ନକଲି ଟିକା ନେଇ ସାଂସଦ ମିମି ଚକ୍ରବର୍ତ୍ତୀ ଅସୁସ୍ଥ
କୋଲକାତା: ନକଲି ଟିକା ଟିଏମ୍ସି ସାଂସଦ ମିମି ଚକ୍ରବର୍ତ୍ତୀ ଅସୁସ୍ଥ। ଏକ ଶିବିରରେ ନକଲି କରୋନା ଟିକା ନେବା ପରେ ସାଂସଦ ମିମି ଚକ୍ରବର୍ତ୍ତୀ ଅସୁସ୍ଥ ହୋଇପଡିଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ନକଲି ଟିକାକରଣର ଚାରି ଦିନ ପରେ ସାଂସଦ ଅସହଜ ଅନୁଭବ କରିଥିଲେ। ଏହାପରେ ତାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ପ୍ରାରମ୍ଭିକ ଯାଞ୍ଚ ପରେ ସାଂସଦଙ୍କୁ ଘରେ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ କୁହାଯାଇଛି।
Continue Reading
