କରୋନା କବଳରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପରିବାର
ମୁମ୍ବାଇ: କରୋନା କବଳରୁ ବାଦ୍ ପଡିନି ବଲିଉଡ ଜଗତ। ଏଭଳି ସମୟରେ ଶିଳ୍ପା ସେଟ୍ଟୀଙ୍କ ସମେତ ତାଙ୍କ ପୂରା ପରିବାର ମଧ୍ୟ ଶୁକ୍ରବାର ଦିନ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ସମ୍ପର୍କରେ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଶିଳ୍ପା ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିବା ସହ ଲେଖିଛନ୍ତି ଗତ ୧୦ ଦିନ ହେବ ଆମ ପରିବାର କଷ୍ଟ ଭୋଗୁଛୁ। ପ୍ରଥମେ ମୋ ଶାଶୁ ଓ ଶ୍ବଶୁର କୋଭିଡ ସଂକ୍ରମିତ ହୋଇଥିଲେ। ପରେ […]
Continue Reading
