ରାଜ୍ୟରେ ଟିକାକରଣ ବାବଦରେ ପିଏମ୍-ସିଏମ୍ ବୈଠକରେ ନୂଆ ପ୍ରସ୍ତାବ ରଖିଲେ ନବୀନ, ଜାଣନ୍ତୁ କ’ଣ କହିଲେ
ଭୁବନେଶ୍ୱର: ଆଜିର ପିଏମ-ସିଏମ ବୈଠକରେ ଯୋଗଦେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ରାଜ୍ୟର ଉପକୂଳ ଅଞ୍ଚଳରେ ଏବେ ବି କରୋନା ସଂକ୍ରମଣ ବଢ଼ୁଥିବାରୁ ଟିକା କୋଟା ବୃଦ୍ଧି କରିବାକୁ ନବୀନ କହିଛନ୍ତି । ୩ୟ ଲହରରେ ପିଲାମାନେ ସଂକ୍ରମଣ ହେବାର ଆଶଙ୍କା ରହିଥିବାରୁ ୧୨ରୁ ୧୮ ବର୍ଷର ପିଲାମାନଙ୍କ ଟିକାକରଣ ବ୍ୟବସ୍ଥା କରାଯିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ଏହାଛଡ଼ା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ଘରୋଇ ହସ୍ପିଟାଲଗୁଡ଼ିକୁ ପ୍ରଦାନ କରାଯାଉଥିବା […]
Continue Reading
