ଭାରତ ପାଇଁ ତୃତୀୟ ସ୍ୱର୍ଣ୍ଣ ଜିତିଲେ କୋମଲ

ନୂଆଦିଲ୍ଲୀ: ଭାରତ ପାଇଁ ତୃତୀୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ହରିୟାଣାର କୋମଲ୍ । ଯୁବ ଭାରତୀୟ କୁସ୍ତିଯୋଦ୍ଧା କୋମଲ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପୂର୍ବରୁ ଯୁବ ରେସଲର ପ୍ରିୟ ମଲିକ ଏବଂ ତନ୍ନୁ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହି ସ୍ୱର୍ଣ୍ଣ ପଦକ ସହିତ ଭାରତ ୧୩୯ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ପହଞ୍ଚିଥିବା ବେଳେ ଆମେରିକା ୧୪୯ ପଏଣ୍ଟ ସହିତ ସ୍ୱର୍ଣ୍ଣ ପଦକ ବଜାୟ ରଖିଛି । ହଙ୍ଗେରୀର […]

Continue Reading

ଆଇପିଏଲ ଫେଜ-୨ର କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ

ଦୁବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ରବିବାର ଆଇପିଏଲ ୨୦୨୧ର ଫେଜ-୨ କାର୍ଯ୍ୟସୂଚୀ ଘୋଷଣା କରିଛି । ବଳକା ୩୧ ମ୍ୟାଚ ୧୯ ସେପ୍ଟମ୍ବରରୁ ୟୁଏଇରେ ଖେଳାଯିବ । ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ ମୁକାବିଲାରୁ ଏହା ଆରମ୍ଭ ହେବ । ୩୧ ମ୍ୟାଚରୁ ଦୁବାଇରେ ୧୩, ଶାରଜାରେ ୧୦ ଓ ଆବୁଧାବିରେ ୮ ମ୍ୟାଚ ଖେଳାଯିବ । ଲିଗ ପର୍ଯ୍ୟାୟର ଅନ୍ତିମ ମ୍ୟାଚ ଅକ୍ଟୋବର ୮ରେ ବାଙ୍ଗାଲୋର ଓ ଦିଲ୍ଲୀ ମଧ୍ୟରେ ଖେଳାଯିବ […]

Continue Reading

ସୁନ୍ଦରଗଡ଼ ଜିଲ୍ଲାରେ ମହିଳା ଏସଏଚିଜିଙ୍କୁ ନୂଆ ଦାୟିତ୍ବ, ଖରିଫ୍ ଧାନ ସଂଗ୍ରହ କରିବେ ୮ ଏସଏଚଜି

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ କେବଳ ପାରମ୍ପରିକ ସାମଗ୍ରୀ ପ୍ରସ୍ତୁତିରେ ସୀମିତ ହୋଇ ରହି ନାହାନ୍ତି । ସେମାନଙ୍କୁ ବିଭିନ୍ନ ଦାୟିତ୍ବ ଦିଆଯାଇ ସଶକ୍ତ କରାଯାଉଛି । ଏ କ୍ଷେତ୍ରରେ ଏସଏଚଜି ମହିଳାଙ୍କୁ ଆଉ ପାଦେ ଆଗକୁ ନେବା ପାଇଁ ଜିଲ୍ଲା ପ୍ରଶାସନ ସେମାନଙ୍କ ହାତରେ ପ୍ରଥମଥର ଧାନ ସଂଗ୍ରହର ଦାୟିତ୍ବ ଦେଇଛି । ୨୦୨୧-୨୨ ବର୍ଷ ପାଇଁ ଜିଲ୍ଲାର ୭ଟି ବ୍ଲକ ଅଧୀନ ୮ଟି ଗ୍ରାମ ପଞ୍ଚାୟତରେ ସେମାନେ […]

Continue Reading

କାଲିଠୁ ଦିଲ୍ଲୀରେ ଖୋଲିବ ମଲ୍ଟିପ୍ଲେକ୍ସ, ସିନେମା ହଲ୍

ନୂଆଦିଲ୍ଲୀ : ଆସନ୍ତାକାଲିଠୁ ଦିଲ୍ଲୀରେ ଖୋଲିବ ମଲ୍ଟିପ୍ଲେକ୍ସ, ସିନେମା ହଲ୍ । ୫୦ ପ୍ରତିଶତ ଦର୍ଶକରେ ସିନେମା ହଲ୍ ଖୋଲିବାକୁ ଅନୁମତି ଦିଆଯାଇଛି । ସେହିପରି ଶହେ ପ୍ରତିଶତ ସିଟିଂ କାପାସିଟିରେ ଚାଲିବ ମେଟ୍ରୋ । ହେଲେ ମେଟ୍ରୋରେ କୌଣସି ବ୍ୟକ୍ତି ଠିଆ ହୋଇ ଯାଇପାରିବେ ନାହିଁ ବୋଲି ଗାଇଡଲାଇନ ଜାରି କରିଛନ୍ତି ଦିଲ୍ଲୀ ସରକାର । ଡିଡିଏମଏ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡ ଲାଇନ ଅନୁସାରେ, ଆସନ୍ତାକାଲି ଠାରୁ ଶହେ ପ୍ରତିଶତ ବସିବା କ୍ଷମତାରେ […]

Continue Reading

କାଲି ଖୋଲିବ ସ୍କୁଲ, ପାଠପଢ଼ିବେ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲା

ଭୁବନେଶ୍ବର : ଆସନ୍ତାକାଲି ଖୋଲିବ ସ୍କୁଲ । ପାଠ ପଢ଼ିବେ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲା । ଏନେଇ ସବୁ ପ୍ରସ୍ତୁତି ସରିଛି । କିପରି ଗାଇଡଲାଇନ୍ ଅନୁସାରେ ସ୍କୁଲ ଖୋଲିବ, ସେନେଇ ଜିଲ୍ଲାପାଳଙ୍କ ସହ ଡିଇଓ ଓ ବିଇଓଙ୍କ ବୈଠକ ଅନୁଷ୍ଠିତ ହୋଇଛି । ସ୍କୁଲରେ ସାନିଟାଇଜର, ଥର୍ମାଲ ସ୍କାନିଂ ଓ ପାଣି ବ୍ୟବସ୍ଥା କରିବା ବାଧ୍ୟତାମୂଳକ । ତୁରନ୍ତ ସ୍କୁଲରେ କିପରି ହୋଇଛି ବନ୍ଦୋବସ୍ତ, ସେଥିପାଇଁ ଡିଇଓ ଓ ବିଇଓଙ୍କୁ ସ୍କୁଲ ପରିଦର୍ଶନ […]

Continue Reading

ହକିରେ ଭାରତ ହାରିଲା: ମେରୀ କମ୍‌, ମନିକାଙ୍କ କମାଲ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଏ ପର୍ଯ୍ୟନ୍ତ ପ୍ରଦର୍ଶନ ବିଚାରକୁ ନେଲେ ମହିଳା ଖେଳାଳିମାନେ ସମ୍ମାନ ରଖିଛନ୍ତି । ହକିରେ ଭାରତୀୟ ପୁରୁଷ ଦଳ ଶୋଚନୀୟ ଭାବେ ଅଷ୍ଟ୍ରେଲିଆ ନିକଟରୁ ୧-୭ରେ ପରାଜିତ ହୋଇଛି । ଟିମ ବ୍ରାଣ୍ଡ, ଜୋଶୁଆ ବେଲ୍ଟଜ, ଡାନିଏଲ ଜେମ୍ସ, ଫ୍ଲାୟନ ଆଣ୍ଡ୍ର‌୍ୟୁ, ଜେରେମି ଥମାସ, ବ୍ଲାକ ଗୋଭର୍ସ ଅଷ୍ଟ୍ରେଲିଆ ପକ୍ଷରୁ ଗୋଲ ସ୍କୋର କରିଥିବା ବେଳେ ଭାରତ ତରଫରୁ ଦିଲପ୍ରୀତ ସିଂ ଏକମାତ୍ର ଗୋଲଟି ଦେଇଥିଲେ । ମେରୀ କମ୍ ଜିତିଲେ: ମହିଳା ବକ୍ସିଂରେ […]

Continue Reading

ଆଥିୟାଙ୍କୁ କ୍ଷମା ମାଗିଲେ ସଲ୍‌ମାନ

ନୂଆଦିଲ୍ଲୀ: ବଲିଉଡର ସୁପରଷ୍ଟାର ସଲମାନ ଖାନ ନିକଟରେ ତାଙ୍କ ଭାଇ ଅରବାଜ ଖାନଙ୍କ ଟକ୍ ସୋ – ପିଞ୍ଚ ୨ରେ ଯୋଗାଦେଇଥିଲେ। ଏବଂ ତାଙ୍କ ବିଷୟରେ ପ୍ରଚାର ହେଉଥିବା ଗୁଜବ ବିଷୟରେ କହିଥିଲେ। ଆକର୍ଷଣୀୟ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ। ଗୋଟିଏ ପର୍ଯ୍ୟାୟରେ ଅରବାଜ ଖାନ ସଲମାନଙ୍କୁ ଇନଷ୍ଟାଗ୍ରାମରେ ଅନୁସରଣ କରିଥିବା ଲୋକମାନଙ୍କ ବିଷୟରେ ପଚାରିଥିଲେ ଏବଂ କ୍ୟାଟ୍ରିନା କୈଫ, ଆଥିଆ ଶେଟ୍ଟୀ ଏବଂ ସଂଗୀତା ବିଜ୍‌ଲାନୀ ମଧ୍ୟରୁ ସେ କାହାକୁ ଇନଷ୍ଟାଗ୍ରାମରେ ଅନୁସରଣ କରୁନାହାଁନ୍ତି ବୋଲି […]

Continue Reading

ଡେବ୍ୟୁ ଫିଲ୍ମ ପାଇଁ ପ୍ରସ୍ତୁତ ହରଭଜନ ସିଂ

ମୁମ୍ବାଇ: ପୂର୍ବତନ କ୍ରିକେଟର ହରଭଜନ ସିଂ ପ୍ରଥମ ଥର ପାଇଁ ଫିଲ୍ମ ଦୁନିଆରେ ପାଦ ଦେବାକୁ ଯାଉଛନ୍ତି। ତାଙ୍କ ଅଭିନୀତ ପ୍ରଥମ ଫିଲ୍ମ ହେଉଛି ‌‘ଫ୍ରେଣ୍ଡସିପ୍’। ଫିଲ୍ମର ସୁଟିଂ ବି ଶେଷ ହୋଇ ସାରିଲାଣି। ଏହି ଚଳଚ୍ଚିତ୍ରର ନିର୍ମାତା କିରଣ ରେଡ୍ଡୀ ମାନ୍ଦାଦି ହରଭଜନଙ୍କ ଫିଲ୍ମ ସୁଟିଂ ଶେଷ ହେବା ନେଇ ତାଙ୍କ ପ୍ରଶଂସକଙ୍କୁ ଅବଗତ କରାଇଛନ୍ତି। ଏହାଛଡା ସିନେମା ପାଇଁ ଖୁବ୍‌ ଶୀଘ୍ର ହରଭଜନ ତାଙ୍କ ଡବିଂ ମଧ୍ୟ ଆରମ୍ଭ କରିବେ ବୋଲି ମଧ୍ୟ ନିର୍ମାତା […]

Continue Reading

କୋଭିଡ୍‌-୧୯ ମଧୁମେହ ରୋଗର ଏକ ନୂଆ ତରଙ୍ଗ ଆଣିପାରେ; ରିପୋର୍ଟ

ନ୍ୟୁୟର୍କ: ମଧୁମେହ ରୋଗ ବା ମଧୁମେହ ରୋଗରେ ପୀଡ଼ିତ ରୋଗୀଙ୍କ ଲାଗି କରୋନା ବେଶି ମାରାତ୍ମକ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଏହି ରୋଗୀମାନେ କରୋନା ସଂକ୍ରମିତ ହେଲେ ପୁଣି ଥରେ ଆରୋଗ୍ୟ ଲାଭ କରିବା ଅତ୍ୟନ୍ତ କଷ୍ଟକର। ମଧୁମେହ ରୋଗୀଙ୍କଠାରେ କରୋନାର ବିପଦ ଅଧିକ ରହିଛି। ବୋଷ୍ଟନ୍ ଶିଶୁ ହସ୍ପିଟାଲ୍‌ ଅନୁସନ୍ଧାନକାରୀମାନେ ମାର୍ଚ୍ଚରୁ ମେ ୨୦୨୦ ପର୍ଯ୍ୟନ୍ତ ଇଟାଲୀର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୫୫୧ ଜଣଙ୍କ କରୋନା ରୋଗୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା। ଏମାନଙ୍କ […]

Continue Reading

ସୁଟିଂରେ ସୌରଭଙ୍କ ଅଲିମ୍ପିକ୍ସ ପଦକ ଆଶା ଧୂଳିସାତ୍

ଟୋକିଓ: ୧୦ ମିଟର ଏୟାର ପିସ୍ତଲ ସୁଟିଂରେ ଭାରତର ପଦକ ଆଶା ଧୂଳିସାତ ହୋଇଛି । ଫାଇନାଲରେ ପଦକ ଆଣିବାରେ ବିଫଳ ହୋଇଛନ୍ତି ଭାରତର ସୌରଭ ଚୌଧୁରୀ । ସେ ୭ ନମ୍ବରରେ ରହିଥିଲେ । କ୍ୱାଲିଫିକେସନ୍ ରାଉଣ୍ଡରେ ଭଲ ପ୍ରଦର୍ଶନ ସହ ଏକ ନମ୍ବର ସ୍ଥାନରେ ଥିଲେ ସୌରଭ । ତେଣୁ ସେ ପଦକ ଭେଟି ଦେବେ ବୋଲି ଆଶା କରାଯାଉଥିଲା । ସୌରଭ ୬ ସିରିଜ କ୍ୱାଲିଫାଇଂ ରାଉଣ୍ଡରେ ୬୦୦ରୁ ୫୮୬ ପଏଣ୍ଟ ହାସଲ କରି […]

Continue Reading