କାମ ଦେଉନି ‘ବୟକଟ୍’ ଟ୍ରେଣ୍ଡ୍; ‘କାଶ୍ମୀର ଫାଇଲ୍ସ’କୁ ପଛରେ ପକେଇଲା ‘ବ୍ରହ୍ମାସ୍ତ୍ର’
ନୂଆଦିଲ୍ଲୀ: ‘ବ୍ରହ୍ମାସ୍ତ୍ର’ ପାଇଁ କାମ ଦେଉନି ‘ବୟକଟ୍’ ବିବାଦ। ‘ବୟକଟ୍’ ଟ୍ରେଣ୍ଡ୍ ସତ୍ତ୍ୱେ ଆରମ୍ଭରୁ ଭଲ ରୋଜଗାର କରିଚାଲିଛି ‘ବ୍ରହ୍ମାସ୍ତ୍ର’। ସେପ୍ଟେମ୍ବର ୯ରେ ମୁକ୍ତିଲାଭ କରିଥିବା ଏହି ମଲ୍ଟି ଷ୍ଟାରର୍ ଫିଲ୍ମ ସମସ୍ତ ରେକର୍ଡ ଭାଙ୍ଗିଛି। ଲୋକେ ବିଶ୍ୱାସ କରିପାରୁ ନାହାନ୍ତି ଯେ ବଲିଉଡ୍ର ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ୍ ହେବା ଭିତରେ ‘ବ୍ରହ୍ମାସ୍ତ୍ର’ କିପରି ଏତେ ରୋଜଗାର କରୁଛି। ଆୟାନ୍ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ‘ବ୍ରହ୍ମାସ୍ତ୍ର’ ରିଲିଜ୍ ହେବାର ପ୍ରଥମ ଦିନରୁ ବକ୍ସ ଅଫିସରେ ଜବରଦସ୍ତ […]
Continue Reading
