ଜେଇଇ ମେନ୍ ପରୀକ୍ଷା; ହୋଟେଲ୍ ଲିଷ୍ଟ ଜାରି କଲା ବିଏମସି
ଭୁବନେଶ୍ୱର: ଜେଇଇ ମେନ୍ ପରୀକ୍ଷା ଲାଗି ଶତାଧିକ ଛାତ୍ରଛାତ୍ରୀ ଅପେକ୍ଷାରତ ଥିବା ବେଳେ ସେପ୍ଟେମ୍ବର ୧ରୁ ୬ ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେବ । ଏହି ଅବସରରେ ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକ ମାନଙ୍କୁ ସୁରକ୍ଷିତ ସ୍ଥାନ ପ୍ରଦାନ କରିବା ଲାଗି ସରକାରଙ୍କ ପକ୍ଷରୁ ପରୀକ୍ଷା କେନ୍ଦ୍ର ନିକଟରେ ଥିବା ହୋଟେଲ୍ ଗୁଡିକୁ ନିବେଦନ କରାଯାଇଛି । ସେହିପରି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସହରର ପରୀକ୍ଷା କେନ୍ଦ୍ର ନିକଟରେ ଥିବା ହୋଟେଲ ନାମ, ନଂ […]
Continue Reading
