କମୁଛି ବନ୍ୟା ବଢୁଛି ଦୁର୍ଦ୍ଦଶା
ଯାଜପୁର: ବନ୍ୟା କମିବା ପରେ ବଢିଯାଇଛି ଲୋକଙ୍କ ଦୁର୍ଦ୍ଦଶା । ବନ୍ୟା ବିପତ୍ତି ରୁ ଲୋକେ ମୁକୁଳି ଥିବା ବେଳେ ବନ୍ୟା ଜନିତ କ୍ଷୟକ୍ଷତି ଲୋକଙ୍କ ଉପରେ ଦାଉ ସାଜିଛି । ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ପ୍ରବାହିତ ହେଉଥିବା ବ୍ରାହ୍ମଣୀ ସମେତ ୩ଟି ପ୍ରମୁଖ ନଦୀରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଥିଲା । ଏଥିରେ ଜିଲ୍ଲାର କୋରାଇ, ସୁକିନ୍ଦା, ଦାନଗଦୀ, ଯାଜପୁର, ଦଶରଥପୁର, ବିଞ୍ଝାରପୁର, ରସୁଲପୁର, ଧର୍ମଶାଳା ଓ ବରୀ ଆଦି ୧୦ଟି ବ୍ଲକର ୮୩୬ […]
Continue Reading
