ପ୍ରେରଣାଦାୟୀ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଦେଶବାସୀଙ୍କୁ ମୋଦୀଙ୍କ ଆହ୍ୱାନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଦେଶବାସୀଙ୍କୁ ତୃଣମୂଳ ସ୍ତରରେ ଅତୁଳନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ପଦ୍ମ ପୁରସ୍କାର ନାମାଙ୍କନ ପଠାଇବାକୁ କହିଛନ୍ତି। “ଭାରତରେ ଅନେକ ଦକ୍ଷ ବ୍ୟକ୍ତି ଅଛନ୍ତି, ଯେଉଁମାନେ ତୃଣମୂଳ ସ୍ତରରେ ନିଃସ୍ବାର୍ଥପର ଭାବେ କାର୍ଯ୍ୟ କରୁଛନ୍ତି। ଆପଣ ଏପରି ପ୍ରେରଣାଦାୟକ ଲୋକଙ୍କୁ ଜାଣିଛନ୍ତି କି? #PoplesPadma ପାଇଁ ଆପଣ ସେମାନଙ୍କୁ ମନୋନୀତ କରିପାରିବେ। ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ନାମାଙ୍କନ ଖୋଲା ରହିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି
Continue Reading
