ରାଷ୍ଟ୍ରପତି ନିର୍ବାଚନ: ନାମାଙ୍କନ ଦାଖଲ କଲେ ଯଶୱନ୍ତ ସିହ୍ନା, ସାଥିରେ ଥିଲେ ରାହୁଲ ଗାନ୍ଧୀ ଓ ଅଖିଳେଶ ଯାଦବ

ନୂଆଦିଲ୍ଲୀ: ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପରେ ଆଜି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଯଶୱନ୍ତ ସିହ୍ନା । ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଭାବେ ସେ ନିଜର ନାମାଙ୍କନ ଦାଖଲ କରିଛନ୍ତି । ଏହି ଅବସରରେ ତାଙ୍କ ସହିତ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ସପାର ଅଧ୍ୟକ୍ଷ ଅଖିଳେଶ ଯାଦବ, ଏନସିପିର ମୁଖ୍ୟ ଶରଦ ପାୱାର, ମଲ୍ଲିକାର୍ଜୁନ ଖାରଗେ ସମେତ ଅନ୍ୟ ବିରୋଧୀ ନେତା ଉପସ୍ଥିତ ଥିଲେ । ରାଷ୍ଟ୍ରପତି ପଦ ପାଇଁ […]

Continue Reading

ଆସନ୍ତା ମାସ ୩ରେ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟରେ ଦେଖିବାକୁ ମିଳିବ ଆଉ ଏକ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ମାସ ୩ ତାରିଖ ବେଳକୁ ଉତ୍ତର ଓଡ଼ିଶାର ସ୍ଥଳଭାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଘୂର୍ଣ୍ଣିବଳୟ ଦ୍ୱାରା ରାଜ୍ୟରେ ବିଶେଷ ବର୍ଷା ହୋଇ ନପାରେ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ ଏ ବାବଦରେ ସୂଚନା ଦେଇଛନ୍ତି । ତେବେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲେ ହେଁ ଭଲ ବର୍ଷା […]

Continue Reading

‘Disease X’କୁ ନେଇ ବଢ଼ିଲା ଆଶଙ୍କା, ପୁଣି ଆସିପାରେ ଏକ ଭୟାଭହ ମହାମାରୀ, ସତର୍କ ସୂଚନା ଜାରି କଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ବର୍ତ୍ତମାନ କୋଭିଡ୍, ମଙ୍କିପକ୍ସ ସଂକ୍ରମଣର ଆଶଙ୍କା ଲୋକଙ୍କ ମଧ୍ୟରେ ଜାରି ରହିଛି । ତେବେ ଏହା ମଧ୍ୟରେ ଆଉ ଏକ ନୂଆ ଭାଇରସକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ‘ଡିଜିଜ୍ ଏକ୍ସ’ ନାମକ ଏକ ନୂଆ ମହାମାରୀକୁ ନେଇ ଏକ୍ସପର୍ଟମାନେ ଚେତାବନୀ ଦେଇଛନ୍ତି । ଗତ ଛଅ ମାସ ହେଲା ‘ଡିଜିଜ୍ ଏକ୍ସ’କୁ ନେଇ ବ୍ରିଟେନରେ ଭୟାବହ ପରିସ୍ଥିତି ଦେଖିବାକୁ ମିଳିଛି । ‘ଡିଜିଜ୍ ଏକ୍ସ’ କିଲର ମହାମାରୀ ପାଲଟିପାରେ ବୋଲି ବିଶେଷଜ୍ଞମାନେ […]

Continue Reading

ଚୂଲିକୁ ଗଲାଣି ସଂସ୍କୃତି, ପରମ୍ପରା; ଆଧୁନିକ ସଂଗୀତରେ ନାଚୁଛନ୍ତି ରାମସୀତା

ଭୁବନେଶ୍ୱର: ସଂସ୍କୃତିର ଗତି କୁଆଡ଼େ ? କଣ ଆଧୁନିକତା ଛାପରେ ଲିଭିଯିବ ପରମ୍ପରା ? ସୋସିଆଲ୍ ମିଡିଆରେ ଏବେ ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଯେଉଁ ଭିଡିଓରେ ରାମ ଓ ସୀତା ଆଧୁନିକ ଗୀତ ତାଳେତାଳେ ମଞ୍ଚରେ ନାଚୁଛନ୍ତି । ଏ ଭିଡିଓକୁ ବେଶ୍ ପସନ୍ଦ କରୁଛନ୍ତି ଲୋକେ । ଆଜିକାଲି ଗାଁଠୁ ସହର ସବୁଠି ପୌରାଣିକ ନାଟକ ଲୋପ ପାଇ ଗଲାଣି । ଆଉ କାଁ ଭାଁ ଯେଉଁଠି ପୌରାଣିକ ନାଟକ ହେଉଛି ସେଠି […]

Continue Reading

ରାଇଙ୍କ ମୃତ୍ୟୁ ଦୁଃଖରେ ଖାଦ୍ୟ ଛାଡ଼ି ଦେଲେଣି କୁନି ରାଇମୋହନ

ଯାଜପୁର: କୁନି ରାଇମୋହନ । ଭାବ ଭଙ୍ଗୀ ଆଉ ଡାଇଲଗ୍… ସବୁ ରାଇମୋହନଙ୍କ ଭଳି । ଚର୍ଚ୍ଚିତ ଖଳନାୟକ ରାଇମୋହନ ପରିଡ଼ା ଆଉ ନାହନ୍ତି, କିନ୍ତୁ ଛାଡ଼ି ଯାଇଛନ୍ତି ଛାପ । ଯାଜପୁର ଜିଲ୍ଲା ବିଞ୍ଝାରପୁର ଚାଉଁତରା ଗାଁର ଗୌରାଙ୍ଗ ବାରିକ । ନିଜ ପ୍ରିୟ କଳାକାରଙ୍କ ବିୟୋଗରେ ଭାଙ୍ଗି ପଡ଼ିଛନ୍ତି ଗୌରାଙ୍ଗ । ରାଇଙ୍କ ମୃତ୍ୟୁ ପରେ ନା ଖାଉଛନ୍ତି ନା ପିଉଛନ୍ତି । ମନେ ପଡ଼ିଲେ ରାଇମୋହନଙ୍କ ଚର୍ଚ୍ଚିତ ଡାଇଲଗକୁ କହୁଛନ୍ତି । ପିଲାଟି ଦିନରୁ […]

Continue Reading

ଗଣଶିକ୍ଷା ମନ୍ତ୍ରୀଙ୍କ ବାଣରେ ଥରହର ହେଲେଣି ରାଜ୍ୟର ଅଳସୁଆ ଶିକ୍ଷକ, ଶିକ୍ଷୟିତ୍ରୀ

ଭୁବନେଶ୍ୱର: କାର୍ଯ୍ୟରେ ଅବହେଳା କରୁଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଆଉ ତ୍ରାହି ନାହିଁ । ଶେଷରେ ବ୍ରହ୍ମାସ୍ତ୍ର ପ୍ରୟୋଗ କରିବାକୁ ବାଧ୍ୟ ହୋଇଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଅଚାନକ ସ୍କୁଲ ପରିଦର୍ଶନ କରୁଛନ୍ତି । ରାସ୍ତାଘାଟରେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଦେଖିଲେ ତାଗିଦ୍ କରୁଛନ୍ତି । କାର୍ଯ୍ୟରେ ଅବହେଳା ପ୍ରମାଣ ମିଳିଲେ ନେଉଛନ୍ତି ତ୍ୱରିତ୍ ଆକ୍ସନ । ତେବେ ଗଣଶିକ୍ଷା ମନ୍ତ୍ରୀଙ୍କ ଏହି ଦବଙ୍ଗ ଆକ୍ସନକୁ ନେଇ ଏବେ ରାଜ୍ୟର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମହଲରେ […]

Continue Reading

ମୂଷା ଖାଇ ଯନ୍ତାରେ ଫସିଲା ନାଗ

ପୁରୀ: ମୂଷା ଖାଇ ଯନ୍ତାରେ ଫସିଲା ନାଗ । ଆଜ୍ଞା ହଁ ମୂଷା ଖାଇବାକୁ ଆସି ଯନ୍ତାରେ ଫସିଲା ନାଗ ସାପ । ପୁରୀ ଜିଲ୍ଲା ଡେଲାଙ୍ଗର ଦାଶରଥୀ ମହାପାତ୍ରଙ୍କ ପୂଜା ସାମଗ୍ରୀ ଦୋକାନରେ ମୂଷା ମାନେ ଉପଦ୍ରବ କରୁଥିଲେ । ଆଉ ସେଇ ମୂଷାଙ୍କୁ ଧରିବା ପାଇଁ ଦାଶରଥୀ ରାତିରେ ମୂଷା ଧରା ଯନ୍ତା ବସାଇଥିଲେ । ଆଜି ସକାଳୁ ଦୋକାନ ଖୋଲିବା ପରେ ଦେଖନ୍ତି ତ ଏକ ବଡ଼ ନାଗ ସାପ ସେଇ ଯନ୍ତା ଭିତରେ […]

Continue Reading

ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର କୁକୁରଜଙ୍ଗା ଜଗନ୍ନାଥ ମନ୍ଦିର

ଝାରସୁଗୁଡ଼ା: ପଶ୍ଚିମ ଓଡ଼ିଶାର ପୁରୀ । ଝାରସୁଗୁଡ଼ାର କୁକୁରଜଙ୍ଗା ଜଗନ୍ନାଥ ମନ୍ଦିରକୁ ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ବୋଲି କୁହାଯାଏ । ୧୨୧୫ ମସିହାର ଏହି ପ୍ରାଚୀନ ମନ୍ଦିରର ଐତିହ୍ୟ ବି ବେଶ୍ ରୋଚକ । ଏଠି ପ୍ରତିବର୍ଷ ଘୋଷଯାତ୍ରା ହେଉଥିବା ବେଳେ ଜମେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ । ରଥଯାତ୍ରା ସହ ବର୍ଷର ଅନ୍ୟ ସମୟରେ ଏଠାକୁ ପଡ଼ୋଶୀ ଜିଲ୍ଲା ସହ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଝାଡ଼ଖଣ୍ଡରୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ । କିନ୍ତୁ ୧୨୧୫ […]

Continue Reading

୪ ଜଣ ଡ୍ରଗ୍ସ ମାଫିଆଙ୍କୁ ବାନ୍ଧିଲା STF, ୧ କେଜିରୁ ଅଧିକ ବ୍ରାଉନସୁଗର ଜବତ

ଭୁବନେଶ୍ୱର: ଖାଲି ନିଶା ସେବନ ନୁହେଁ, ନିଶା କାରବାରରେ ବି ଜଡ଼ିତ ଯୁବପିଢ଼ି । ଗୁଇନ୍ଦା ସୂଚନା ଅନୁସାରେ, STF ରେଡ୍ କରି ୪ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧ କେଜି ୩୦ ଗ୍ରାମ୍ ବ୍ରାଉନସୁଗର ଜବତ କରିଛି ଏସଟିଏଫ୍ । ଜବତ ବ୍ରାଉନସୁଗର ଅଭିଯୁକ୍ତମାନେ କେଉଁଠୁ ଆଣଥିଲେ, କାହାକୁ ଦେଇଥାନ୍ତେ ସେନେଇ ସୂଚନା ମିଳିନି । ଏସଟିଏଫ୍ ଗିରଫ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଗିରଫ ୪ ଅଭିଯୁକ୍ତ ଖୋର୍ଦ୍ଧା […]

Continue Reading

ଦନ୍ତାହାତୀକୁ ପୋତି ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ; ୩ ଗିରଫ, ୨ ଜଣ ନିଲମ୍ବିଚ

ଅନୁଗୁଳ: ଦନ୍ତା ଦାନ୍ତ ନେଇଗେଲେ, ମାରି ଦେଇ ପୋତିଦେଲେ । ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ଦନ୍ତା ଦାନ୍ତ ନେି ମାଟି ତଳେ ପୋତି ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବନ ବିଭାଗ । ଘଟଣାର ତଦନ୍ତ କରି ବନ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଜାଣିବା ପରେ ସାତକୋଶିଆ ଡିଏଫ୍ଓ ସରୋଜ ପଣ୍ଡାଙ୍କ ନିର୍ଦ୍ଦେଶରେ ୩ ଜଣ ୱାଚରଙ୍କୁ ଗିରଫ କରାଯାଇଛି । ଏଥିସହ ଫରେଷ୍ଟର ଅନୁପମା ସାହୁ ଓ ସହଦେବ ସୋରେନଙ୍କୁ ନିଲମ୍ବନ କରାଯାଇଛି । […]

Continue Reading