ତାତିଲେ ଚାଷୀ, ଘେରିଲେ କାର୍ଯ୍ୟାଳୟ
ଚାନ୍ଦବାଲି : କୃଷିବିମା ଛାଡ଼ ଟଙ୍କା ନମିଳିବାରୁ ଚାଷୀ ମାନଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ। ଭଦ୍ରକ ଚାନ୍ଦବାଲି ବ୍ଲକର ଓରାସାହି ସେବା ସମବାୟ ସମିତି ଉପରେ କାଣ୍ଡଗରଡ଼ି ଓ ଓରସାହି ପଞ୍ଚାୟତର ଚାଷୀ ନିର୍ଭର କରନ୍ତି l 2019 ମସିହାରେ କୃଷିବିମା ରାଶି ଛାଡ଼ ହୋଇଛି ତେବେ ବୀମା ରାଶି ଛାଡ଼ ଘୋଷଣାକୁ 4 ମାସ ବିତିଯାଇଥିଲେ ମଧ୍ୟ ଚାଷୀଙ୍କୁ ଏପର୍ଯ୍ୟନ୍ତ ଛାଡ ଟଙ୍କା ମିଳିପାରୁ ନାହିଁ । ତା ସହିତ ସମବାୟ ସମିତିରେ ସମସ୍ତ […]
Continue Reading
