ଅର୍ବାନ ନକ୍ସଲମାନେ ସର୍ଦ୍ଦାର ସରୋବର ଡ୍ୟାମ ପ୍ରକଳ୍ପକୁ ଅଟକାଇ ରଖିଥିଲେ: ମୋଦି
ନୂଆଦିଲ୍ଲୀ: ପୁଣି ଥରେ ଅର୍ବାନ ନକ୍ସଲ କହି ବାମପନ୍ଥୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଆଜି କହିଛନ୍ତି ଯେ, ଦୀର୍ଘ ଦିନ ଧରି ଅର୍ବାନ ନକ୍ସଲ ଓ ବିକାଶ ବିରୋଧୀ ତତ୍ୱମାନେ ଗୁଜରାଟର ନର୍ମଦା ନଦୀ ଉପରେ ସର୍ଦ୍ଦାର ସରୋବର ଡ୍ୟାମ ନିର୍ମାଣକୁ ବହୁ ବର୍ଷ ଧରି ଅଟକାଇ ରଖିଥିଲେ। ନିଜର ରାଜନୈତି ସ୍ୱାର୍ଥର ଅଭିସଦ୍ଧି ରଖି ଏମାନେ ପରିପେଶ ପ୍ରଦୂଷଣକୁ ଆଳ କରି ସର୍ଦ୍ଦାର ସରୋବର ଡ୍ୟାମ ନିର୍ମାଣ କାର୍ଯ୍ୟକୁ ପ୍ରତିରୋଧ କରି […]
Continue Reading
