ଦଉଡ଼ିରେ ଝୁଲି ଝୁଲି ନଈ ପାରିହେଲେ ଗର୍ଭବତୀ । ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀ

କେନ୍ଦୁଝର: ଜନନୀ ଯନ୍ତ୍ରଣାର ହୃଦୟ ବିଦାରକ ଦୃଶ୍ୟ, ପ୍ରସବ ଯନ୍ତ୍ରଣା ସତ୍ୱେଏମିତି ବିପଦସଙ୍କୁଳ ଅବସ୍ଥାରେ ଭରା ନଇ ପାର ହେଉଛନ୍ତି ଗର୍ଭବତୀ ମହିଳା । ଆଉ ଏହି ସମୟରେ ଅପହଞ୍ଚ ଇଲାକା ପାଇଁ ଦେବଦୂତ ସାଜି ପହଞ୍ଚି ଯାଇଥିଲେ ଅଗ୍ନିଶମ ବାହିନୀ । ଏକ ଦଉଡ଼ି ସାହାଯ୍ୟରେ ଜଣେ ଗୁରୁତର ଗର୍ଭବତୀ ମହିଳାଙ୍କୁ ଉଛୁଳା ନଈ ପାରି କରାଇଛନ୍ତି ଅଗ୍ନିଶମ ବାହିନୀ । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ତାଳପଦା ପଞ୍ଚାୟତରେ ଘଟିଛି ଏଭଳି ଅଭାବନୀୟ ଘଟଣା। […]

Continue Reading

ବିରୋଧୀ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା , ମାର୍ଗାରେଟ ଆଲଭାଙ୍କ ନାମରେ ମୋହର

ଦିଲ୍ଲୀ : ବିରୋଧୀ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଛି , ମାର୍ଗାରେଟ ଆଲଭାଙ୍କ ନାମରେ ମୋହର ମାରିଲେ ବିରୋଧୀ ମେଣ୍ଟ । ରାଷ୍ଟ୍ରପତି ପ୍ରାର୍ଥୀ ପରେ ଗତକାଲି ଏନଡିଏ ତରଫରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖେଡଙ୍କ ନାମ ଘୋଷଣା କରାଯାଇଥିଲା । ଏହାର ଜବାବରେ ଆଜି ବିରୋଧୀ ମେଣ୍ଟ ପକ୍ଷରୁ ମାର୍ଗେରେଟ ଆଲଭାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ମାର୍ଗାରେଟ ଆଲଭା ଗୋଆ, ଗୁଜୁରାଟ, ରାଜସ୍ଥାନ ଏବଂ ଉତ୍ତରାଖଣ୍ଡର […]

Continue Reading

ସିଲ୍ ହେଲା ରିଲାଏନ୍ସ ଫ୍ରେସ ଷ୍ଟୋର । ସ୍ୱଚ୍ଛତା ପାଳନ ହେଉନଥିବା ଅଭିଯୋଗ

ଭୁବନେଶ୍ୱର : ପୁଣି ଥରେ ସ୍ୱଚ୍ଛତାମାନ ପରୀକ୍ଷଣ କରାଯାଇ ବିଏମସି ପକ୍ଷରୁ ଚଢାଉ ଆରମ୍ଭ ହୋଇଛି। ଗୋପବନ୍ଧୁ ଛକରେ ଥିବା ରିଲାଏନ୍ସ ଫ୍ରେସ ଷ୍ଟୋର ସିଲ୍ ହୋଇଛି। । ଷ୍ଟୋରରେ ଡଷ୍ଟବିନ୍ ବ୍ୟବହାର ଏବଂ ସ୍ୱଚ୍ଛତା ପାଳନ ହେଉନଥିବା ଅଭିଯୋଗ, ଅଭିଯୋଗ ପରେ ଚଢ଼ାଉ କରି ୩ ଦିନ ପାଇଁ ଷ୍ଟୋରକୁ ବିଏମସି ସିଲ୍ କରିଛି। ଆଜି ବିଏମ୍‌ସି ଅଧିକାରୀ ଷ୍ଟୋର୍‌ର ସ୍ଥିତି ପରଖିଥିଲେ । ଦୋକାନରୁ ବାହାରୁଥିବା ଆବର୍ଜନାକୁ ଅଲଗା ଅଲଗା କରିବା ସହ ଡଷ୍ଟବିନ୍ […]

Continue Reading

ପ୍ରକାଶ ପାଇଲା ICSE ୧୦ମ ରେଜଲ୍ଟ, ବାଜି ମାରିଲେ ଛାତ୍ରୀ, ଏମିତି କରନ୍ତୁ ରେଜଲ୍ଟ ଚେକ୍

ନୂଆଦିଲ୍ଲୀ: ପ୍ରକାଶ ପାଇଛି କାଉନସିଲ ଫର୍ ଦି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ ଏଗଜାମିନେସନ(ICSE) ୧୦ମ ଫଳାଫଳ । ଛାତ୍ରଛାତ୍ରୀ ନିଜ ରୋଲ୍ ନମ୍ବର ସାହାଯ୍ୟରେ ନିଜର ରେଜଲ୍ଟ ଦେଖିପାରିବେ ତଥା ଡାଉନଲୋଡ କରିପାରିବେ । ଏଥିପାଇଁ ବୋର୍ଡ ୱେବସାଇଟ୍ cisce.org ଏବଂ results.cisce.org କୁ ଯାଇ ରେଜଲ୍ଟ ଚେକ୍ କରିପାରିବେ । ଚଚଳିତ ବର୍ଷ ୧୦ମ ଶ୍ରେଣୀରେ ଝିଅମାନେ ଭଲ ରେଜଲ୍ଟ କରିଛନ୍ତି । ଛାତ୍ରୀଙ୍କ ପାସ୍ ହାର ୯୯.୯୮ % ରହିଥିବାବେଳେ, ଛାତ୍ରଙ୍କ ପାସ୍ ହାର […]

Continue Reading

କିଟ୍ ଏବଂ କିସ ଠାରେ ଚେସ ଅଲମ୍ପିଆଡ଼ ରିଲେକୁ ଭବ୍ୟ ସ୍ୱାଗତ

ଭୁବନେଶ୍ୱର: ଆଜି ଚେସ୍‍ ଅଲିମ୍ପିଆଡ୍‍ ଟର୍ଚ୍ଚ ରିଲେକୁ କିଟ୍‍ ଓ କିସ୍‍ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି । ଏହି ଅବସରରେ କିଟ୍‍ର ୧୦ ହଜାର କର୍ମଚାରୀ, ୧୦ ହଜାର ଛାତ୍ରଛାତ୍ରୀ ଏବଂ କିସର ୩୦ ହଜାର ଛାତ୍ରଛାତ୍ରୀ ଏହି ରିଲେକୁ କିଟ୍ ଛକରୁ ରାସ୍ତାର ଉଭୟ ପାଶ୍ୱର୍ରେ ରହି ସ୍ୱାଗତ ଜଣାଇଥିଲେ । କିଟ୍‍ ଓ କିସ୍‍ ରାସ୍ତାର ବିଭିନ୍ନ ସ୍ଥାନରେ ଟର୍ଚ୍ଚକୁ ସ୍ୱାଗତ କରାଯାଇ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥଲା । ଏଥିରେ କିଟ୍‍ ଓ […]

Continue Reading

ଦଳ ପ୍ରେମରେ ଚମ୍ପୁଆ କଲେଜ ପ୍ରିନ୍ସପାଲ, ଚାକିରି ଭୟରେ ଭୁଲିଗଲେ ଚେୟାର ମର୍ଯ୍ୟାଦା!

ଚମ୍ପୁଆ : ବିଜେଡି ପତାକାରେ ଚମ୍ପୁଆ କଲେଜର ବଡ଼ବାବୁ। ଆପଣ ଦେଖୁଥିବା ଏ ବ୍ୟକ୍ତି ଜଣଙ୍କ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଚନ୍ଦ୍ରଶେଖର ମହାବିଦ୍ୟାଳୟ ଚମ୍ପୁଆର ଅଧ୍ୟକ୍ଷ ଶ୍ରୀ ବିପିନ ବିହାରୀ ଜେନା ମହୋଦୟ । ମହାଶୟଙ୍କ ଏ ଫୋଟ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି। ବାବୁ ବୋଧହୁଏ ଭୁଲି ଯାଇଛନ୍ତି ନିଜର କର୍ତ୍ତବ୍ୟ। ଜଣେ ସରକାରୀ କଲେଜରେ ବଡ ପଦ ପାଇ ବାବୁ ନିଜକୁ ବଡ ମଣୁଛନ୍ତି। କେଉଁଟି କେତେବେଳେ ଫୋଟ ଉଠାଇବେ ବାବୁ ଜାଣି […]

Continue Reading

କାଲିମେଳାରେ ପ୍ରବଳ ବର୍ଷା: ପୋଲ ଉପରେ ୬ଫୁଟ ବନ୍ୟା ଜଳ

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ଵ୍ଲକରେ ପ୍ରବଳ ବର୍ଷା ଜାରି ରହିଛି। ଏଠାରେ ଲଗାଣ ବର୍ଷାରେ ମୋଟୁ ଚିନ୍ତୁର ଜାତୀୟ ରାଜପଥ ପାଣିରେ ବୁଡ଼ିଯାଇଛି। ମୋଟୁ- ଚିନ୍ତୁର ମଝିରେ ଥିବା କୁଇଗୁର ପୋଲ ଉପରେ ପାଖାପାଖି ୬ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି। ସେହିପରି ଚିନ୍ତୁର ଠାରୁ ଭଦ୍ରାଞ୍ଚଳମ ଯାଇଥିବା ମୁଖ୍ୟ ରାସ୍ତାର ନିଲିପକା ନିକଟରେ ମଧ୍ୟ ପୋଲ ବନ୍ୟା ପାଣିରେ ବୁଡ଼ି ଯାଇଛି। ଏହାଫଳରେ ମାଲକାନଗିରିରୁ ଆନ୍ଧ୍ର ଯୋଗାଯୋଗ ବିଛିନ୍ନ ହୋଇଥିବା ଜଣାଯାଇଛି। ଉଭୟ […]

Continue Reading

ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ସମ୍ପନ୍ନ

ପୁରୀ: ଆଷାଢ଼ ଶୁକ୍ଳ ଦ୍ଵାଦଶୀ ତିଥି ସୋମବାର ରଥାରୂଢ଼ ଶ୍ରୀଜୀଉଙ୍କ ଅଧର ନୀତି ସମ୍ପନ୍ନ ହେଇଛି। ଅଧର ପଣା ନୀତି ଦର୍ଶନ ପାଇଁ ରଥ ସମ୍ମୁଖ ରେ ହଜାର ହଜାର ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ। ଆଜି ମହାପ୍ରଭୁ ଶ୍ରୀମନ୍ଦିରକୁ ପ୍ରବେଶ କରିବେ । ତେବେ ଗତକାଲି ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅଧର ପଣା ପ୍ରସ୍ତୁତି ଓ ନୀତି ଆରମ୍ଭ ହୋଇଥିଲା। ସୋମବାର ସକାଳ ୭ଟା15 ମିନିଟରେ ଶ୍ରୀଜୀଉ ମାନଙ୍କ ଆଳତି ହୋଇ 7ଟା20ରେ ମାଇଲଂ,8ଟା15ରେ […]

Continue Reading

ନୂଆ ସଂସଦ ଭବନରେ ନୂଆ ଅଶୋକ ସ୍ତମ୍ଭର ଉନ୍ମୋଚନ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନୂତନ ସଂସଦ ଭବନ ଛାତରେ ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭକୁ ଉନ୍ମୋଚନ କରିଛନ୍ତି । ଶୌର୍ଯ୍ୟ ଓ ସାହସିକତାର ଏହି ପ୍ରତୀକ ତମ୍ବାରେ ନିର୍ମିତ ଅଟେ । ଜାତୀୟ ପ୍ରତୀକ ଏହି ଅଶୋକ ସ୍ତମ୍ଭର ଉଚ୍ଚତା ୬.୫ ମିଟର ହୋଇଥିବାବେଳେ, ଏହାର ଓଜନ ୯ ହଜାର ୫୦୦ କିଲୋଗ୍ରାମ ଅଟେ । ଆଠଟି ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଏହାକୁ ତିଆରି କରାଯାଇଛି । ନୂତନ ସଂସଦ ଭବନର ଛାତ ଉପରେ […]

Continue Reading

ଋଣ ପରିଶୋଧ ନ ହେବାରୁ ଶାରଳା ସୂତାକଳକୁ ସିଲ୍ କଲା ଭାରତୀୟ ଷ୍ଟେଟ ବ୍ୟାଙ୍କ

ଜଗତସିଂହପୁର: ସିଲ୍ ହେଲା ଶାରଳା ସୂତାକଳ । ତିର୍ତ୍ତୋଲ ବ୍ଲକ ନାଉସିରା ଠାରେ ଥିବା ଶାରଳା ସୁତାକଳକୁ ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ଇଣ୍ଡଷ୍ଟ୍ରିଆଲ ଶାଖା ପକ୍ଷରୁ ସିଲ୍ କରାଯାଇଛି । ସୂତାକଳ ସହ ୧୫ ଏକର ୧୨ ଡିସିମିଲ୍ ଜାଗା ମଧ୍ୟରେ ଥିବା ସମସ୍ତ ସୌଧକୁ ଜବତ କରାଯାଇ ସିଲ କରିଛି ବ୍ୟାଙ୍କ । ସୂତାକଳ ଭିତରେ ଥିବା ସମସ୍ତ ଯନ୍ତ୍ରାଂଶ, ମିଲ୍ ପରିସରରେ ଥିବା ବଙ୍ଗଳାକୁ ମଧ୍ୟ ବ୍ୟାଙ୍କ ସିଲ୍ କରିଛି । […]

Continue Reading