କରୋନାରେ ଆଖି ବୁଜିଲେ ଆଉ ଜଣେ ସାମ୍ବାଦିକ, ଦ୍ୱିତୀୟ ଲହରରେ ଗଲାଣି ୨୫ ଯୋଦ୍ଧାଙ୍କ ଜୀବନ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଥମୁ ନଥିବା ବେଳେ ସମ୍ମୁଖ ଯୋଦ୍ଧା ପ୍ରାଣ ହରାଉଛନ୍ତି । ଆଜି ଗୋଟିଏ ଦିନରେ କରୋନାରେ ଆଖି ବୁଜିଛନ୍ତି ତିନି ତିନି ଜଣ ସାମ୍ବାଦିକ । ଗଞ୍ଜାମ ଜିଲ୍ଲାରୁ ଆଉ ଜଣେ ସାମ୍ବାଦିକ କରୋନାରେ ପ୍ରାଣ ହରାଇଛନ୍ତି । ଗୋଟିଏ ଦିନରେ ଯାଜପୁର ବଡ଼ଚଣାରେ ଏକାମ୍ର ଚିଭିରେ କାର୍ଯ୍ୟରତ ରତିକାନ୍ତ ବଳ, ବଲାଙ୍ଗିର ପାଟଣାଗଡ଼ରେ ଦୈନିକ ପ୍ରଗତିବାଦୀରେ କାର୍ଯ୍ୟ କରୁଥିବା କୈଳାସ ଚନ୍ଦ୍ର ସାହୁ ଓ ବ୍ରହ୍ମପୁରରେ ଓଡ଼ିଶା ଭାସ୍କର/କଳିଙ୍ଗ ଦର୍ପଣରେ କାର୍ଯ୍ୟ […]
Continue Reading
