ସଂସଦ ଭବନ ଉଡାଇବା ଧମକ ଦେଇଥିବା ପୂର୍ବତନ ବିଧାୟକ ଗିରଫ

ଭୋପାଳ: ମଧ୍ୟପ୍ରଦେଶର ପୂର୍ବତନ ବିଧାୟକ କିଶୋର ସମରିତେଙ୍କୁ ପୋଲିସ ଗିରଫ କରିଛି । କିଶୋର ନୂତନ ଭାବେ ନିର୍ମିତ ସଂସଦ ଭବନ (ସେଂଟ୍ରାଲ ଭିସ୍ତା) ଉଡେଇଦେବେ ବୋଲି ଧମକ ଦେଇଥିଲେ । ସେ ଲୋକସଭା-ରାଜ୍ୟସଭା ସିକ୍ୟୁରିଟି ଜେନେରାଲଙ୍କୁ ଏକ ବ୍ୟାଗରେ ଧମକ ଭରା ପତ୍ର ସହ ବିସ୍ଫୋଟକ ପଠାଇ ଏହି ଧମକ ଦେଇଥିଲେ । ସେ କିଛି ଦିନ ତଳେ ସୁପ୍ରିମକୋର୍ଟ ଓ ଲୋକସଭା ଅଧ୍ୟକ୍ଷଙ୍କୁ ମଧ୍ୟ ଧମକପୂର୍ଣ୍ଣ ଚିଠି ଦେଇଥିଲା । ଲାଂଜି ବିଧାନସଭାର ଏହି […]

Continue Reading

ପ୍ରଥମ ଟି-୨୦: ଟସ୍‌ ହାରିଲା ଭାରତ, ଅଷ୍ଟ୍ରେଲିଆ ପାଇଁ ଡେବ୍ୟୁ କଲେ ଟିମ୍‌ ଡାଭିଡ୍‌

ମୋହାଲି: ଆଜିଠାରୁ ଆରମ୍ଭ ହୋଇଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ଟିକିଆ ଟି-୨୦ ସିରିଜ୍‌। ମୋହାଲିରେ ଖେଳାଯାଉଥିବା ପ୍ରଥମ ଟି-୨୦ରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ୍‌ ହାରି ଯାଇଛନ୍ତି। ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଅଷ୍ଟ୍ରେଲିଆ ଆଜି ଡେବ୍ୟୁ କରିଛନ୍ତି ଟିମ୍‌ ଡାଭିଡ୍‌। ଦୀର୍ଘ ଦିନ ହେଲା ଆଇପିଏଲ ସମେତ ବିଭିନ୍ନ ଫ୍ରାଞ୍ଚାଇଜ୍‌ କ୍ରିକେଟ ଖେଳି ଆସୁଥିବା ଡାଭିଡ୍‌ ଆଜି ମୋହାଲି ମୈଦାନରେ ନିଜର ପ୍ରଥମ […]

Continue Reading

ଡାକ୍ତରଙ୍କୁ ଚପଲରେ ପିଟିଲେ ବ୍ୟବସାୟୀ

ସମ୍ୱଲପୁର: ଡାକ୍ତରଙ୍କୁ ଚପଲରେ ପିଟିଲେ ବ୍ୟବସାୟୀ। ଏପରି ଘଟଣା ସମ୍ୱଲପୁର ଟାଉନ୍‌ରେ ଘଟିଛି। ମାଡ଼ ଖାଇଥିବା ଡାକ୍ତର ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ମାଡ଼ ମରା ଭିଡିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହେଉଛି। ଡାକ୍ତର ଚିଦାନନ୍ଦ ମିଶ୍ର ସନ୍‌ ଡାଇଗ୍ନୋଷ୍ଟିକ୍‌ରେ ରେଡିଓଲୋଜିଷ୍ଟ ଭାବେ କାର୍ଯ୍ୟ କରନ୍ତି। ଆଜି ସକାଳେ ସମ୍ବଲପୁରର ପ୍ରତିଷ୍ଠିତ ବ୍ୟବସାୟୀ ନଟବର ବାଙ୍କା ସିଟି ସ୍କାନ କରିବା […]

Continue Reading

କବାଡ଼ି ଖେଳାଳିଙ୍କୁ ଶୌଚାଳୟରେ ଦିଆଗଲା ମଧ୍ୟାହ୍ନ ଭୋଜନ

ଲକ୍ଷ୍ନୌ: କବାଡ଼ି ଖେଳାଳିଙ୍କୁ ଅସମ୍ମାନ। ଶୌଚାଳୟରେ ଖେଳାଳିଙ୍କୁ ଦିଆଗଲା ମଧ୍ୟାହ୍ନ ଭୋଜନ। ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ସାହାରନପୁରସ୍ଥିତ ଡକ୍ଟର ଭୀମରାଓ ଆମ୍ବେଦକର ଷ୍ଟାଡିୟମରେ। କବାଡ଼ି ଖେଳାଳିଙ୍କୁ ଶୌଚାଳୟରେ ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓଟି ତିନି ଦିନ ପୂର୍ବର ଅଟେ। ତିନି ଦିନ ଧରି ଚାଲିଥିବା ଅଣ୍ଡର-୧୭ ରାଜ୍ୟସ୍ତରୀୟ କବାଡି ଟୁର୍ନାମେଣ୍ଟରେ ୩୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଥିଲେ। ଖେଳାଳିମାନଙ୍କୁ ଦିଆଯାଇଥିବା ଖାଦ୍ୟ ଉତ୍ତମ ମାନର ନଥିଲା। ଏହି […]

Continue Reading

ବ୍ରହ୍ମପୁରର ସମସ୍ତ ପୂଜା ମଣ୍ଡପରେ ଲାଗିବ ବିଦ୍ୟୁତ୍‌ ମିଟର୍‌

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଚଳିତ ବର୍ଷ ୪୦ଟି ମଣ୍ଡପରେ ଦୁର୍ଗା ପୂଜା ଆୟୋଜନ ହେବ । ଏନେଇ ଏକ ପ୍ରସ୍ତୁତି ବୈଠକ ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା। ଉପଜିଲାପାଳ ଭି.କିର୍ତ୍ତି ଭାସନ ଅଧ୍ୟକ୍ଷତା କରିଥିଲେ । ବୈଠକରେ ୧୧ଟି ବିଷୟ ଯଥା ଆଇନ୍‌ ଶୃଙ୍ଖଳା, ପୂଜା ମଣ୍ଡପ ଏବଂ ମୂର୍ତ୍ତିର ଉଚ୍ଚତା, ରାସ୍ତା ଖୋଳା, ଅବକାରୀ ପ୍ରସଙ୍ଗ, ପରିମଳ, ଅଗ୍ନି ନିରାପତ୍ତା, ଟ୍ରାଫିକ ସମସ୍ୟା, ବିଦ୍ୟୁତ୍‌ ଯୋଗାଣ, ପାନୀୟ ଜଳ […]

Continue Reading

ଭୂକମ୍ପରେ ଥରିଉଠିଲା ତାଇୱାନ । ଭୂମିକମ୍ପର ଭୟଙ୍କର ଦୃଶ୍ୟ

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ତାଇୱାନ୍ । ତାଇୱାନରେ ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂକମ୍ପର ଗୋଟିଏ ପରେ ଗୋଟିଏ ଦୃଶ୍ୟ ସାମ୍ନାକୁ ଆସୁଛି । ୨୪ ଘଂଟା ମଧ୍ୟରେ ତିନି ତିନି ଥର ଭୂମିକମ୍ପ ଅନୁଭୂତ ହେବା ପରେ ସୁନାମି ଆଲର୍ଟ ଜାରି କରାଯାଇଛି । ରିକ୍ଟର ସ୍କେଲରେ ପ୍ରଥମ ଭୂମିକମ୍ପର ତୀବ୍ରତା ୭.୨, ଦ୍ୱିତୀୟ ଭୂମିକମ୍ପର ତୀବ୍ରତା ୬.୯ ଥିବାବେଳେ ତୃତୀୟ ଭୂମିକମ୍ପର ତୀବ୍ରତା ୬.୪ ରହିଥିଲା । ତାଇୱାନରେ ଲଗାତର ଭାବେ ଅନୁଭୁତ ହୋଇଥିବା ୩ଟି […]

Continue Reading

ସ୍କୁଲ ଉପରେ ଆର୍ମି ହେଲିକପ୍ଟରର ଏୟାର ଷ୍ଟ୍ରାଇକ୍: ୭ ଶିଶୁ ସହିତ ୧୩ ମୃତ, ଅନେକ ଗୁରୁତର

ମିଆଁମାର: ମିଆଁମାରର ଏକ ସ୍କୁଲ ଏବଂ ଗାଁ ଉପରେ ସେନାର ହେଲିକପ୍ଟର ଆକ୍ରମଣ କରିଛି । ଏହି ଆକ୍ରମଣରେ ୭ ପିଲାଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ସ୍କୁଲ ପ୍ରଶାସକ ଏବଂ ଜଣେ ସହାୟକ କର୍ମୀ ସୋମବାର ଦିନ ଏହି ସୂଚନା ଦେଇଛନ୍ତି । ଏହି ଆକ୍ରମଣରେ ୧୫ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ଦେଶର ଦ୍ୱିତୀୟ ବୃହତ୍ତମ ସହର ମଣ୍ଡେଲାଠାରୁ ପ୍ରାୟ […]

Continue Reading

ନିଜ ଦଳ ସହ ବିଜେପିରେ ମିଶିଲେ କ୍ୟାପ୍ଟେନ୍‌

ନୂଆଦିଲ୍ଲୀ: ଯାହା ଚର୍ଚ୍ଚା ହେଉଥିଲା ତାହା ହିଁ ଘଟିଲା। ବିଜେପିରେ ମିଶିଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ। ଏଥିସହ ନିଜ ନୂଆ ଦଳ ପଞ୍ଜାବ ଲୋକ କଂଗ୍ରେସକୁ ବିଜେପିରେ ବିଲୀନ କରିଛନ୍ତି କ୍ୟାପ୍ଟେନ । ପଞ୍ଜାବ ନିର୍ବାଚନ ପୂର୍ବରୁ ଅମରିନ୍ଦର କଂଗ୍ରେସ ଛାଡ଼ି ନୂଆଦଳ ଗଠନ କରିଥିଲେ। ଆଜି ବିଜେପି ନେତା ତଥା ଆଇନମନ୍ତ୍ରୀ କିରଣ ରିଜିଜ୍ଜୁ ଏବଂ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଉପସ୍ଥିତିରେ କ୍ୟାପ୍ଟେନ୍ ପଦ୍ମପୋଖରୀରେ ପ୍ରବେଶ କରିଛନ୍ତି। ବିଜେପିରେ […]

Continue Reading

ଚିନ୍ତା ବଢାଇଛି ନକଲି ଟେଲମା ୪୦

କଟକ : ପୁଣି ଜବତ ହେଲା ନକଲି ଟେଲମା ୪୦ ଔଷଧ । କଟକ ମହତାବ ରୋଡ ଅଞ୍ଚଳରୁ ଜବତ ହେଲା ଲକ୍ଷାଧିକ ଟଙ୍କାର ନକଲି ମେଡ଼ିସିନ୍ । କଳା ତାଲିକା ଭୁକ୍ତ ଭି.ଆର ଏଜେନସିର ଔଷଧ ଟ୍ରାନ୍ସପୋର୍ଟରୁ ଜବତ କରିଛି ପୋଲିସ । ୧୩୫୦ ଷ୍ଟ୍ରିପ ଟେଲମା ୪୦ ଔଷଧ ସିଜ କରିଛି କଟକ ପୁରୀଘାଟ ଥାନା ପୋଲିସ। ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର । ତେବେ ପୂର୍ବରୁ ଭୁବନେଶ୍ୱର ଏବଂ […]

Continue Reading

କୋଟି କୋଟି ଚାଷୀଙ୍କ ପାଇଁ ଖୁସିଖବର! PNB ଦେଉଛି ୫୦ ହଜାର ଟଙ୍କା, ସିଧା ଆସିବ ଖାତାକୁ

ପଞ୍ଜାବ: ପଞ୍ଜାବ ନାସନାଲ ବ୍ୟାଙ୍କ୍ ଚାଷୀଙ୍କ ପାଇଁ ଖାସ୍ ସ୍କିମ ଆଣିଛି, ଯେଉଁଥରେ ବ୍ୟାଙ୍କ୍ ତରଫରୁ କୃଷକଙ୍କୁ ୫୦ ହଜାର ଟଙ୍କା ଦିଆଯାଉଛି । ଏହି ଟଙ୍କାକୁ ଚାଷ କାମ ବ୍ୟତୀତ ବ୍ୟକ୍ତିଗତ କାମକୁ ପୂରା କରିବା ପାଇଁ ମଧ୍ୟ କରିପାରିବେ । ଆସନ୍ତୁ ଜାଣିବା ବ୍ୟାଙ୍କ୍ କେଉଁ ଖାସ୍ ସ୍କିମ ଅନୂଯାୟୀ ଏହି ଟଙ୍କା ଦେଉଛି ଏବଂ ଆପଣ କିପରି ଏହାକୁ ଆବେଦନ କରିପାରିବେ । ପଞ୍ଜାବ ନାସନାଲ ବ୍ୟାଙ୍କ (Punjab National Bank) ତରଫରୁ ଗ୍ରାହକଙ୍କୁ […]

Continue Reading