ୍ରଦାନ କରିବାରେ ସେତେଟା ସଫଳ ହୋଇନାହିଁ। ସିଙ୍ଗଲ୍‌ ଡୋଜ ଟିକା କୋଭିଡ ସଂକ୍ରମଣରୁ ସାମାନ୍ୟ ସୁରକ୍ଷା ଦେଇଥାଏ ବୋଲି ନୂତନ ଅଧ୍ୟୟନରୁ ଜଣାପଡିଛି। ଅଧ୍ୟୟନରୁ ଜଣାପଡିଛି ଯେ କୋଭିଡ-୧୯ ମୃତ୍ୟୁକୁ ଏଡାଇବାରେ ୨ଟି ଡୋଜ କୋଭିଶିଲ୍ଡ ଟିକା ୯୭% ପ୍ରଭାବଶାଳୀ ଅଟେ। “ନିକଟରେ ଭାରତରେ ଚିହ୍ନଟ ହୋଇଥିବା ଡେଲଟା ଭାରିଆଣ୍ଟ […]

Continue Reading

ଜାତୀୟ ପତାକା ଧରି ପ୍ରଦର୍ଶନ କରୁଥିବା ବିକ୍ଷୋଭକାରୀଙ୍କ ଉପରେ ତାଲିବାନଙ୍କ ଗୁଳିମାଡ

କାବୁଲ: ତାଲିବାନରେ ଆଜି ଜାତୀୟ ପତାକା ଧିରି ବିକ୍ଷୋଭ କରୁଥିବା ପ୍ରଦର୍ଶନକାରୀଙ୍କ ଉପରେ ତାଲିବାନମାନେ ଗୁଳିମାଡ କରିଛନ୍ତି । ଗୁଳିମାଡରେ ନିହତ ଓ ଆହତଙ୍କ ସମ୍ପର୍କରେ କୌଣସି ତଥ୍ୟ ହସ୍ତଗତ ହୋଇ ନାହିଁ । ଏହି ଘଟଣାର ରିପୋର୍ଟିଂ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ବି ତାଲିବାନମାନେ ଆକ୍ରମଣ କରିଥିଲେ । ବିକ୍ଷୋଭକାରୀମାନେ ଆଫଗାନିସ୍ତାନର ଜାତୀୟ ପତାକାକୁ ନ କାଢ଼ିବା ପାଇଁ ଦାବୀ କରୁଥିଲେ । ଏଥିରେ ସେନାର ପୋଷାକ ପରିଧାନ କରିଥିବା ତାଲିବାନମାନେ କ୍ଷୁବ୍ଧ ହୋଇ […]

Continue Reading