ଶାନ୍ତି ଆଲୋଚନା ନେଇ ଆଫଗାନିସ୍ତାନ ସରକାରକୁ ଠକି ଦେଲା ତାଲିବାନ
କାବୁଲ: ଆଫଗାନିସ୍ତାନ ଶାନ୍ତି ପ୍ରକ୍ରିୟାରେ ଆଜି ବଡ ଝଟକା ଲାଗିଛି । ଚୁକ୍ତି ଅନୁସାରେ ଆତଙ୍କବାଦୀଙ୍କୁ ଛାଡିବା ପରେ ତାଲିବାନ ବିଶ୍ୱାସଘାତକତା କରିଛି । ଏପରି କି ଅଶରଫ ଗନି ସରକାରକୁ ଆମେ ମାନିବୁ ନାହିଁ ବୋଲି ଖୋଲାଖୋଲି ଭାବେ ଚ୍ୟାଲେଂଜ କରିଛି । ଏ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଗାନି ସରକାର ୪୬୦୦ ଆତଙ୍କବାଦୀଙ୍କୁ ଛାଡିଥିଲା । ଇସଲାମିକ ସରକାର ନେଇ ଆଲୋଚନା ହେଲା କଥା ଆଗକୁ ବଢ଼ିବ ବୋଲି ତାଲିବାନ ପକ୍ଷରୁ କୁହାଯାଇଛି । ଦୀର୍ଘ […]
Continue Reading
