କୃଷି ଆଇନ ବିରୋଧରେ ଚାଷୀଙ୍କ ପ୍ରଦର୍ଶନକୁ ନେଇ କଣ କହିଲେ ଅଭିନେତା ସୋନୁ ସୁଦ୍
ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଷୀଙ୍କ ପ୍ରଦର୍ଶନ ଜାରି ରହିଛି। ପଞ୍ଜାବ ଏବଂ ହରିୟାଣାର ବହୁ ସଂଖ୍ୟକ କୃଷକ ଦିଲ୍ଲୀ ଆସିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ପୋଲିସର କଡା କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଛନ୍ତି। ପଞ୍ଜାବ-ହରିୟାଣା ସୀମାରେ ପୋଲିସର କଡା ସୁରକ୍ଷା ରହିଛି। କରୋନା ଅବଧିରେ ଏପରି ବିରୋଧ କରିବା ଅଧିକ ଚିନ୍ତାଜନକ ହୋଇପଡ଼ିଛି। ତେବେ ଏହି ବିରୋଧକୁ ନେଇ ବଲିଉଡ ସେଲିବ୍ରେଟମାନଙ୍କ ଠାରୁ ମଧ୍ୟ ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଯାଇଛି। ଗାୟକ ଦିଲଜିତ୍ ଦୋସଞ୍ଜ ଏବଂ ସୋନୁ […]
Continue Reading
