ଫେସବୁକ୍ କେମିତି କରୁଛି ଶହ ଶହ କୋଟି ରୋଜଗାର ? ଜାଣିଲେ ଆଶ୍ଚର୍ଯ୍ୟ ହେବେ..
ବର୍ତ୍ତମାନ ସୋସିଆଲ ମିଡିଆରେ ମୋଷ୍ଟ ପପୁଲାର ଆପ୍ ହେଉଛି ଫେସବୁକ୍ । ଯାହାକୁ ବିଶ୍ୱରେ ୨୯୧ କୋଟି ଲୋକ ବ୍ୟବହାର କରୁଛନ୍ତି । ଯେଉଁମାନଙ୍କର ଫେସବୁକ୍ ଆକାଉଣ୍ଟ ରହିଛି ସେମାନେ ନିଜର ଅଧିକାଂଶ ସମୟ ଫେସବୁକରେ ହିଁ କାଟୁଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଫେସବୁକରେ ଆପଣ ଫଟୋ ଏବଂ ଭିଡିଓ ଦେଖି ଯେତେ ଅଧିକ ସମୟ କାଟିବେ ଫେସବୁକ ସେତେ ଅଧିକା ଲାଭବାନ ହୋଇଥାଏ । ଯେଉଁଥିରୁ ସେ କୋଟି କୋଟି ଟଙ୍କା କମାଏ […]
Continue Reading
