ନାରଦା ଷ୍ଟିଙ୍ଗ୍ ମାମଲା; ଗୃହବନ୍ଦୀ ହୋଇ ରହିବେ ଗିରଫ ଟିଏମ୍ସି ନେତା
କୋଲକାତା: ନାରଦା ଷ୍ଟିଙ୍ଗ ମାମଲାରେ ଦୁଇ ବଙ୍ଗୀୟ କ୍ୟାବିନେଟ ମନ୍ତ୍ରୀ ଫିରହାଦ୍ ହାକିମ ଏବଂ ସୁବ୍ରତ ମୁଖାର୍ଜୀ ଏବଂ ଦୁଇ ପୂର୍ବତନ ମନ୍ତ୍ରୀ ମଦନ ମିତ୍ର ଏବଂ ସୋଭାନ ଚାଟାର୍ଜୀଙ୍କୁ ଶୁକ୍ରବାର ଦିନ କଲିକତା ହାଇକୋର୍ଟ ଗୃହ ବନ୍ଦୀ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଦିନ ହାଇ ଡ୍ରାମା ପରେ ବଙ୍ଗଳାର ତିନିଜଣ ବରିଷ୍ଠ ଟିଏମସି ନେତା ଫରହାଦ୍ ହାକିମ, ସୁବ୍ରତ ମୁଖାର୍ଜୀ ଏବଂ ମଦନ ମିତ୍ରଙ୍କ ସହ ପୂର୍ବତନ ମେୟର ସୋଭାନ ଚାଟାର୍ଜୀଙ୍କୁ ଗିରଫ […]
Continue Reading
