ଲମ୍ବା କେଶ ପାଇଁ ଜେଲ୍ ଗଲେ ଏହି କଳାକାର
ନୂଆଦିଲ୍ଲୀ: ଲମ୍ବା କେଶ ପାଇଁ ଜେଲ୍ ଗଲେ କଳାକାର। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ। କିନ୍ତୁ ଏହା ସତ। ପାକିସ୍ତାନର ଜଣେ କଳାକାର ଅବୁଜାର ମଧୁଙ୍କୁ ତାଙ୍କ ଲମ୍ବା କେଶ ଯୋଗୁ ଗିରଫ ହୋଇଥିଲେ। ଲାହୋରରେ ପୋଲିସ ତାଙ୍କୁ ଗିରଫ କରିଥିଲା ଏବଂ ତାଙ୍କୁ ଜେଲରେ ଗୋଟିଏ ରାତି କଟାଇବାକୁ ପଡ଼ିଥିଲା। ଏ ଖବର ତାଙ୍କର ଜଣେ ବନ୍ଧୁ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି। “ଅବୁଜାର ଜଣେ କଳାକାର ଏବଂ ଶିକ୍ଷକ ମଧ୍ୟ। ସେ କଲମା ଚୌକ୍ […]
Continue Reading
