20200721-ବିବଶ-1

ଅସହାୟ ବାସହୀନ ଦୁଇ ପରିବାର ନିକଟରେ ପହଁଚିଲା ସମର୍ପିତ ଓଡିଶା

ଭୁବନେଶ୍ୱର : ଦୁଇଟି ଅସହାୟ ବାସହୀନ ପରିବାର ସେଥିରେ ପୁଣି କୁନି କୁନି ତିନିଟି ଛୁଆ। ଦେଢ଼ମାସ ହେଲା ପେଟଭରି ଖାଇବାକୁ ପାଇନାହାନ୍ତି କି ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ, କ୍ୟାପିଟାଲ ହସ୍ପିଟାଲ ପାଖ ରାସ୍ତାକଡରେ ଵିତୁଛି ଜୀବନ। ଏହି ଖବର ଗଣମାଧ୍ୟମରୁ ପାଇଲା ପରେ ସମର୍ପିତ ଓଡ଼ିଶା ସ୍ୱେଚ୍ଛାସେବୀ ସଂଗଠନ ର ସମ୍ପାଦକ ସୁଶୀଲକାନ୍ତ ପ୍ରଧାନ ବରିଷ୍ଠ ସାମାଜିକ କର୍ମୀ ଶ୍ରୀ ଗଗନ ବିହାରୀ ପାଇଟାଲଙ୍କ ସହ ଯୋଗାଯୋଗ କରି, କିଛି ଶୁଖିଲା ଖାଦ୍ୟ […]

Continue Reading
2020708-Astro

କେମିତି କଟିବ ଆଜି

ରାଶି ଫଳ ତା ୧୯-୭-୨୦୨୦ ରବିବାର ମେଷ ମାନସିକ ଅସ୍ଥିରତା ଲାଗି ରହିବ । କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦୀର୍ଘ ସମୟ ଅବସ୍ଥାନ କରିବା ଆପଣଙ୍କ ସକାଶେ କଷ୍ଟକର ହୋଇପାରେ । ଆଜି ଯାତ୍ରା, ବିବାଦ, ଗୃହାରମ୍ଭ କ୍ଷେତ୍ରରେ ସତର୍କତା ରକ୍ଷା ନ କଲେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ବୃଷ କୌଣସି କାମ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇ ନ ପାରେ । ସକାଳୁ ସକାଳୁ କିଛି ଘରର କଥା, ପୂର୍ବରୁ […]

Continue Reading
20201707-police

ପୋଲିସଙ୍କୁ ୩ ମାସ ମହଲତ

ଭୁବନେଶ୍ୱର: ପୋଲିସକୁ ଫିଟ୍ ରଖିବାକୁ କମିଶନରେଟ୍ ପୋଲିସର ଏସଓପି । ନିଜ କର୍ମଚାରୀଙ୍କୁ ସୁସ୍ଥ ଓ ଫିଟ ରହିବାକୁ କମିଶନରେଟ ପୋଲିସ ଜାରି କଲା ନିର୍ଦ୍ଦେଶନାମା । କରୋନା ରକ୍ତଚାପ, ମଧୁମେହ ଆକ୍ରାନ୍ତଙ୍କ ପାଇଁ ବିପଦ ସୃଷ୍ଟି କରିଛି । ଏଭଳି ସ୍ଥଳେ ପୋଲିସକୁ ଫିଟ୍ ରଖିବାକୁ ସମସ୍ତ କର୍ମଚାରୀଙ୍କ ଉଚ୍ଚତା ଓ ଓଜନ ମାପ କରାଯିବ । ଏହାପରେ ସେମାନଙ୍କୁ ଲିଖିତ ଆକାରରେ ବର୍ତ୍ତମାନର ବଡି ମାସ ଇଣ୍ଡେକ୍ସ-ବିଏମଆଇ ବା ବୟସ ଓ ଉଚ୍ଚତା ଅନୁସାରେ ଆନୁପାତିକ […]

Continue Reading
2020708-Astro

କେମିତି କଟିବ ଆଜି

ରାଶି ଫଳତା ୧୭-୭-୨୦୨୦ ରବିବାର ମେଷ :- ସାମାନ୍ୟ କଥାକୁ କେନ୍ଦ୍ରକରି ସମସ୍ୟା ସୃଷ୍ଟି ହୋଇପାରେ । ଟେନସନ ଲାଗି ରହିବା କାରଣରୁ କାମ କରିବାକୁ ଆଦୌ ଇଚ୍ଛା ହେବନାହିଁ କିମ୍ବା ବିଭିନ୍ନ ଝାମେଲା ମଧ୍ୟରେ ଅଶାନ୍ତ ରହିପାରନ୍ତି। ବ୍ୟବସାୟ କ୍ଷେତ୍ରରେ କେତେକ ସୁବିଧା ସୁଯୋଗ ପାଇବେ । ବୃଷ :-କୌଣସି ସମ୍ପର୍କୀୟ ମହିଳାଙ୍କ ସାହାଯ୍ୟରେ ଗୁରୁତ୍ୱପୂର୍ଣ୍ଣ କାର‌୍ୟ୍ୟ ସାଧନ କରିବେ। ଆଣ୍ଠୁ ଗଣ୍ଠିରେ ପୀଡା ଦେଖାଦେବ । ରାଜନୀତି ଓ କଚେରି ମାମଲା କ୍ଷେତ୍ରରେ ଆଶାଜନକ […]

Continue Reading
20200716-corona

ରାଜ୍ୟରେ ପୁଣି 3 ଅଙ୍କରେରେ ବଢ଼ିଲା କରୋନା ସଂକ୍ରମଣ ସଂଖ୍ୟା, 172 ଜଣ ସ୍ଥାନୀୟ ଅଞ୍ଚଳର

ଭୁବନେଶ୍ୱର : ସାରା ବିଶ୍ୱରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସମାନ୍ତରାଳ ଭାବେ ରାଜ୍ୟରେ ମଧ୍ୟ ବଢ଼ିବାରେ ଲାଗିଛି ସଂକ୍ରମଣ । ଆଜି ପୁଣି ରାଜ୍ୟରେ 494 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା 15 ହଜାର 392 ଜଣ ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ 322 ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ 172 ଜଣ ସ୍ଥାନୀୟ ଅଞ୍ଚଳରୁ […]

Continue Reading
2020708-Astro

କେମିତି କଟିବ ଆଜି

ରାଶି ଫଳତା୧୬-୭-୨୦୨୦ ରବିବାର ମେଷ :-ମାନସିକ ଅସ୍ଥିରତା ଲାଗି ରହିବ । ଗୃହାରମ୍ଭ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ମହିଳାମାନେ ଗୃହ କର୍ମରେ ବ୍ବସ୍ତ ରହିବେ । ବୃଷ :-ସମସ୍ତ କାମ ସହଜ ଓ ସୁବିଧାରେ ହୋଇ ଯିବ । କରିବାକୁ ଥିବା ଋଣ ଆଜି ପରିଶୋଧ କରିବେ ।ଦୂରଯାତ୍ରାର ଯୋଗ ରହିଛି । ପାରିବାରିକ ଜୀବନ ସୁଖମୟ ହେବ । ମିଥୁନ :-ଆର୍ଥିକ ଉନ୍ନତି ହେବା ସହ ପୂର୍ବର ସମସ୍ୟା ସମାଧାନ ହୋଇ […]

Continue Reading
Police-BBSR-Corona-2

କେବଳ ପାଟ୍ରୋଲିଂରେ ଭୁବନେଶ୍ୱର ପୋଲିସ ଖର୍ଚ୍ଚ କରୁଛି ଏତେ ଟଙ୍କା

ଭୁବନେଶ୍ୱର: ଲକଡାଉନ ଓ ସଟଡାଉନ ବେଳେ ପାଟ୍ରୋଲିଂ ପାଇଁ କମିଶନରେଟ ପୋଲିସକୁ ମିଳିଛି ଅତିରିକ୍ତ ଗାଡ଼ି ଓ ଖର୍ଚ୍ଚ ହେଉଛି ଅତିରିକ୍ତ ଇନ୍ଧନ । ସହରକୁ ସୁରକ୍ଷା ଦେବାକୁ ମୁତୟନ ହୋଇଛନ୍ତି ପ୍ଲାଟୁନ ପ୍ଲାଟୁନ ପୋଲିସ୍‌ ଫୋର୍ସ । ଥାନାର ରୁଟିନ୍‌ କାମକୁ ଛାଡ଼ିଦେଲେ ମହାମାରୀ ଆଇନକୁ କାର୍ଯ୍ୟକାରୀ କରିବା ପୋଲିସ ପାଇଁ ବର୍ତ୍ତମାନ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି । କରୋନା ମହାମାରୀ ସମୟରେ ବଢ଼ିଛି ପୋଲିସର କାର୍ଯ୍ୟ ସୀମା । ଆପରାଧିକ ଘଟଣାର ତଦନ୍ତ, […]

Continue Reading
2020708-Astro

କେମିତି କଟିବ ଆଜି

ରାଶି ଫଳତା୧୨-୭-୨୦୨୦ ରବିବାର ମେଷ :-ସାମାନ୍ୟ କଥା କୁ ନେଇ ପାରିବାରିକ ଅଶାନ୍ତି ଦେଖା ଦେଇପାରେ ।ଆୟ ଅପେକ୍ଷା ବ୍ଯୟ ଅଧିକ ହେବ ।ଦେହ ମନ ହଠାତ୍ ଅସୁସ୍ଥ ହୋଇପଡିବ।ମହିଳାମାନେ ଅପମାନିତ, ସମାଲୋଚିତ ହେବେ ।ବୃଷ:-ଗୃହସ୍ଥ ଜୀବନ ସୁଖମୟ ହେବ ।ବହୁଦିନର ମନାନ୍ତର ମତାନ୍ତର ଦୂର ହୋଇଯିବ ।ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ ।କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କର ବିଶ୍ବାସ ଭାଜନ ହେବେ ।ଛାତ୍ରଛାତ୍ରୀମାନେ ଅଧ୍ଯୟନରେ ଉନ୍ନତି ପରିଲକ୍ଷିତ ହେବ । ମିଥୁନ:-ଆପଣଙ୍କୁ କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ […]

Continue Reading
20200711-mumbai

ଏହି ବସ୍ତି ବିଶ୍ୱ ପାଇଁ ମଡେଲ

ମୁମ୍ବାଇ: ସାରା ଦେଶ ଓ ବିଶ୍ୱରେ କରୋନା ମହାମାରୀ ପ୍ରକୋପ ଦେଖାଇ ଚାଲିଛି । କିନ୍ତୁ ମୁମ୍ବାଇର ଧାରାଭୀ ଅଞ୍ଚଳରେ ଭାଇରସର ଚେନରେ ବ୍ରେକରେ ଲାଗି ପାରିଛି । ସାରା ବିଶ୍ୱ ଆଗରେ ଧାରାଭୀ ମଡେଲକୁ ତାରିଫ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏସିଆ ମହାଦେଶରେ ସବୁଠୁ ବଡ଼ ବସ୍ତି କୁହାଯାଉଥିବା ଏହି ଅଞ୍ଚଳରେ ହାରିଛି କରୋନା । ଡବ୍ଲ୍ୟୁଏଚଓ ମହାନିର୍ଦ୍ଦେଶକ ଟେଡ୍ରୋସ କହିଛନ୍ତି, ସାରା ଦୁନିଆରେ କରୋନା କାୟା ବିସ୍ତାର କରି ଚାଲିଛି । […]

Continue Reading
2020708-Astro

କେମିତି କଟିବ ଆଜି

ରାଶି ଫଳତା ୧୧-୦୭-୨୦୨୦ ଶନିବାର ମେଷ :-ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବାହରକୁ ବୁଲିବାକୁ ଯିବାର ଯୋଗ ଅଛି । ସଫଳତା ମିଳିବ । ଆପଣଙ୍କ ହଜି ଯାଇଥିବା ବସ୍ତୁ ମିଳିବାର ସମ୍ଭାବନା ଅଛି। ପ୍ରିୟ ବ୍ୟକ୍ତିଙ୍କ ସହିତ ପ୍ରେମର ସମ୍ପର୍କ ସ୍ଥାପନ ହେବ।ବୃଷ:-ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପାରିବାରିକ ଜୀବନରେ ବାଦ ବିବାଦର ସମାଧାନ ପାଇଁ ସମର୍ଥ ହେବେ । ମହିଳାମାନେ ପରିବାରରେ ପ୍ରଶଂସିତ ହେବେ । ବାଣିଜ୍ୟ ବ୍ୟବସାୟରେ ଅଗ୍ରଗତି ଘଟିବ […]

Continue Reading