ଦକ୍ଷିଣ-ପୂର୍ବ ଏସିଆ ସହ ଭାରତର ସୁସମ୍ପର୍କ ସ୍ଥାପନର ମାଧ୍ୟମ ହବ ଶିକ୍ଷା: ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଗୁଆହାଟିକୁ ଭାରତୀୟ ଜ୍ଞାନ ପ୍ରଣାଳୀ ଏବଂ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ରୂପେ ଗଢ଼ିତୋଳିବାକୁ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଶିକ୍ଷା ଦକ୍ଷିଣ ପୂର୍ବ ଏସିଆ ସହିତ ଭାରତର ସମ୍ପର୍କ ସ୍ଥାପନର ଏକ ନୂତନ ମାଧ୍ୟମ ହେବ। ଆଇଆଇଟି-ଗୁଆହାଟିର ୨୨ତମ ସମାରୋହରେ ତାଙ୍କ ଭର୍ଚୁଆଲ୍ ସମ୍ବୋଧନ ମାଧ୍ୟମରେ ମୋଦୀ କହିଛନ୍ତି, ମୋର ବିଶ୍ୱାସ ଯେ ଏକ ଆଧୁନିକ ତଥା ବୈଜ୍ଞାନିକ ପ୍ରକ୍ରିୟା […]
Continue Reading
