ଫୁଲପଡା ଛକରେ ବିଜେପି ନୂତନ କାର୍ଯ୍ୟାଳୟ ଉଦଘାଟନ
ଅନୁଗୋଳ : ଗତ ରବିବାର ବଅଁରପାଳ ବ୍ଲକ ଅନ୍ତର୍ଗତ ଫୁଲପଡା ଛକ ଠାରେ ବିଜେପିର ନୂତନ କାର୍ଯ୍ୟାଳୟ ଉଦଘାଟନ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଜେପି ଯୁବନେତା ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଉଦଘାଟନ କରିଥିଲେ। ନୂତନ କାର୍ଯ୍ୟାଳୟରେ ବ୍ରାହ୍ମଣ ଦ୍ୱାରା ହୋମ ଯଜ୍ଞ ହୋଇ ଶୁଭ ଉଦଘାଟନ ହୋଇଥିଲେ। ଏହି କାର୍ଯ୍ୟକ୍ରମ ସମୟରେ ଫୁଲପଡା ପଂଚାୟତର କିଛି ବିଜେଡି କାର୍ଯ୍ୟକର୍ତ୍ତା ବିଜେପିରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ମହୀଧରପୁର […]
Continue Reading
