ଖୁବ୍ ଶୀଘ୍ର ରାଜଧାନୀର ଘରୋଇ ହସ୍ପିଟାଲ୍ରେ ଆରମ୍ଭ ହେବ ଟିକାକରଣ
ଭୁବନେଶ୍ୱର: ଏଣିକି ରାଜଧାନୀର ଘରୋଇ ହସ୍ପିଟାଲ୍ରେ ବି ଦିଆଯିବ କରୋନା ଟିକା। ମେ ୧୯ ପରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ କୋଭାକ୍ସିନକୁ ଘରୋଇ ଡାକ୍ତରଖାନାକୁ ପ୍ରଦାନ କରିବ। ଏ ନେଇ ବିଏମ୍ସ କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ଏହି ଟିକା ୧୮ରୁ ୪୪ ଏବଂ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ହେବ ବୋଲି ବିଏମସି କମିଶନର କହିଛନ୍ତି। କମିଶନର ସୂଚନା ଦେଇଛନ୍ତି ଯେ ରାଜ୍ୟ ସରକାର କୋଭାକ୍ସିନ୍ର ୧.୫ ଲକ୍ଷ ଡୋଜ ବଣ୍ଟନ […]
Continue Reading
