ଭୁବନେଶ୍ୱର କ୍ଲବ ସଭାପତି ହୋଇଛନ୍ତି ଅସିତ ତ୍ରିପାଠୀ
ଭୁବନେଶ୍ୱର: ଭୁବନେଶ୍ୱର କ୍ଲବ ସଭାପତି ହୋଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ୮୫୮ ଖଣ୍ଡ ଭୋଟରେ ସେ ବିଜୟୀ ହୋଇଛନ୍ତି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଥିବା ଆଇଏଏସ ଅସିତ ତ୍ରିପାଠୀ ଲଗାତର ଦ୍ୱିତୀୟ ଥର ପାଇଁ କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରତିପକ୍ଷ ସତ୍ୟପ୍ରକାଶ ନନ୍ଦଙ୍କୁ ୬୬୯ ଖଣ୍ଡ ଭୋଟରେ ହରାଇ ଅସିତ୍ ତ୍ରିପାଠୀ ବିଜୟୀ ହୋଇଛନ୍ତି । ସତ୍ୟପ୍ରକାଶଙ୍କୁ ମୋଟ୍ ୧୮୯ ଖଣ୍ଡ ଭୋଟ ମିଳିଛି । […]
Continue Reading
